ETV Bharat / bharat

Explosion in Gujarat: ରାସାୟନିକ କାରଖାନାରେ ବିସ୍ଫୋରଣ, 7 ଆହତ

author img

By

Published : Jun 2, 2022, 9:13 PM IST

Updated : Jun 3, 2022, 3:57 PM IST

ଗୁଜୁରାଟର ଭଦଦୋରରେ ଥିବା ଏକ ରାସାୟନିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ । 7 ଆହତ ହସ୍ପିଟାଲରେ ଭର୍ତ୍ତି । ନିଆଁ ଲିଭା କାର୍ଯ୍ୟରେ ଏକାଧିକ ଫାୟାର ଟିମ । ଅଧିକ ପଢନ୍ତୁ

explosion in Gujarat: ରାସାୟନିକ କାରଖାନାରେ ବିସ୍ଫୋରଣ, 7 ଆହତ

ଗାନ୍ଧୀନଗର: ଗୁଜୁରାଟର ଭଦଦୋରରେ ଥିବା ଏକ ରାସାୟନିକ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି । କାରଖାନାରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ଘଟିଛି । ପ୍ରାଥମିକ ଭାବେ 7 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏକାଧିକ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗିଛନ୍ତି ।

  • Gujarat | An explosion, followed by fire, occurred at Deepak Nitrite Company in Nandesari GIDC in Vadodara. Details awaited.

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ । କେଉଁ କାରଣରୁ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇନଥିବା ଯୋଗୁ ମୃତାହତ ଓ କ୍ଷୟକ୍ଷତି ନେଇ ସଠିକ ସୂଚନା ମଧ୍ୟ ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରରତ

Last Updated : Jun 3, 2022, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.