ETV Bharat / bharat

India and Australia 2nd Virtual Summit: ମୋଦିଙ୍କ ସହ କଥା ହେବେ ମୋରିସନ

ଚଳିତ ମାସ ୨୧ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ କଥା ହେବେ । ଅଧିକ ପଢନ୍ତୁ

author img

By

Published : Mar 18, 2022, 5:25 PM IST

India and Australia 2nd Virtual Summit: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ମୋରିସନ

ନୂଆଦିଲ୍ଲୀ: ଚଳିତ ମାସ ୨୧ରେ (ସୋମବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ କଥା ହେବେ । ତେବେ ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକ ବ୍ୟବସାୟ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ କଥାବାର୍ତ୍ତା ହେବେ ।

  • Australian PM Scott Morrison & PM Modi will hold the 2nd India-Australia virtual summit on Mar 21.

    "We'll discuss deepening our trade & investment relationship & harnessing new economic opportunities to support our mutual economic recovery & growth: Australia PM

    (File pics) pic.twitter.com/SWB9ygW5Dp

    — ANI (@ANI) March 18, 2022 " class="align-text-top noRightClick twitterSection" data=" ">

ସେହିପରି ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଗଭୀର କରିବା ସହ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଅଭବିବୃଦ୍ଧି ଲାଗି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ପ୍ରୟାସ ରହିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ କହିଛନ୍ତି । ଏଥିସହ ଦୁଇ ଦେଶ ମଧ୍ୟରେ ଥିବା ଆଞ୍ଚଳିକ ଏବଂ ବହୁଦେଶୀୟ ସମସ୍ୟା ବିଷୟରେ ମଧ୍ୟ କଥା ହେବୁ ବୋଲି ସେ କହିଛନ୍ତି । ଏହା ସହିତ ୟୁକ୍ରେନ ସଙ୍କଟ ନେଇ ମଧ୍ଯ କଥା ହେବେ ବୋଲି ମୋରିସନ କହିଛନ୍ତି ।

ଅନ୍ୟପଟେ ୟୁକ୍ରେନ ଯୁଦ୍ଧ ନେଇ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ମିଆଁମାର ଉପରେ ଏହାର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନ କରିବୁ ବୋଲି ମୋରିସନ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.