ETV Bharat / bharat

ଖୁସି ଖବର ଦେଲା IMD: ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ - ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ

ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Weather Update: ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ

author img

By

Published : Apr 14, 2022, 1:53 PM IST

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହି ମୌସୁମୀ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ସୂଚନା ଦିଆଯାଇଛି ।

  • IMD releases Long Range Forecast for Rainfall during Southwest Monsoon Season, 2022. For details visit https://t.co/2wn4JWttNx
    Southwest monsoon seasonal (June to September) rainfall over country as a whole is most likely to be normal (96 to 104 % of Long Period Average (LPA)). pic.twitter.com/RKv0IiNp4t

    — India Meteorological Department (@Indiametdept) April 14, 2022 " class="align-text-top noRightClick twitterSection" data=" ">

ଜୁନ ପ୍ରଥମ ସପ୍ତାହରୁ ଚଳିତ ବର୍ଷର ମୌସୁମୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ କେନ୍ଦ୍ର ଭାରତରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୯୭୧-୨୦୨୦ ତଥ୍ୟ ଅନୁସାରେ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ବାର୍ଷିକ ୭୪.୯ ପ୍ରତିଶତ ବର୍ଷା ହୋଇଥିଲା । ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମଧ୍ୟରେ ଦେଶରେ ବର୍ଷାର ପରିମାଣ ୧୯.୧ %, ୩୨.୩ %, ୨୯.୪ % ଓ ୧୯.୩ % ରହିଥିଲା । ୧୯୬୧-୨୦୧୦ ତଥ୍ୟ ଓ ଏହି ତଥ୍ୟ ମଧ୍ୟରେ ବିଶେଷ କିଛି ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.