ETV Bharat / bharat

Horoscope: ଫେବୃଆରୀ ୯ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 9, 2023, 12:31 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜିର ଦିନ ଭଲରେ କଟିବ । କୌଣସି କାରଣ ବିନା ଆପଣ ଉତ୍ତେଜିତ ହେବେ । ଖର୍ଚ୍ଚ କମେଇବା ପାଇଁ ଚେଷ୍ଟା କରନ୍ତୁ । ପରିବାରିକ ଶାନ୍ତି ବଜାୟି ରହିବ ।

ବୃଷ: ଆଜି ଆପଣ ଅଜବ କଥା ଭାବିବେ । ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଅଭିନବତା, କଠିନ ପରିଶ୍ରମ ଯୋଗୁଁ ପ୍ରଶଂସା ସାଉଁଟିବେ । ଆପଣ ମିଷ୍ଟଭାଷୀ ହୁଅନ୍ତୁ ଫଳରେ ଆପଣ ବହୁତ ଲୋକଙ୍କୁ ଆପଣଙ୍କ ଯାଦୁରେ ମୁଗ୍‍ଧ କରିପାରିବେ ।

ମିଥୁନ: ଦିନଟି ଆପଣଙ୍କ ପିଲାମାନଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିବେ । କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ । ଯଦି ଆପଣ ମାତା/ପିତା, ତେବେ ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଆପଣଙ୍କୁ ପିଲାମାନଙ୍କ ଉପରେ ରାଗିବାକୁ ପଡିପାରେ ।

କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି । ଅଧିକ ଖର୍ଚ୍ଚାନ୍ତ କରିବାକୁ ପଡିପାରେ । ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।

ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।

କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ । ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ ଧୌର୍ଯ୍ୟର ସହ କାମ କରନ୍ତୁ । ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି ।

ତୁଳା: କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ଆପଣଙ୍କ ଭାଗ୍ୟ ଟାଣ ଥିବାରୁ ଆପଣଙ୍କ ନିଜ ଭାବନା ଛଡା କେହି ଆପଣଙ୍କୁ ଅସୁବିଧା ପକେଇପାରିବେ ନାହିଁ । ଆପଣ ସହଜରେ ଏହି ସବୁ ସମସ୍ୟାରୁ ବାହାରିଯିବେ ।

ବିଛା: ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି । ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି । ଅବଶ୍ୟ ଆଜି ଆପଣ ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ ।

ଧନୁ: ଆପଣ ଆଜି ପଥରକୁ ମଧ୍ୟ ସୁନା କରିପାରିବେ । ବ୍ୟବସାୟରେ ଆପଣଙ୍କ ଜ୍ଞାନ ଦ୍ଵାରା ଆପଣ ଉତ୍ପାଦନକ୍ଷମତାରେ ସବୁଠାରୁ ଭଲ ଫଳାଫଳ ପାଇବେ ଓ ନୂଆ ଚୁକ୍ତି କରିପାରିବେ । ଦିନର ଅଧିକାଂଶ ସମୟରେ ଆପଣଙ୍କ ପଦକ୍ଷେପ ପଦ୍ଧତିଗତ, ଅନୁଶାସିତ ଓ ବ୍ୟବସ୍ଥିତ ରହିବ ।

ମକର: ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ । ଆହୁରିମଧ୍ୟ ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ । ଆପଣଙ୍କୁ ଏହା ଭଲ ନ ଲାଗିପାରେ, କିନ୍ତୁ ଆପଣଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିବ । ତେଣୁ ଜଗିରଖି କାମ କରନ୍ତୁ ।

କୁମ୍ଭ: ଆପଣଙ୍କ ଅନ୍ତଃ ଧ୍ଵନିକୁ ଶୁଣନ୍ତି ଓ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ ଯାହା ଦ୍ଵାରା ଆପଣଙ୍କ ପଥରେ ଆପଣଙ୍କୁ ଅନ୍ୟ କେହି ବାଟ ଦେଖାଇବାର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟସ୍ଥଳରେ ଆପଣଙ୍କ ସବୁ ଭଲରେ ଯିବ କାରଣ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ ।

ମୀନ: ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.