ETV Bharat / bharat

Medical Assistance To Afghanistan: ଆଫଗାନସ୍ଥାନକୁ ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ

author img

By

Published : Jan 7, 2022, 4:24 PM IST

ତାଲିବାନ ଶାସିତ ଆଫଗାନିସ୍ଥାନକୁ ପୁଣି ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ (Medical assistance to Afghanistan) । ମାନବିକତା ଦୃଷ୍ଟି କୋଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ଜରିଆରେ ତାଲିବାନ ଶାସିତ ଆଫଗାନିସ୍ଥାନକୁ ଜରୁରୀ ଔଷଧ ସାମଗ୍ରୀ ପଠାଇଛି ଭାରତ। ଅଧିକ ପଢନ୍ତୁ

Medical assistance to Afghanistan:  ଆଫଗାନସ୍ଥାନକୁ ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ଥାନକୁ ପୁଣି ଜରୁରୀ ଔଷଧ ଓ ମେଡିକାଲ ସାମଗ୍ରୀ ପଠାଇଲା ଭାରତ (Medical assistance to Afghanistan) । ମାନବିକତା ଦୃଷ୍ଟି କୋଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organization) ଜରିଆରେ ତାଲିବାନ ଶାସିତ ଆଫଗାନିସ୍ଥାନକୁ ଜରୁରୀ ଔଷଧ ସାମଗ୍ରୀ ପଠାଇଛି ଭାରତ । ଶୁକ୍ରବାର ଏନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ (Minister of External affairs India) ସୂଚନା ଦିଆଯାଇଛି ।

  • As part of our ongoing humanitarian assistance to the Afghan people, India supplied the third batch of medical assistance consisting of two tons of essential life saving medicines to Afghanistan today.

    Press Release ➡️ https://t.co/gMN5gHatZR pic.twitter.com/HiXhLZc2Tr

    — Arindam Bagchi (@MEAIndia) January 7, 2022 " class="align-text-top noRightClick twitterSection" data=" ">

ଆଫଗାନିସ୍ଥାନର ତାଲିବାନ ଶାସନ ପରେ ଦେଖାଦେଇଛନ୍ତି ସଙ୍କଟ । ଦେଶରେ ବର୍ତ୍ତମାନ ଜରୁରୀ ଔଷଧ ସହ ଖାଦ୍ୟ ଶସ୍ୟର ଅଭାବ ଦେଖାଦେଇଛି । ଆଫଗାନିସ୍ଥାନର ଲୋକଙ୍କ ବନ୍ଧୁତା ଓ ମାନବିକତା ଦୃଷ୍ଟିରେ ରଖି ସହଯୋଗର ହାତ ବଢାଇଛି ଭାରତ। ଶୁକ୍ରବାର ଭାରତ ସରକାର ତୃତୀୟ ଥର ପାଇଁ ଆଫଗାନିସ୍ଥାନକୁ ଦୁଇ ଟନ ଜରୁରୀ ମେଡିକାଲ ସାମଗ୍ରୀ ଓ ଔଷଧ ପ୍ରଦାନ କରିଛି। ଏନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ସଚିବ ଅରିନ୍ଦମ ବାଗଚୀ ସୂଚନ ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଆଫଗାନିସ୍ଥାନକୁ ଆହୁରୀ ଅଧିକ ପରିମାଣରେ ସହାୟତା ପ୍ରଦାନ କରାଯିବ ବୋଲି ବିଦେଶର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ମଧ୍ୟ ଦୁଇ ଥର ଭାରତ ସରକାର ଆଫଗାନିସ୍ଥାନକୁ ଜରୁରୀ ସାମଗ୍ରୀ ସମେତ ଜରୁରୀ ଔଷଧ ପ୍ରେରଣ କରିଛି । ବିଶ୍ବସ୍ବାସ୍ଥ୍ୟ ସଂଗଠନ ଜରିଆରେ ଭାରତ ସରକର ୫ ଲକ୍ଷ କୋରୋନା ଭ୍ୟାକ୍ସିନ ସମେତ ୧.୬ ଟନର ମେଡିକାଲ ସମଗ୍ରୀ ଓ ଜରୁରୀ ଔଷଧ ପଠାଇଛି। ଭାରତ ସରକାରଙ୍କ କାବୁଲ ସ୍ଥିତ ଇନ୍ଦିରା ଗାନ୍ଧୀ ହସପିଟାଲରେ ମେଡିକାଲ ସାମଗ୍ରୀ ଓ ଔଷଧ ପଠାଇଛି । ସେଠାରୁ ସମସ୍ତ ଔଷଧ ସାମଗ୍ରୀ ବଣ୍ଟନ କରାଯାଉଛି ।

ସୂଚନାଥାଉକି ଆଫଗାନିସ୍ଥାନକୁ ତାଲିବାନ ଦଖଲ କରିବା ପରେ ଦେଖାଦେଇଛି ଘୋର ଅର୍ଥନୈତିକ ସଂଙ୍କଟ। ବିଶେଷ କରି ତାଲିବାନର ଏକଛତ୍ରବାଦ ଶାସନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଏହା ସହ ସାରା ବଶ୍ବର ନଜର ବର୍ତମାନ ତାଲିବାନର ଶାସନ ଉପରେ ରହିଛି । ଏ ଭଳି ସ୍ଥିତିରେ ଆଫଗାନିସ୍ଥାନକୁ ବିଭିନ୍ନ ଦେଶରୁ ସହାୟତା ପ୍ରଦାନ କରାଯାଉଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.