ETV Bharat / bharat

INDIA CORONA: ଦିନକରେ ୩୯,୩୬୧ ଆକ୍ରାନ୍ତ ଚିହ୍ନଟ, ୪୧୬ ମୃତ - କୋରୋନା ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଚିହ୍ନଟ ହେଲେ ୩୯ ହଜାର ୩୬୧ କୋରୋନା ଆକ୍ରାନ୍ତ ,୪୧୬ ମୃତ । ଅଧିକ ପଢନ୍ତୁ...

INDIA CORONA: ଦିନକରେ ୩୯,୩୬୧ ଆକ୍ରାନ୍ତ ଚିହ୍ନଟ, ୪୧୬ ମୃତ

author img

By

Published : Jul 26, 2021, 10:26 AM IST

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ଚିହ୍ନଟ ହେଲେ ୩୯ ହଜାର ୩୬୧ କୋରୋନା ଆକ୍ରାନ୍ତ । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୧୬ ଜଣ କୋରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୦ ହଜାର ୯୬୭ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା କିନ୍ତୁ କମିଛି ।

୨୪ ଘଣ୍ଟାରେ ୩୫ ହଜାର ୯୬୮ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସୁସ୍ଥ ସଂଖ୍ୟା ୩କୋଟି ୫ଲକ୍ଷ ୭୯ ହଜାର ୧୦୬ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୧୧ହଜାର ୧୮୯ଟି ଆକ୍ଟିଭ କେଶ ରହିଛି । ମୋଟ ୪୩ କୋଟି ୫୧ ଲକ୍ଷ ୯୬ହଜାର ୦୦୧ ଜଣଙ୍କୁ ଟୀକାକରଣ ସରିଛି ।ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.