ETV Bharat / bharat

Horoscope: ଫେବୃଆରୀ 7 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 7, 2023, 12:31 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ମୁହଁରେ ଆବେଗ , ଚଞ୍ଚଳତା ଏହି ବ୍ୟକ୍ତି ଙ୍କର ସ୍ଵଭାବ ଅଟେ। ହଁ ଏହା ହେଉଛି ଆପଣଙ୍କର ବିଶେଷତଃ ବର୍ତ୍ତମାନ । ବିଦ୍ରୋହ ମନୋଭାବ ,ଧର୍ଯ୍ୟବାନ ହେବା ଏବଂ ତୀବ୍ର ପ୍ରତିକ୍ରିୟା ଏବଂ ନିର୍ଣ୍ଣୟକୁ ନିଜ ଅଧିନରେ କରନ୍ତୁ । ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ବଦ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । ମାର ବନ୍ଧୁ ଦୃଢ ରହନ୍ତୁ ନକ୍ଷତ୍ରମାନେ ସଂପୂର୍ଣ୍ଣ ଭାବେ ଆଜି ଉଦାର ନାହାଁନ୍ତି । କାର୍ଯ୍ୟଳୟରେ ପ୍ରଚୁର କାମ ଆପଣଙ୍କୁ ଅପେକ୍ଷା କରୁଛି । ଏହା ସାମାନ୍ୟ ସମୟ ଅପେକ୍ଷା ଅଧିକ ଲାଗିପାରେ । ଫଳ ସ୍ବରୁପ , ସନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ | ସାମାନ୍ୟ ଉଦର ପୀଡା ଦେଖା ଯାଇପାରେ , ଯତ୍ନ ନିଅନ୍ତୁ ।

ବୃଷ : ଆପଣଙ୍କ ଆତ୍ମବିଶ୍ବସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ , ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ଗ୍ୟାରେଣ୍ଟି ଅଛି । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଯଦି ଆପଣ ନିଜେ ବାପା ହୋଇଥିବେ , ଆପଣ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସାବଧାନତା ସହ ନିବେଶ କରିବେ , ଆର୍ଥିକ ଲାଭ ଅର୍ଜନ କରିବାର ସମ୍ଭାବନ ରହିଛି । ଛାତ୍ର ମାନଙ୍କ ପାଇଁ ଏହା ଏକ ମହାନ୍‍ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି , ତାଙ୍କ ପାଇଁ ଦିନଟି ବେଶ ଲାଭବାନ ହେବ।

ମିଥୁନ : ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଦିନଟି ଶୁଭ ଅଛି । ଅଗ୍ରସର ହୁଅନ୍ତୁ ଏବଂ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ । କାରବାର ଦୃଢ ଭାବେ ଧରି ରଖିବା ଆବଶ୍ୟକ | ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀ ମାନେ ଲାଭାନ୍ବିତ ଏବଂ ଉପଯୋଗୀ ହେବେ , କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଯଥା ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ବା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ | କୌଣସି ଅବିଶ୍ବସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।

କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଆପଣଙ୍କ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଭୋଗ କରିପାରନ୍ତି । ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇଛନ୍ତି , ଜିଦ ଧରି ପୃଥକ ରହିବା ଅପେକ୍ଷା , ନିଜ ଭୁଲ ଗ୍ରହଣ କରିଦିଅନ୍ତୁ ବହୁତ ଭଲ ହେବ | ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ବା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ । ମନ୍ଦ ବିଚାର ଦୂର କରନ୍ତୁ , ଭଲ ଭାବନାରେ ରହନ୍ତୁ ।

