ETV Bharat / bharat

8 ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

8 ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
8 ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Jul 8, 2021, 12:16 AM IST

ମେଷ : ଆପଣ ଯେତେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ଆପଣଙ୍କ ଦିନ ସେପରି ଯିବ ନାହିଁ, ଯେପରି ଆପଣ ଚାହୁଁଛନ୍ତି । କେବଳ ନିଜ କଥା ଭାବିବା ସମୟ ଶେଷ ହୋଇ ଯାଇଛି । ଆପଣଙ୍କ ନିକଟକୁ ଚାହୁଁନଥିବା କିଛି ସମସ୍ୟା ଆସିପାରେ । ଆପଣ ଆପଣଙ୍କର କର୍ମସ୍ଥଳ ପରିବର୍ତ୍ତନ କଲେ କିଛି ସୁଫଳ ମିଳିପାରେ ।

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆପଣ ସଜବାଜ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ କିଛି ବିଉଟି ଟ୍ରିଟମେଣ୍ଟ ଆରମ୍ଭ କରି ଅପରାହ୍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ । ଆଜି ଆପଣ ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ ।

ମିଥୁନ : ଆଜି ଆପଣ ନିଜ ଶରୀରକୁ ନେଇ ବହୁତ ଚିନ୍ତିତ ରହିବେ । ଏହା ସହ ଆପଣଙ୍କ ଷ୍ଟାଇଲରେ ଆଜି ପରିବର୍ତ୍ତନ ଆସିବ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଚିନ୍ତାଧାରା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।

କର୍କଟ : ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ, ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆପଣଙ୍କୁ ଆଜି କୌଣସି କାମରେ କେହି ଅଟକାଇପାରିବେ ନାହିଁ । ଆପଣ ଆପଣଙ୍କ ଘର ଭିତର ସାଜସଜ୍ଜାରେ କିଛି ପରିବର୍ତ୍ତନ ଆଣିପାରନ୍ତି ।

ସିଂହ : ଅତ୍ୟଧିକ ତ୍ରୁଟି କେବଳ ଦୂରରୁ ମଜାଳିଆ ଦେଖାଯାଏ । ଦେଖିବାକୁ ଗଲେ ଅତ୍ୟଧିକ ପ୍ରାୟୋଗିକତା ଦୁନିଆକୁ ଖରାପ କରିଦିଏ । ସେଥିପାଇଁ ହାଲୁକା ହୁଅନ୍ତୁ ଓ ବିଶ୍ରାମ ନିଅନ୍ତୁ । ଆଜି ଯାହା ହେଉ ନା କାହିଁକି, ଆପଣ ମୁଣ୍ଡ ଆରାମରେ ଥଣ୍ଡା ରଖନ୍ତୁ, ଯାହା ଆପଣ ବହୁତ ଦିନ ହେଲା କରି ନାହାନ୍ତି ।

କନ୍ୟା : ଆଜି ଆପଣଙ୍କ ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ବିଳମ୍ବରେ ମଧ୍ୟ ସମ୍ପୂର୍ଣ୍ଣ ହେବ । କାରଣ ଆପଣଙ୍କ ଦିନ ଘଟଣାମୟ ରହିବ ।

ତୁଳା : ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି, ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ଭଲପାଇବା ପାଇବେ । ଅପରାହ୍ଣ ସମୟରେ ମିଶ୍ରିତ ଫଳ ପାଇବେ । କିନ୍ତୁ ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସରେ କଟିବ ।

ବିଛା : ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ । ଦିନ ସାରା ଆପଣ ବିଭିନ୍ନ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ, ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ । ଅବଶ୍ୟ, ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ ।

ଧନୁ : ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତତାରେ ଯିବ । ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି । ଯଦିଓ ଦିନଟି ବ୍ୟସ୍ତତାରେ ଯିବ, ହେଲେ ଆପଣଙ୍କ ବସଙ୍କ ଦୟାଶୀଳ ପାଇଁ ଦିନଟି ଆପଣଙ୍କ ସହଜ ରହିବ । ପରିବାରଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ ।

ମକର : ଆପଣ ଆଜି ଯାହା କରିବେ, ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବେ । ଆପଣଙ୍କ ଉପରେ କିଛି କାର୍ଯ୍ୟଚାପ ଓ ଚିନ୍ତା ରହିପାରେ, କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରି ଆପଣ ସବୁ କଷ୍ଟକୁ ସହି ଚାଲିବେ ।

କୁମ୍ଭ : ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ, କାରଣ ଏହି ନିଷ୍ପତ୍ତିଗୁଡିକର ପ୍ରଭାବ ଲମ୍ଵା ସମୟ ପର୍ଯ୍ୟନ୍ତ ରହିବ ।

ମୀନ : ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.