ETV Bharat / bharat

INDIA CORONA: ଦିନକରେ 5784 ଆକ୍ରାନ୍ତ ଚିହ୍ନଟ, 571 ଦିନରେ ସର୍ବନିମ୍ନ - ଭାରତ ଦୈନିକ କୋରୋନା ସଂକ୍ରମଣ

ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 5 ହଜାର 784 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା 571 ଦିନରେ ସର୍ବନିମ୍ନ । ଅଧିକ ପଢନ୍ତୁ

INDIA CORONA: ଦିନକରେ 5784 ଆକ୍ରାନ୍ତ ଚିହ୍ନଟ, 571 ଦିନରେ ସର୍ବନିମ୍ନ

author img

By

Published : Dec 14, 2021, 12:29 PM IST

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 5 ହଜାର 784 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା 571 ଦିନରେ ସର୍ବନିମ୍ନ । ଏହାସହ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 252 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 7 ହଜାର 995 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (recovery rate)ସୁସ୍ଥହାର 98.37 ପ୍ରତିଶତରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 3 ହଜାର 644ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 75 ହଜାର 888ରେ ପହଞ୍ଚିଛି । ଦେଶରେ ମୋଟ 88 ହଜାର 993 ଟି ସକ୍ରିୟ(active) ମାମଲା ରହିଛି ଏବଂ 3 କୋଟି 41 ଲକ୍ଷ 38 ହଜାର 763 ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଏଯାବତ 133.8 କୋଟି ଡୋଜ ଟୀକାକରଣ(corona vaccination) ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.