ETV Bharat / bharat

୨୦୦ ପାର୍ Omicron ମାମଲା, ସୁସ୍ଥ ହେଲେଣି ୭୭ - ଦେଶରେ ଓମିକ୍ରନ ମାମଲା

ଦେଶରେ ୨୦୦ ପାର୍ କଲା ଓମିକ୍ରନ(Omicron update In India) । ସର୍ବାଧିକ ଦିଲ୍ଲୀ-ମୁମ୍ବାଇରୁ ଚିହ୍ନଟ । ଅଧିକ ପଢନ୍ତୁ

୨୦୦ ପାର୍ Omicron ମାମଲା, ସୁସ୍ଥ ହେଲେଣି ୭୭
୨୦୦ ପାର୍ Omicron ମାମଲା, ସୁସ୍ଥ ହେଲେଣି ୭୭
author img

By

Published : Dec 21, 2021, 1:46 PM IST

ନୂଆଦିଲ୍ଲୀ: ଦେଶରେ ୨୦୦ ପାର୍ କଲା ଓମିକ୍ରନ(Omicron update In India) । ବାଣିଜ୍ୟ ନଗରୀ ମୁମ୍ବାଇ ଏବଂ ଜାତୀୟ ରାଜଧାନୀରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ସୁଦ୍ଧା ଦେଶରେ ୨୦୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଦିଲ୍ଲୀ ଏବଂ ମୁମ୍ବାଇରୁ ୫୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮ ଏବଂ ଗୁଜୁରାଟରୁ ୧୪, ଉତ୍ତର ପ୍ରଦେଶରୁ ୨, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.