ETV Bharat / bharat

INDIA CORONA: ଖସୁଛି ସଂକ୍ରମଣ, ଆଉ 12,885 ନୂଆ ସଂକ୍ରମିତ

ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 12 ହଜାର 885 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 461 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

author img

By

Published : Nov 4, 2021, 10:40 AM IST

INDIA CORONA: ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ 12,885 ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଲଗାତର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 12 ହଜାର 885 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 461 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି 15,054 ନୂଆ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ଦେଶରେ 1 ଲକ୍ଷ 48 ହଜାର 579ଟି ସକ୍ରିୟ ମାମଲା ରହିଛି । ସେହିପରି 15,054 ସୁସ୍ଥ ସହିତ ଦେଶରେ ମୋଟ ସୁସ୍ଥ ସଂଖ୍ୟା 3 କୋଟି 37 ଲକ୍ଷ 12 ହଜାର 794 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ସୁସ୍ଥହାର 99 ପ୍ରତିଶତରେ ପହଞ୍ଚିଛି । ଏହାସହ ମୃତ୍ୟୁସଂଖ୍ୟା 4 ଲକ୍ଷ 59 ହଜାର 652ରେ ପହଞ୍ଚିଛି । ଦେଶରେ ଆଜି ପର୍ଯ୍ୟନ୍ତ 107 କୋଟି 63 ଲକ୍ଷ 14 ହଜାର 440 ଟୀକାକରଣ ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.