ETV Bharat / bharat

ବାବା ରାମଦେବଙ୍କ ବିବାଦୀୟ ବୟାନକୁ ନେଇ ଖୋଲା ଚାଲେଞ୍ଜ କଲା IMA ଉତ୍ତରାଖଣ୍ଡ

author img

By

Published : May 29, 2021, 10:52 AM IST

ସରଗରମ ହେଉଛି IMA ଏବଂ ଯୋଗଗୁରୁ ରାମଦେବଙ୍କ ବାକ୍ ଯୁଦ୍ଧ । ବାବାଙ୍କ ବିବାଦୀୟ ବୟାନ ପରେ IMA ଉତ୍ତରାଖଣ୍ଡ ବିତର୍କ ପାଇଁ ତାଙ୍କୁ ଖୋଲା ଚାଲେଞ୍ଜ ଦେଇଛି । ଅଧିକ ପଢନ୍ତୁ...

ବାବା ରାମଦେବଙ୍କ ବିବାଦୀୟ ବୟାନକୁ ନେଇ ଖୋଲା ଚାଲେଞ୍ଜ କଲା IMA ଉତ୍ତରାଖଣ୍ଡ
ବାବା ରାମଦେବଙ୍କ ବିବାଦୀୟ ବୟାନକୁ ନେଇ ଖୋଲା ଚାଲେଞ୍ଜ କଲା IMA ଉତ୍ତରାଖଣ୍ଡ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କୁ ବିତର୍କ ପାଇଁ IMA ଉତ୍ତରାଖଣ୍ଡର ଖୋଲା ଚାଲେଞ୍ଜ । କୌଣସି ଏଲୋପାଥିକ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା ପାଇଁ ପତଞ୍ଜଳି ମେଡିସିନକୁ ଅନୁମତି ଦେଇଛି କି ବୋଲି IMA ପ୍ରଶ୍ନ କରିଛି ।

ସୂଚନା ଅନୁଯାୟୀ ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ଯୋଗଗୁରୁ ରାମଦେବଙ୍କ ମଧ୍ୟରେ କିଛିଦିନ ଧରି ଲାଗି ରହିଛି ବାକ୍ ଯୁଦ୍ଧ । ବାବା ରାମଦେବ କୋରୋନା ଭ୍ୟାକ୍ସିନକୁ ନେଇ ଏଲୋପାଥିକକୁ କଟାକ୍ଷ କରିବା ପରେ IMA ଯୋଗଗୁରୁଙ୍କ ଗିରଫଦାରି ଅପିଲ୍ କରିଥିଲା । ଏପରିକି ରାମଦେବଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରିବା ଦରକାର ବୋଲି IMA କହିଥିଲା ।

ବର୍ତ୍ତମାନ ପୁଣି କିଛିଦିନ ପୂର୍ବେ IMA ଏବଂ ଫାର୍ମା କମ୍ପାନିକୁ ବାବା ରାମଦେବ 25 ପ୍ରଶ୍ନ ପଚାରି ବିବାଦ ଘେରକୁ ଟାଣିହୋଇ ଆସିଛନ୍ତି । IMA ଉତ୍ତରାଖଣ୍ଡ ବାବାଙ୍କୁ ବିତର୍କ ପାଇଁ ଖୋଲା ଚାଲେଞ୍ଜ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.