ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ... - horoscope of 9th june

ତୁମର ଆଜି ଦିନଟି କେମିତି ରହିବ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ଉପାୟ କରିବେ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ସମୟ କିପରି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jun 8, 2021, 9:50 PM IST

Updated : Jun 8, 2021, 10:57 PM IST

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ : ଆପଣ ଆଜି ନିଜକୁ ଏକ ଅନିଶ୍ଚିତ ଅବସ୍ଥାରେ ପାଇପାରନ୍ତି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି, ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନେବା ଉଚିତ, ଯାହା ଚାପ କମାଇବ ।

ବୃଷ : ଆପଣ ଆଜି ମାନସିକ କ୍ଷେତ୍ରରେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ କଳା, ଡିଜାଇନ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି ।

ମିଥୁନ : ଆପଣ ଆଜି ଅନ୍ୟମାନଙ୍କ ଭାବନାଗୁଡିକର ସୁରକ୍ଷା କରିବାରେ ସମୟ ଅତିବାହିତ କରିବେ ଓ ଏହା ଆପଣଙ୍କ ନିଜ ହିତ ପାଇଁ ହି ହେବ । ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିବେ, ଯାହା କି ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଥିବା ଏକ ଯାତ୍ରା ପାଇଁ ହୋଇପାରେ । ଆଜି, ଆପଣଙ୍କ ମନରେ କେବଳ ଏକ ସଫଳ କ୍ୟାରିଅର ବିଷୟରେ ହି ଭାବନା ରହିବ ।

କର୍କଟ : ଆପଣ ଠକାମୀରେ ପ୍ରଖର ଓ ଆପଣଙ୍କ ତେଲ ମରା କଥା ଆପଣଙ୍କ କାର୍ଯ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଆଜି ଆପଣ ଦୂରରୁ ଅସୁବିଧା ଜାଣିପାରିବେ ଓ କେତେବେଳେ ବାଟ ବଦଳାଇବେ ସେ ବିଷୟରେ ଜାଣିପାରିବେ । ଆପଣଙ୍କର ଏହି ଠକାମି ଓ ତେଲମରା ପ୍ରକୃତି ଯୋଗୁଁ ଆପଣଙ୍କ ସହ କାମ କରୁଥିବା ଉଚିତ ଲୋକମାନେ ପସନ୍ଦ କରି ନ ପାରନ୍ତି, କିନ୍ତୁ ଉପରକୁ ଯିବା ପାଇଁ ଏହା ସବୁଠାରୁ ସହଜ ବାଟ ବୋଲି ଆପଣ ଭାବନ୍ତି ।

ସିଂହ : ଚେସ୍‍ ଆରମ୍ଭ କରିବା ଭଲ, କିନ୍ତୁ ଆଜି ଆପଣଙ୍କ ରଣନୈତିକ କୌଶଳ ଚେସରୁ ବି ଅଧିକ ହେବ । ଯୁକ୍ତି ବଢି ବଢି ଯିବ ଓ ତାହା ଶେଷ ହେବ ନାହିଁ । ସେଥିପାଇଁ ସହମତିକୁ ଅସହମତିରେ ଦେଖାଇବା ଠିକ ହେବ ।

କନ୍ୟା : ଆଜି ଆପଣ ଯାହା କରିବେ ସେଥିରେ ବହୁତ ଭଲ କରିବେ । ଆପଣଙ୍କର ବିଦେଶ ମାଟିରେ ବ୍ୟବସାୟ ଆରମ୍ଭ କରିବାର ସ୍ଵପ୍ନ ଆଜି ସାକାର ହେବ । ଆପଣ ଆପଣଙ୍କ ବ୍ୟକ୍ତିଗତ ରୂପକୁ ଅଧିକ ଧ୍ୟାନ ଦେଇପାରନ୍ତି, ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ ।

ତୁଳା : ଆଜି ଆପଣଙ୍କ ବଦାନ୍ୟ ରୂପ ଆଗକୁ ଆସିବ, କାରଣ ଆପଣ ଆଜି ଯାହା ଠାରୁ ଯାହା ପାଇଛନ୍ତି, ସମସ୍ତଙ୍କୁ ସେ ସବୁ ଫେରାଇବେ । ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଓ ସେମାନଙ୍କୁ ଦୁଇଗୁଣ କରି ଫେରାଇବେ । ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ ।

ବିଛା : କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାରଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବା ପଡିପାରେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଆନମନାର ସମାଧାନ କରିବା ଦରକାର । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ ।

ଧନୁ : ଆଜି ସାଙ୍ଗମାନଙ୍କୁ ଡାକି ରାତି ସାରା ମଜା କରିବା ସମୟ । ଏହା ସହ ମନ ଇଚ୍ଛା ଖାଆନ୍ତୁ । କିନ୍ତୁ ଆପଣଙ୍କୁ ମଜାମସ୍ତି କରିବାକୁ କୌଣସି ଇଚ୍ଛା ନାହିଁ, କାରଣ ଆପଣ ସେମିତି ସ୍ବଭାବର ନୁହନ୍ତି । ଆପଣ ଅନ୍ୟମାନଙ୍କ ସହ ମିଶିବାକୁ ଓ ନାଚଗୀତ କରିବାକୁ ଚାହୁଁନାହାନ୍ତି । ଓ ଆପଣଙ୍କ ସାଙ୍ଗମାନେ ଆପଣଙ୍କ ଏପରି ପରିବର୍ତ୍ତିତ ରୂପକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ।

ମକର : ଆପଣ ବିଦେଶରେ ଅଧିକ ପାଠ ପଢିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି କିନ୍ତୁ ଶେଷରେ ଅସଫଳ ହୁଅନ୍ତି । ଆପଣଙ୍କୁ ଆଜି ପୁଣି ଥରେ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଉଛି । ଯେଉଁମାନେ ଜୁଆ ଖେଳରେ ସମ୍ପୃକ୍ତ ଥାଆନ୍ତି, ଷ୍ଟକ୍‍ ଓ ସେୟାରରେ ଟ୍ରାଞ୍ଜାକ୍ସନ କରନ୍ତି, ସେମାନେ ଆଜି ଭଲ ଲାଭ ପାଇପାରନ୍ତି ।

କୁମ୍ଭ : କାମ, କାମ ଆଉ କାମ! ତାହା ହି ଆପଣଙ୍କୁ ଧନୀ କରିଥାଏ । ଅବଶ୍ୟ ଆପଣଙ୍କୁ ପ୍ରଶଂସା କରିବା ମଧ୍ୟ ଦରକାର ଓ ଆପଣ ଯାହା ସବୁ ଭରସା ଦେଇଛନ୍ତି ସେଗୁଡିକ ପୂରଣ କରି ଆପଣ ଯଥେଷ୍ଟ ପ୍ରଶଂସା ମଧ୍ୟ ପାଇପାରନ୍ତି! ଆପଣ ବିପଦ ନେଇ ନ ପାରନ୍ତି ତଥାପି ପରିବର୍ତ୍ତନ ଆଶା କରନ୍ତି ।

ମୀନ : ଯୁକ୍ତି କରିବା ଦ୍ଵାରା କିଛି ଲାଭ ହୋଇ ନଥାଏ, ବରଂ ଆପଣ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ । ଯେଉଁମାନେ ଆପଣଙ୍କ ସହ ସହମତ ନ ହେଉଛନ୍ତି ଶେଷରେ କିପରି ସେମାନେ ହଇରାଣ ହେଉଛନ୍ତି, କଷ୍ଟ ପାଉଛନ୍ତି କିମ୍ଵା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Last Updated : Jun 8, 2021, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.