ETV Bharat / bharat

India Corona: ଦିନକରେ 17135 ସଂକ୍ରମିତ ଚିହ୍ନଟ, 47 ମୃତ

ଗତ 24 ଘଣ୍ଟା ମଧ୍ୟରେ 17 ହଜାର 135 ଜଣ ନୂଆ ସଂକ୍ରମିତ ଚିହ୍ନଟ (India Records 17,135 fresh Covid Cases) । ଦିନକରେ 47 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

India Corona:ଦିନକରେ 17,135 ସଂକ୍ରମିତ ଚିହ୍ନଟ,47 ମୃତ

author img

By

Published : Aug 3, 2022, 11:02 AM IST

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି (ବୁଧବାର) ସଂକ୍ରମଣ କ୍ରମଶ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 17 ହଜାର 135 ଜଣ ନୂଆ ସଂକ୍ରମିତ ଚିହ୍ନଟ (India Records 17,135 fresh Covid Cases) । ଦିନକରେ 47 ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 4,40,67,144କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ 1,37,057 ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 5,26,477ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦୈନିକ ପଜେଟିଭ ରେଟ 3.69 ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜେଟିଭ ରେଟ୍ 4.67 ପ୍ରତିଶତ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (health ministry) ତରଫରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା 4,34,03,610 ଜଣ ଆକ୍ରାନ୍ତ କୋଭିଡରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର 1.2% ରେକର୍ଡ କରାଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶବ୍ୟାପୀ କୋଭିଡ ଟୀକାକରଣ ଡ୍ରାଇଭ ଜୋରଦାର ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଦେଶରେ 204.84 କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.