ETV Bharat / bharat

୯ ଫେବୃଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Feb 9, 2022, 12:16 AM IST

ମେଷ: ଆପଣ ଆଜି ନିଜକୁ ଏକ ଅନିଶ୍ଚିତ ଅବସ୍ଥାରେ ପାଇପାରନ୍ତି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି, ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନେବା ଚାପ କମାଇବ ।

ବୃଷ: ଅର୍ଥ ବର୍ଷା ହୋଇପାରେ । କାର୍ଡରେ ରହିଛି, ଆର୍ଥିକ ଲାଭ ସହିତ ଆପଣଙ୍କର ଆର୍ଥିକ ସ୍ରୋତ ମଧ୍ୟ ବର୍ଦ୍ଧିତ ହେବ । ଆପଣଙ୍କର ମନର ସ୍ଥିତି ଏକ ସୁଖଦ ସ୍ଥିତିରେ ରହିବ ଯାହା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ପୁର୍ବକ ସମ୍ପୁର୍ଣ୍ଣ ହେବାରେ ସାହାଯ୍ୟ କରିପାରେ । ନିଜକୁ ଶିକ୍ଷଣ କରିବା ,ମନୋରଞ୍ଜନ ଟିକିଏ ଆନନ୍ଦ ହେବାର ସମୟ, ଯଦି ଆପଣଙ୍କ ସଂଚୟରୁ ଏହି କାର୍ଯ୍ୟକଳାପ ପାଇଁ କିଛି ଖର୍ଚ୍ଚ କରିବାକୁ ପଡୁଛି ,ତେବେ କିଛି ଭାବନ୍ତୁ ନାହିଁ । ଆନନ୍ଦଦାୟକ ଗପସପରେ ଘରେ ଶାନ୍ତି ପୁର୍ବକ ଦିନଟି ସମାପ୍ତ ହେବ ।

ମିଥୁନ: ଆପଣ ଆଜି ଅନ୍ୟମାନଙ୍କ ଭାବନାଗୁଡିକର ସୁରକ୍ଷା କରିବାରେ ଅତିବାହିତ କରିବେ ଓ ଏହା ଆପଣଙ୍କ ନିଜ ହିତ ପାଇଁ ହି ହେବ । ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିବେ, ଯାହା କି ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଥିବା ଏକ ଯାତ୍ରା ପାଇଁ ହୋଇପାରେ । ଆଜି, ଆପଣଙ୍କ ମନରେ କେବଳ ଏକ ସଫଳ କ୍ୟାରିଅର ବିଷୟରେ ହି ଭାବନା ରହିବ ।

କର୍କଟ: ଆପଣ ଠକାମୀରେ ପ୍ରଖର ଓ ଆପଣଙ୍କ ତେଲ ମରା କଥା ଆପଣଙ୍କ ପଦ୍ଧତିରେ ଏକ ପ୍ରଧାନ ଭୂମିକା ଗ୍ରହଣ କରେ । ଆଜି ଆପଣ ଦୂରରୁ ଅସୁବିଧା ଜାଣିପାରିବେ ଓ କେତେବେଳେ ବାଟ ବଦଳାଇବେ ସେ ବିଷୟରେ ଜାଣିପାରିବେ । ଆପଣଙ୍କ ପଦ୍ଧତି ଯୋଗୁଁ ଆପଣଙ୍କ ସହ କାମ କରୁଥିବା ଉଚିତ ଲୋକମା୍ନେ ପସନ୍ଦ କରି ନ ପାରନ୍ତି, କିନ୍ତୁ ଆପଣ ଭାବିପାରନ୍ତି ଯେ ଉପରକୁ ଯିବା ପାଇଁ ଏହା ସବୁଠାରୁ ସହଜ ବାଟ ।