ସିଂହ: ଶକ୍ତିମାନ ସିଂହ ଆଜି ତାଙ୍କର ପ୍ରକୃତ ରୂପରେ ଅଛନ୍ତି । ଆପଣ ସ୍ବଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ ଏବଂ କ୍ଷିପ୍ର ଗତିରେ ନେଉଥିବା ଦୃଢ ନିଶ୍ଚୟ ସମତଳ ହୋଇପାରେ । ମା ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବା କାର୍ଡରେ ଅଛି କିନ୍ତୁ ଗୁଣରେ ବିଶ୍ବସ ରହିଛି ,ତେବେ କଠୋରତା ସହ ଆପଣଙ୍କର ଅଂହକାର କୁ ଦୂର କରନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧ କୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା: ଆପଣ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ବହୁତ ଅଧିକ ଆଶା ରଖନ୍ତୁ ନାହିଁ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ ,ନଚେତ୍‍ ଆପଣଙ୍କ ସମାନ ଟକ୍କରର କେହି ଜଣେ ମିଳିଯାଇପାରେ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ , ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ବ ଉପରେ ନକାରାତ୍ମକତା ସୃଷ୍ଟି କରିବ। ନିଜକୁ ଦୋଷୀ ଅନୁଭବ କରିବେ , ତେଣୁ ସାବଧାନ ରୁହନ୍ତୁ! ଆପଣଙ୍କ ସମୟ ପ୍ରାର୍ଥନାରେ ବ୍ୟତିତ କରନ୍ତୁ ।

ତୁଳା: ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ଦିନ ଥିବା ଦେଖାଯାଉଛି । ଯାହା କରୁଛ ଏବଂ ଯାହା କରିବ ତାହା ଭଲ ଫଳ ପ୍ରଦାନ କରିବ । ବନ୍ଧୁ ସାକ୍ଷାତ ହୋଇପାରେ । ବନ୍ଧୁ ମାନଙ୍କ ସହ ଯୋଜନା କରିପାରନ୍ତି ବିଲିଯିବା ପାଇଁ ,ଅଥବା ସେଠାରେ ମଧ୍ୟାନ୍ନ ଭୋଜନ ହୋଇପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆପଣଙ୍କ ଦିନ ଆନନ୍ଦମୟ ରହିବ । ଗ୍ରହ ଆପଣଙ୍କର ଅର୍ଥ ଓ ସମ୍ପର୍କ ସପକ୍ଷରେ ରହିଛି । ସ୍ତ୍ରୀ ଙ୍କ ସହ ମଧୁର ସମ୍ପର୍କ ରହିବ ।

ବିଛା : ଗୃହସ୍ଥ ଜୀବନ ବର୍ତ୍ତମାନ ଠାରୁ ଉଜ୍ବଳ ଅଟେ । ବୈବାହିକ ସମ୍ପର୍କ ଉପଭୋଗ କରିବେ ଏବଂ ଜୀବନ ସାଥି ସହ ଭଲ ସମ୍ପର୍କ ହେବ । ପିତା ମାତା ଓ ବନ୍ଧୁ ବାନ୍ଧବ ଙ୍କ ଠାରୁ ମଧୁର ସମ୍ପର୍କ ଲାଭ କରିବେ । ପିଲାଙ୍କ କୃତ କାର୍ଯ୍ୟରେ ବିଭୋର ହେବେ । ସବୁ କାମ ବିନା ଦ୍ୱିଧାରେ ପୂର୍ଣ୍ଣ ହେବ । ଗ୍ରହ ଆପଣଙ୍କ କାର୍ଯ୍ୟ ସପକ୍ଷରେ ଏବଂ ଆପଣ ପ୍ରଶଂସା , ଲାଭବାନ , ପଦୋନ୍ନତି ପାଇପାରନ୍ତି | ଧନ ଧାନ୍ୟ ପାଇଁ ସମୟ ଉପକୂଳ ଅଟେ। ସ୍ବାସ୍ଥ୍ୟ ସ୍ଥିର ରହିବ ।

