ହାଇଦ୍ରାବାଦ: ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-3 ର ସଫଳ ପରୀକ୍ଷଣ କରାଯାଇଛି । ଓଡିଶା ଉପକୂଳରେ ଥିବା ଅବଦ୍ଦୁଲ କଲାମ ଦ୍ବୀପରୁ ଏହି ପରୀକ୍ଷଣ ସଫଳତାର ସହ ହୋଇଛି । ଏହା ଏକ ରୁଟିନ ପରୀକ୍ଷଣ ବୋଲି ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ମିଳିଛି ।
-
India carries out successful training launch of Intermediate Range Ballistic Missile, Agni-3 from APJ Abdul Kalam Island pic.twitter.com/RkEyuhilok
— ANI (@ANI) November 23, 2022 " class="align-text-top noRightClick twitterSection" data="
">India carries out successful training launch of Intermediate Range Ballistic Missile, Agni-3 from APJ Abdul Kalam Island pic.twitter.com/RkEyuhilok
— ANI (@ANI) November 23, 2022India carries out successful training launch of Intermediate Range Ballistic Missile, Agni-3 from APJ Abdul Kalam Island pic.twitter.com/RkEyuhilok
— ANI (@ANI) November 23, 2022
ଆଜି ହୋଇଥିବା ପରୀକ୍ଷଣ ଏକ ସ୍ବଳ୍ପ ଦୂରଗାମୀ ଭର୍ସନର ଅଗ୍ନି-3 ବାଲିଷ୍ଟିକ ମିସାଇଲ ଥିଲା । ଏହା ପରୀକ୍ଷଣ ସମୟରେ ସମସ୍ତ ନିର୍ଦ୍ଧାରିତ ପାରାମିଟର ସଠିକ ଭାବେ କାର୍ଯ୍ୟ କରିବା ସହ ପରୀକ୍ଷଣ ସଫଳ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