ETV Bharat / bharat

Horoscope: ଜୁନ 5 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଜୁନ 5 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope
author img

By

Published : Jun 5, 2023, 12:05 AM IST

ମେଷ: ଆପଣଙ୍କ ରାଗକୁ ଦମନ କରିବା ଆବଶ୍ୟକ । ଯେହେତୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ପର୍କ ନଷ୍ଟ କରିଦେବାର ସମ୍ଭାବନା ରହିଛି । ବ୍ୟାକୁଳତା ଏବଂ ଶତୃତା ମନୋଭାବ ଆପଣଙ୍କୁ କାର୍ଯ୍ୟରେ ଏକାଗ୍ରତା ରଖିବାକୁ ଦେବ ନାହିଁ । ଆପଣ ଆଜି ଅତ୍ୟନ୍ତ ଶାନ୍ତ ରହିବେ । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି ।

ବୃଷ: ଆଜି, ଆପଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ନାହିଁ । ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଅସ୍ଥିରତା ଅନୁଭବ କରିବାର ସମ୍ଭାବନା ରହିଛି । ଆପଣଙ୍କ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ । ଭ୍ରମଣ କରିବା ଏଡାନ୍ତୁ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ନାହିଁ ।

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସି ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ କେତେକ ପ୍ରକାର ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବାର ଆଶା ରଖନ୍ତୁ । ବୈବାହିକ ଜୀବନ ଆନନ୍ଦମୟ ହେବ ।

କର୍କଟ: ନକ୍ଷତ୍ରଗଣ ଆପଣଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଘଟଣା ବହୁଳ ଦିନ ଗଚ୍ଛିତ କରି ରଖିଛନ୍ତି । ଆପଣ ଆଜି ଅନେକ ସଫଲତା ଏବଂ ଖୁସି ପାଇବାର ଆଶା କରିପାରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅନୁକୂଳ ମନୋଭାବ ନେବେ । ଘର ପରିବେଶ ଉଜ୍ଜ୍ୱଳ ଏବଂ ହର୍ଷ ଉଲ୍ଲାସରେ ଭରା ରହିବ । ଆବଶ୍ୟକ ଜିନିଷଗୁଡିକରେ ଆପଣ କିଛି ଖର୍ଚ୍ଚ କରିପାରନ୍ତି ।

ସିଂହ: ଆଜି ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ଉତ୍ସାହିତ ରହିବ । ଆପଣ ଦିନସାରା ଆଶାବାଦୀ ରହିବେ । ସମସ୍ତ ପ୍ରଚେଷ୍ଟା ଗଠନମୂଳକ ହେବ ଏବଂ ଫଳାଫଳ ଆଶାବାଦୀ ହେବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଜିନିଷ ଆଶା କରିବେ । ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ହସଖୁସିର ସନ୍ଧ୍ୟା ଆପଣ ବିତାଇବେ ।

କନ୍ୟା: ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହିଁ । ଦିନସାରା ବ୍ୟସ୍ତତା ଏବଂ ବ୍ୟାକୁଳତାରେ ଭରା ରହିବ । ଏହା ଆପଣଙ୍କୁ ଅନେକ ଶାରିରୀକ ଏବଂ ମାନସିକ ଷ୍ଟ୍ରେସ୍‌ ଦେଇପାରେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅନ୍ୟ ଏକ ବ୍ୟସ୍ତତାର କାରଣ ହୋଇପାରେ ।

ତୁଳା: ସୁଫଳ ଯୁକ୍ତ ଦିନଟି ହେବ । ଭ୍ରାତୃ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ସୁସମ୍ୱାଦ ପ୍ରାପ୍ତି । ବିବାହ ଇତ୍ୟାଦି କାର୍ଯ୍ୟରେ ଯୋଗଦେବେ । ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ । ଶରୀର ଓ ମନ ଭଲ ରହିବ । ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ । ସ୍ତ୍ରୀଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ ।

ବିଛା: ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅବଶ୍ୟ ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସୌହାର୍ଦ୍ୟପୁର୍ଣ୍ଣତା ସୁନିଶ୍ଚିତ କରିବ । ଅନାବଶ୍ୟକ ଭାବରେ ନିରାଶାବାଦୀ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଆପଣ ଖର୍ଚ୍ଚ କରିପାରନ୍ତି ।

ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଯେଉଁ କାର୍ଯ୍ୟ କରିବାକୁ ଆପଣ ଯୋଜନା କରିଥିଲେ, ତାହା ଆଜି ସାରିବାକୁ ସକ୍ଷମ ହେବେ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ । ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସହ ରହି ଖୁସି ହେବେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ମକର: ଆଜି ଦିନଟି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଅଲଗା କୌଣସି କାର୍ଯ୍ୟ କରିବାକୁ ଆପଣଙ୍କ ଇଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ମହତ୍ୱପୁର୍ଣ୍ଣ ଦିନ ରହିବ । ଏହି ସମୟ ଭିତରେ ଆପଣ ପ୍ରାପ୍ତ କରିଥିବା ଲାଭ ଯୋଗୁଁ ଖୁସି ହେବେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ସମୟ । ବ୍ୟବସାୟ ବାଣିଜ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଫଳପ୍ରଦ ରହିବ । ଆପଣଙ୍କ ସମ୍ମାନ ଏବଂ ଲୋକପ୍ରିୟତାରେ ବୃଦ୍ଧି ହେବ ।

ମୀନ: ଆଜି ଦିନ ଆପଣଙ୍କ ପାଇଁ ଏକ ପ୍ରୀତିକର ଏବଂ ଉତ୍ସାହିତ ଦିନ ରହିବ । ଆପଣଙ୍କଠାରୁ ବଡ଼ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ ଆପଣ ଅନୁକୂଳ ଫଳାଫଳ ଆଶା କରିବେ । ପ୍ରତ୍ୟେକ ଜିନିଷ ଯେଉଁଭଳି ଭାବରେ ଆଗେଇବ, ଆପଣ ଦେଖି ଖୁସି ହେବେ । ବାପା ଏବଂ ବଡ଼ମାନଙ୍କଠାରୁ ଆପଣ ଲାଭ ଏବଂ ସମର୍ଥନ ଆଶା କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.