ଧନୁ : ଆଜି ଆପଣଙ୍କ ଦିନ ପୁରାପୁରି ଭାବରେ ଠିକ୍‍ ରହିବ ନାହିଁ । ଶାରୀରିକ ପିଡା ଓ ଆଳସ୍ୟ ଲାଗିବ । ଶାନ୍ତି ମିଳିବା ଆଶା କମ । ଦୁଃଚିନ୍ତା ବଢିବ, ସାବଧାନତାର ସହ କାମ କରନ୍ତୁ | ଉଚ୍ଚ ପଦସ୍ଥ ମାନଙ୍କ ସହ ମନମାଳିନ୍ୟ ହେବାର ସମ୍ଭାବନା । ଯଥା ସମ୍ଭବ ନିଜ ପ୍ରତିଯୋଗି ତଥା ଶତୃମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।

ମକର: ସବୁ କାର୍ଯ୍ୟ ଠିକ୍‍ ଠାକ୍‍ ଚାଲିଥିବା ସତ୍ବେ ଆପଣ ସନ୍ତୁଷ୍ଟ ନୁହନ୍ତି । ନାକାରାତ୍ମକ ଚିନ୍ତା ଛାଡନ୍ତୁ । ଅସହାୟ ହୋଇପାର କିନ୍ତୁ ତୁମର ଅଭ୍ୟାସ ଦ୍ୱାରା କାର୍ଯ୍ୟ ହାସଲ ହେବ । ତୁମ କାର୍ଯ୍ୟ ଦକ୍ଷତାକୁ ଲୋକମାନେ ପ୍ରଶଂସା କରିବେ । କାର୍ଯ୍ୟଳୟ କାର୍ଯ୍ୟରେ ଦୂର ଯାତ୍ରା ହେବ । ଖର୍ଚ୍ଚ ବଢିବ । ଗଣ୍ଠି ଜନିତ ଜନ୍ତ୍ରଣା ଅନୁଭବ ହେବ , ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ନିଜ ବ୍ୟବସାୟୀ ସାଥି ସହିତ ଶତୃତା ହୋଇପାରେ , ସାବଧାନ ।

କୁମ୍ଭ : ତୁମର ଗ୍ରହ ତୁମ କାର୍ଯ୍ୟ ଦକ୍ଷତା ପାଇଁ ଉତ୍ସାହିତ କରେ । ଆଜି ତୁମେ ଉଭୟ ପରିସ୍ଥିତି ଅନୁସାରେ ସଜାଗ ହୁଅ । ଆପଣଙ୍କ ପ୍ରିୟ ଜନ ସହ, ଅନ୍ତରଙ୍ଗତା ହେବାର ଆଶା ରହିଛି । ବସ୍ତ୍ର , ଖାଦ୍ୟ , ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତି ରେ ଆପଣ ଖୁସି ରହିବେ । ବିବାହ ଜୀବନ ସୁଖମୟ ହେବ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ବରୁ ଉପକୃତ ହେବେ । କାର୍ଯ୍ୟ ପାଇଁ ଦିନଟି ଭଲ ।

ମୀନ : ଆପଣଙ୍କୁ ଉପରେ ଗ୍ରହମାନଙ୍କ କୃପା ଦୃଷ୍ଟି ରହିଛି । ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ଅନ୍ୟକୁ ବଞ୍ଚାଇବା ପାଇଁ ନିଜର ବଳ ପ୍ରୟୋଗ କରନ୍ତୁ ନାହିଁ । ସମସ୍ତେ ସୁଖି ନୁହେଁ ଯଥା ଆପଣଙ୍କର ଶତୃମାନେ । କିନ୍ତୁ ଗ୍ରହ ଆପଣଙ୍କୁ ଅନ୍ୟ ମାନଙ୍କ ସାହାଯ୍ୟ ସହଯୋଗରେ ଜୟ କରାଇବେ । ଘରେ ସବୁ ସ୍ଥିର ରହିବ । ସ୍ବାସ୍ଥ୍ୟ ଭଲ ରହିବ । ମା ଙ୍କ ଠାରୁ ସୁଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.