ସିଂହ: ଆପଣଙ୍କର ସକାରାତ୍ମକ ଶକ୍ତି ଆପଣଙ୍କର ଭାବନାରେ,କେନ୍ଦ୍ରିତ ଅଟେ, ଯାହାକି ଦୃଢ ନିଶ୍ଚୟରେ ପ୍ରତିଫଳିତ ହେବ । ଆପଣଙ୍କ ବରିଷ୍ଠ ଏବଂ ମାଲିକ ଆପଣଙ୍କ ଉତ୍ତମମାନର କାର୍ଯ୍ୟ ଏବଂ ଉତ୍କୃଷ୍ଟ ଯୋଜନା ପାଇଁ ବିଷେଶ ଭାବେ ପ୍ରଭାବିତ ହେବେ ,ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ । ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ, ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ । ସଂକ୍ଷେପରେ ଏହା ଏକ ବଢିଆ ଦିନ ଅଟେ ।

କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ କଣ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ । ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ ।

ତୁଳା: ଆପଣଙ୍କର ପ୍ରତ୍ୟେକ ପାଦ ଦେଖି ଚାହିଁ ରଖନ୍ତୁ । ଯୁକ୍ତିତର୍କ ,ବିବାଦ ଖରାପ ସ୍ୱାସ୍ଥ୍ୟ, କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତାର ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ । ଯାହା ଆପଣଙ୍କୁ ଖୁସୀ ଦେବ । ଅତି କମରେ ଶାନ୍ତି ପ୍ରଦାନ ତ କରିବ, ତା ସହିତ ଆପଣ ରହସ୍ୟମୟ ବିଷୟ ଆଡକୁ ଆକର୍ଷିତ ହେବେ । କିନ୍ତୁ ଆଧ୍ୟାତ୍ମିକ ଏଭଂ ଧାର୍ମିକ ଚିନ୍ତା ଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।

ବିଛା: ଏହି ଦିନଟି ଖୁସୀ ଏବଂ ମୌଜର ଦିନ ଅଟେ । ବହୁତ ଖୁସୀ ମିଳିବ । ଆପଣଙ୍କର ଏହା ହେଉଛି ବନ୍ଧୁ ମିଳନର ସମୟ ଏବଂ ଆପଣ ଏକ ଛୋଟ ଭୋଜିର ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସୁଚୀରେ ରୀତିମତ ଭାବେ କିଛି ରହିଛି । ମୋଟାମୋଟି ଦିନଟି ରବିବାର ପରି ରହିବ । ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି ଏବଂ ଏକ ଯୋଜନାଗତ କିଣାକିଣି ପ୍ରକୃତରେ ଖୁସି ଦେବ । ଆପଣ ମଧ୍ୟ ସାମାଜିକ ମର୍ଯ୍ୟଦା ଏବଂ ନାମ ଅର୍ଜନ କରିବେ ।

ଧନୁ: ଆପଣଙ୍କ ନକ୍ଷତ୍ର ଗୁଡିକ ଆଜି ଭଲ ସ୍ଥାନରେ ଅଛନ୍ତି, ଯିଏ ଭାଗ୍ୟ ଏବଂ ପ୍ରଚୁର ଅବସର ଆଣିଦେବ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରର ବାତାବରଣ ଶାନ୍ତିପୁର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣଙ୍କର ମା ଙ୍କ ଘର ଠାରୁ ଖୁସି ଖବର ଖୁସିକୁ ଅତ୍ୟଧିକ ବଢାଇ ଦେବ। ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ ଏବଂ ସ୍ପଷ୍ଟ ବିଜେତା ରୂପେ ବାହାରିବେ ।

