ETV Bharat / bharat

INDIA CORONA: ଦିନକରେ 44,658 ପଜିଟିଭ ଚିହ୍ନଟ, 496 ମୃତ - କୋରୋନା ଅପଡେଟ

ଦେଶରେ ଏବେ ୪୦ ହଜାର ଉପରେ ରହୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 44 ହଜାର 658 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 496 ମୃତ । ଅଧିକ ପଢନ୍ତୁ...

INDIA CORONA : ଦିନକରେ 44,658 ପଜିଟିଭ ଚିହ୍ନଟ,496 ମୃତ

author img

By

Published : Aug 27, 2021, 10:07 AM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଲା ସଂକ୍ରମଣ । ଦେଶରେ ଏବେ ୪୦ ହଜାର ଉପରେ ରହୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 44 ହଜାର 658 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 496 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 32 ହଜାର 988 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ସଂକ୍ରମଣକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 26 ଲକ୍ଷ 3 ହଜାର 188କୁ ବୃଦ୍ଧି ପାଇଛି । 4 ଲକ୍ଷ 36 ହଜାପ 861କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବା ବେଳେ 3 ଲକ୍ଷ 44 ହଜାର 899 ରହିଛି ସକ୍ରିୟ ମାମଲା । 3 କୋଟି 18 ଲକ୍ଷ 21 ହଜାର 428 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ 61 କୋଟି 22 ଲକ୍ଷ 8 ହଜାର 542ଙ୍କୁ ଭ୍ୟାକସିନେସନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.