ETV Bharat / bharat

Horoscope: ଜୁନ 9 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Jun 9, 2023, 12:06 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

9th june horoscope
Horoscope

ମେଷ: ଆଜି ଦିନଟି ଯାତ୍ରା ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ । ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି । ଗୃହରେ ଏକ ବନ୍ଧୁମିଳନ ଘଟି ଏକ ବଣଭୋଜିର ଯୋଜନା କରିପାରନ୍ତି କିମ୍ଵା ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି । ମୋଟାମୋଟି ଭାବେ ଦିନଟି ଭଲରେ କଟିବ ।

ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ । ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧ ସୃଷ୍ଟି କରିବେ । ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ । ଧୈର୍ଯ୍ୟ ଧରନ୍ତୁ, କିଛି ଶୃତିମଧୁର ସଙ୍ଗୀତକୁ ଉପଭୋଗ କରନ୍ତୁ । ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେ ସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ ।

ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ । ଆପଣ କୌଣସି କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ । ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ । ଅପରାହ୍ନରେ ନିଜକୁ ପଢାପଢିରେ ବ୍ୟସ୍ତ ରଖିପାରନ୍ତି କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ନିୟୋଜିତ ହୋଇପାରନ୍ତି । କିଛି ପ୍ରଶ୍ନ ଆପଣକୁ ବ୍ୟସ୍ତ ବିବ୍ରତ କରିପାରେ ।

କର୍କଟ: ଆଜି ଦିନଟି ଆପଣ ମୌଜ ମଜଲିସରେ କାଟିବା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବେ । ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିବେ । ଆପେକ୍ଷା କରନ୍ତୁ ଏବଂ ପ୍ରଥମେ ନୀରିକ୍ଷଣ କରିସାରିଲା ପରେ ଜୀବନକୁ ମନଭରି ଉପଭୋଗ କରନ୍ତୁ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ ଅବସ୍ଥାକୁ ଆଖିଆଗରେ ରଖି ଖର୍ଚ୍ଚ କରନ୍ତୁ, ଯଦିଓ ଆର୍ଥିକ ଏବଂ ବୃତ୍ତିଗତ ବ୍ୟାପାରରେ ଉନ୍ନତି ହେବାର ସମ୍ଭାବନା ଅଛି, ତଥାପି ଯତ୍ନବାନ ହୁଅନ୍ତୁ ।

ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି । ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଆପଣ ଖର୍ଚ୍ଚ କରିଥିବା ଟଙ୍କା ଠିକ୍‍ କାମରେ ବ୍ୟୟିତ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରିବେ । ଆଜି କୌଣସି ନୂତନ ଯୋଜନା କରନ୍ତୁ ନାହିଁ । ଆଜି ଯୁକ୍ତିତର୍କ ନକରିବା ଭଲ । ଆଇନ ସମ୍ପର୍କୀୟ କାର୍ଯ୍ୟଠୁ ଦୂରେଇ ରୁହନ୍ତୁ ।

କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତିରେ ଦିନ କାଟିବ । ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବ । ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁମୟ ହେବ ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । କ୍ଲାନ୍ତିଜନକ ଦିନରେ ଅପଣ ମାନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ । ତେଣୁ ବର୍ତ୍ତମାନ ଭାବିବାକୁ ସମୟ ଅଛି । ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ନଚେତ୍‍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ । ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି ।

ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ । ଦିନଟି ଭଲରେ କଟିବ । ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ । ପ୍ରତିଦ୍ୱନ୍ଦୀମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ । ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ । ଦିବସର ଶେଷ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି । ଏହା ଫଳରେ ଆପଣ ଅସୁସ୍ଥ ହୋଇପାରନ୍ତି । ସତର୍କତା ଅବଲମ୍ଵନ କରନ୍ତୁ ।

ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ହେବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ । ବ୍ୟବସାୟରେ ଅର୍ଥଲାଭ ହେବ । ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ । ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ ।

ମକର: ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ । ଆପଣ ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବ । ଏହାର ପ୍ରଭାବ ଆପଣଙ୍କ କର୍ମଶୈଳୀରେ ଦେଖାଯିବ । ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବେ । ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ । ଦିବସଟିକୁ ମୌଜ ମଜଲିସରେ କାଟିବେ । କୌଣସି କାରଣରୁ ବେଳେବେଳେ ଆପଣ ନିଜେ ବାଛିଥିବା ରାସ୍ତାରୁ ଅଲଗା ରାସ୍ତାରେ ଯାଇ ନିଜର ସାମର୍ଥ୍ୟକୁ କ୍ଷୟ କରିପାରନ୍ତି ।

କୁମ୍ଭ: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି । ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ଯାହା ପାଇଁ ଆପଣ ଉଦାସ ରହିବେ । କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆପଣ ଯଦି ଡାକ୍ତରଙ୍କ ସହ ବହୁ ଆଗରୁ ଆଲୋଚନା କରିଥାନ୍ତି, ତାହାହେଲେ ଆଜି କରେଇ ନିଅନ୍ତୁ । ମଧ୍ୟାହ୍ନ ବେଳକୁ ଆପଣଙ୍କ ସମସ୍ୟାର ସମାଧାନ ହେବ । ମାନସିକ ଶାନ୍ତି ଫେରି ଆସିବ । ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ।

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଦିନଟି ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ମିଳିବ । ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହଙ୍କଠାରୁ ଉପହାର ମିଳିବ । ବନ୍ଧୁମାନଙ୍କ ସହ ହସଖୁସିରେ ସମୟ ବିତିବ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିବ । ମାନସିକ ଶାନ୍ତି ପାଇବାକୁ ହେଲେ ଆପଣ ପ୍ରାର୍ଥନା କରନ୍ତୁ । ଯୋଗ କରିବା ଦ୍ୱାରା ମନ ହାଲ୍‍କା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.