ETV Bharat / bharat

ଅକ୍ସିଜେନ ଓ ମେଡିକାଲ ସାମଗ୍ରୀ ପରିହବହନରେ ନିୟୋଜିତ ବାୟୁସେନାର 42 ବିମାନ - ଭାରତରେ ଅକ୍ସିଜେନ ସଙ୍କଟ

ଦେଶରେ ଦେଖାଦେଇଥିବା କୋଭିଡ ସଂକ୍ରମଣର ଅକ୍ସିଜେନ ଓ ମେଡିକାଲ ସାମଗ୍ରୀ ପରିହବହନରେ ଲାଗିଛି ବାୟୁ ସେନାର 42 ବିମାନ । ଅଧିକ ପଢନ୍ତୁ...

ଅକ୍ସିଜେନ ଓ ମେଡିକାଲ ସାମଗ୍ରୀ ପରିହବହନରେ ଲାଗିଛି ବାୟୁ ସେନାର 42 ବିମାନ

author img

By

Published : May 8, 2021, 3:31 PM IST

ନୂଆଦିଲ୍ଲୀ : ଦେଶରେ ଦଖାଦେଇଥିବା କୋଭିଡ ସଂକ୍ରମଣର ଭୟଙ୍କର ସ୍ଥିତିରେ ଅକ୍ସିଜେନ ସଙ୍କଟ ଓ ଏହାର ଯୋଗାଣ ଭାରତ ସରକାରଙ୍କ ପାଇଁ ସବୁଠୁ ଆହ୍ମାନ ଭାବେ ଉଭା ହୋଇଛି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଅକ୍ସିଜେନ ଓ ଅନ୍ୟ ମେଡିକାଲ ସାମଗ୍ରୀର ପରିବହନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଭାରତୀୟ ବାୟୁ ସେନା । ବିଭିନ୍ନ ଦେଶରୁ ଅକ୍ସିଜେନ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଭାରତକୁ ଆଣିବାରେ ନିୟୋଜିତ ହୋଇଛି ଭାରତୀୟ ବାୟୁ ସେନାର ଏକାଧିକ ବୃହତ ପରିବହନ ବିମାନ। ଆଜି ଏନେଇ ବସ୍ତୃତ ସୂଚନା ଦେଇଛନ୍ତି ବାୟୁ ସେନାର ଉପ ମୁଖ୍ୟ ଏୟାର ଭାଇସ ମାର୍ସଲ ଏମ ରାଣାଦେ ।

ଅକ୍ସିଜେନ ଓ ମେଡିକାଲ ସାମଗ୍ରୀ ପରିହବହନରେ ନିୟୋଜିତ ବାୟୁ ସେନାର 42 ବିମାନ

ବାୟୁ ସେନା ଉପମୁଖ୍ୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁ ସେନାର 42 ପରିବହନ ବିମାନ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । 42 ବିମାନ ମଧ୍ୟରେ 12 ବୃହତ ପରିବହନ ବିମାନ ଥିବାବେଳେ 30 ମଧ୍ୟମ ବୃହତ ପରିବହନ ବିମାନ ନିୟୋଜିତ ହୋଇଛନ୍ତି । ବିଭିନ୍ନ ଦେଶରୁ ଜରୁରୀ ମେଡିକାଲ ସାମଗ୍ରୀ ଓ ଅକ୍ସିଜେନ ପରିବହନରେ ଉକ୍ତ ବିମାନ ଗୁଡିକ କାର୍ଯ୍ୟ ଜାରିରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶରୁ 75 ଅକ୍ସିଜେନ କଣ୍ଟେନର ଭାରତୀୟ ବାୟୁ ସେନା ଦେଶକୁ ଆଣିଥିବା ଏୟାର ଭାଇସ ଚିଫ ଏମ ରାଣାଦେ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.