ETV Bharat / bharat

ସେପ୍ଟେମ୍ବର 8 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ସେପ୍ଟେମ୍ବର 8 ରାଶିଫଳ

କେମିତି ରହିବ ଆପଣଙ୍କ ଦିନ । ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି । କିପରି କଟିବ ଦାମ୍ପତ୍ୟ ଜୀବନ। ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି । ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର 8 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Sep 8, 2022, 12:01 AM IST

ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ। ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ। ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ। ନିଜ ଗୃହର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ। ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ।

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ସପକ୍ଷରେ ଯିବ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି ।

ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ। କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି। ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ। ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ। କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ।

ସିଂହ: ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି, ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ।

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି। ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ। ଅପଣଙ୍କ ପାକସ୍ଥଳି ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି।

ତୁଳା: ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ ।ଆକ୍ରମକତା ଏବଂ ଉଗ୍ରକୁ ଏଡ଼ାଇ ଯାଆନ୍ତୁ ।

ବିଛା: ରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିପାନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ। ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ନିଜର ଗପପୁଡ଼ିଆରେ ବାନ୍ଧି ରଖିବେ ଓ ସେମାନଙ୍କ ମନରେ ସଦ୍ଭାଵନା ଆଣି ନିଜକୁ ସ୍ୱତନ୍ତ୍ର ଅନୁଭଵ କରିଵେ ।

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ। ତୁମେ କୌଣସି ଏକ ନିର୍ଣାୟକ କଥାରେ ଦ୍ୱିବିଧାରେ ପଡିପାର। ଯାହା ବିଶିଷ୍ଟ ନିର୍ଣୟକ ଅଟେ।କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସଂତୁଳନ କର। ଜଗିରଖି କାର୍ଯ୍ୟ କରନ୍ତୁ।

ମକର: ଆପଣଙ୍କ ଗ୍ରାହସ୍ଥ୍ୟ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ। କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ। ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ଆପଣଙ୍କର ପଦୋନ୍ନତି ହୋଇପାରେ। ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ।

କୁମ୍ଭ: ଆପଣଙ୍କର ମନ ଅଶାନ୍ତ ରହିବ। ଶାରୀରିକ ଦୁର୍ବଳତା ଲାଗିରହିବ। କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ। ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ। ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ। ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ। ଧାର ଉଧାରରୁ ଦୁରରେ ରହନ୍ତୁ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.