ମକର: ଆପଣଙ୍କର ସ୍ୱାସ୍ଥ୍ୟ ଆଜି ଖରାପ ରହିପାରେ ,ଆପଣଙ୍କ ମୁଣ୍ଡ ବୁଲେଇବା ଏବଂ ନିଷ୍କ୍ରିୟତା ଅନୁଭବ କରିବେ । ଆପଣ ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ରହିବାର ସମ୍ଭାବନା ରହିଛି । ମନର ସଂଶୟାକୁଳ ଏବଂ ନିର୍ଣ୍ଣୟ ନେବା ଶକ୍ତିର ଅଭାବ କିମ୍ୱା ସମସ୍ତ ପ୍ରକାର କଠିନ କାର୍ଯ୍ୟ ଦ୍ୱାରା ଆପଣ ଘୁଞ୍ଚିପାରିବେ ନାହିଁ । ଆପଣଙ୍କ ନକ୍ଷତ୍ର ଗୁଡିକ କାର୍ଯ୍ୟକୁ ଅଗ୍ରସର କରାଇବାରେ ସହଯୋଗ କରିବେ । ଆପଣଙ୍କର ବରିଷ୍ଠମାନେ ଅସନ୍ତୁଷ୍ଟ ହୋଇ ପାରନ୍ତି । ଆପଣଙ୍କର ପିଲାମାନଙ୍କର ଏବଂ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଆପଣଙ୍କର ବିଶ୍ରାମ ଏବଂ ଆରାମ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

କୁମ୍ଭ: ଆଜି ଆପଣଙ୍କର ଦିନଟି ସୀମିତ ଅଟେ । ଆପଣଙ୍କର ନକାରାତ୍ମକ ଭାବନାକୁ ଦେଖିରଖି ଚଳନ୍ତୁ । ଯାହା ପାରିବାରିକ ଜୀବନକୁ ପ୍ରଭାବିତ କରିପାରେ । ଯାହା ଆପଣଙ୍କର ସାମାଜିକ ମର୍ଯ୍ୟଦା ଉପରେ ବିପରୀତ ପ୍ରଭାବ ପକାଇବ, ଏପରି ଅବସ୍ଥାକୁ ଏଡାଇ ଦିଅନ୍ତୁ । ଗୃହ ଏବଂ ସମ୍ପତ୍ତି ର ନିଷ୍ପତ୍ତି ନେଲାବେଳେ ସାବଧାନ ରହନ୍ତୁ । ଛାତ୍ରମାନଙ୍କର ପଢିବାର ଏହାହେଉଛି ଉତ୍ତମ ସମୟ ଅଟେ । ଆପଣ କୌଶଳକ୍ରମେ ଆପଣଙ୍କର ଆର୍ଥିକ ଉତ୍ସର ପରିଚାଳନାରେ ସଫଳ ହେବେ ।

ମୀନ: ଆପଣଙ୍କର ସାଧାରଣ ମନ୍ତ୍ର କଠିନ ପରିଶ୍ରମ ,କଠିନତର ପ୍ରତିବାଦୀକୁ ଅନୁସରଣ କରନ୍ତି । ଭାଗ୍ୟଧାରା ଆଜି ଶକ୍ତିଶାଳୀ ଅଛି । ଆହୁରି ମଧ୍ୟ ଏକ ସୃଜନାତ୍ମକ ତରଙ୍ଗ ସୁନିଶ୍ଚିତ ଭାବେ ଆସିବ ଏବଂ ପରିବର୍ତ୍ତନର ଆଶା କରାଯାଇପାରେ । ଆଗେଇ ଚାଲନ୍ତୁ । ଆପଣ ନେଇଥିବା ନିଷ୍ପତ୍ତି ଶୀଘ୍ର କାର୍ଯ୍ୟରେ ପରିଣତ ହୋଇପାରେ । ଆପଣଙ୍କର ସକାରାତ୍ମକ ମନୋବୃତ୍ତି କେନ୍ଦ୍ରିତ ଏବଂ ଏକାଗ୍ରତା ଆପଣଙ୍କ କୁ ସମାପ୍ତି ଏବଂ ସଫଳତାର ସହ ଅଗ୍ରସର କରିବ । ବନ୍ଧୁ ,ଭାଇ ଓ ଭ ଉଣୀମାନଙ୍କ ମଧ୍ୟରୁ ଅଳ୍ପ କେତେକ ସହ ଅଭିଯାନ ଗ୍ରସ୍ତ କରିବେ । ବିପୁଳ ପରିମାଣରେ ଖୁସୀ ଏବଂ ସାନ୍ନିଧ୍ୟତା ଆସିବ । ସମାଜରେ ପରିଚିତ ହେବା କାର୍ଡରେ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.