ETV Bharat / bharat

ଦେଶରେ ଖସୁଛି ସଂକ୍ରମଣ: ଦିନକରେ 1,65,553 ପଜିଟିଭ, 3,460 ମୃତ

author img

By

Published : May 30, 2021, 10:48 AM IST

ଦେଶରେ ଗତ 24 ଘଣ୍ଟାରେ 1 ଲକ୍ଷ 65 ହଜାର 553 ନୂଆ ଆକ୍ରାନ୍ତ ଚିହ୍ନଟ । 3 ହଜାର 460 ଜଣ ମୃତ । ଅଧିକ ପଢନ୍ତୁ...

ଦେଶରେ ତଳ ମୁହାଁ ଦୈନିକ ସଂକ୍ରମଣ, 24 ଘଣ୍ଟାରେ 1.65ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3,460 ମୃତ

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । କ୍ରମଶଃ ଦେଶରେ 2 ଲକ୍ଷ ତଳକୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 65 ହଜାର 553 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 78 ଲକ୍ଷ 94 ହଜାର 800ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି 24 ଘଣ୍ଟାରେ ଦେଶରେ 3ହଜାର 460 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 25 ହଜାର 972ରେ ପହଞ୍ଚିଛି । ଅନ୍ୟପଟେ ଗତ 24 ଘଣ୍ଟାରେ 2 ଲକ୍ଷ 76 ହଜାର 309 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ 2 କୋଟି 54 ଲକ୍ଷ 54 ହଜାର 320ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୋଟ 21 ଲକ୍ଷ 14 ହଜାର 508ଟି ସକ୍ରିୟ ମାମଲା ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.