ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 3, 2023, 12:41 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ ।

ବୃଷ: ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭିତ୍ଵ ଦେଖାଇ ପାରିବେ ନାହିଁ ଓ ଯିଏ ଦେଖେଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ଆଜି ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି ।

ମିଥୁନ: ଆଜି, ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ ।

କର୍କଟ: ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ଭଗବାନଙ୍କ ଅପାର କରୁଣା ଭଳି ସାହାଯ୍ୟ ପାଇଁ ଆଗେଇ ଆସିବେ । ଏହାର ଅର୍ଥ ସେମାନେ ବାସ୍ତବରେ ଆପଣଙ୍କୁ ମରଣମୁହଁ ରୁ ମୁକୁଳାଇ ନେବେ ।

ସିଂହ: ଲୋକମାନଙ୍କୁ ପ୍ରୋତ୍ସାହିତ କରିବାର ଗୋଟିଏ ଉପାୟ ହେଉଛି ନିଜେ କାମ କରି ଦେଖାଇବା; ଅନ୍ୟଟି ହେଉଛି କଥା ମାଧ୍ୟମରେ ତାହା କରିବା । ଉଭୟ ସମାନ ଭାବେ ପ୍ରଭାବଶାଳୀ ଅଟେ । ଭାଗ୍ୟର କିଛି ସାହାଯ୍ୟ ଦ୍ଵାରା ଆଜି ଆପଣଙ୍କ କାମ ଠାରୁ କହିବା କଥାର ଓଜନ ଅଧିକ ରହିବ ଯାହା ଦ୍ଵାରା ଆପଣ ନିଜ ଉପସ୍ଥାପନା ଦକ୍ଷତାର ଉଚିତ ବ୍ୟବହାର କରିବେ ।

କନ୍ୟା: ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନଗୁଡିକର ସମ୍ମୁଖୀନ ହେବାକୁ ଆପଣ ଭଲ ପାଆନ୍ତି। କାରଣ ସେଗୁଡିକ ଆପଣଙ୍କ ସଫଳତାର ଆଶାକୁ ବଢାଇଥାଏ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ ।

ତୁଳା: ତୁଚ୍ଛତା ବିଷୟରେ ଆପଣ କୌଣସି ଚିନ୍ତିତ ହେବା ଉଚିତ ନୁହେଁ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ମନେ ରଖନ୍ତୁ ଯେ ମୋଟ ଉପରେ କଣ ହେଉଛି ତାହା ହି ମୁଖ୍ୟ କଥା ଓ କେବଳ ଗୋଟିଏ ଜିନିଷ ଭୁଲ ହେଲେ ସବୁକିଛି ଭୁଲ ହେବ ନାହିଁ । ଏହା ଧ୍ୟାନରେ ରଖନ୍ତୁ କାରଣ କାର୍ଯ୍ୟସ୍ଥଳରେ ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି ।

ବିଛା: ଆପଣଙ୍କ ଦିନ ଦୁଇଟି ପ୍ରମୁଖ ଛାପରେ ଯିବ । ଦିନର ଗୋଟିଏ ଅଂଶରେ ଆପଣ ବିଷାଦଗ୍ରସ୍ତ ଓ ଭାବନାତ୍ମକ ହେବେ, ଅନ୍ୟ ସମୟଟି ଆପଣ ଭାବନାରେ ବହି ଯାଇ ନିଜ କାମକୁ ଉପେକ୍ଷା କରିବାରେ ନଷ୍ଟ କରିଥିବା ସମୟ ଠିକ କରିବାରେ ଯିବ ।

ଧନୁ: ଆପଣ ପରିବାର ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ପରିଚିତ ଓ ସମ୍ଵନ୍ଧୀ ଆପଣଙ୍କ ଜୀବନର ମୂଳ । ଆପଣଙ୍କ ପିଲାମାନଙ୍କୁ ପ୍ରେମ ଓ ସ୍ନେହ ଦେବା ଆପଣଙ୍କୁ ସନ୍ତୁଷ୍ଟି ଦେବ । ଆପଣଙ୍କ ଜୀବନସାଥୀ ସହ ଭଲ ସମୟ କାଟନ୍ତୁ।

ମକର: ଏକ ଛବି ହେଉଛି ହଜାରେ ଶବ୍ଦ ସହିତ ସମାନ ଏବଂ ଆପଣଙ୍କ ଦିନ ଆଜି ପାଇଁ ସୁନ୍ଦର ଛବି ସଦୃଶ ହେବ । ବ୍ୟବସାୟୀ, ପେଶାଦାର, ଗୃହିଣୀ ଏବଂ ଛାତ୍ରମାନେ ଆରାମଦାୟକ ଏବଂ ସହଜ ଜୀବନ ବିତାଇବେ । ଆପଣଙ୍କ ବିରୋଧୀ ପରାସ୍ତ ସ୍ୱୀକାର କରିବେ । ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ନାହିଁ ।

କୁମ୍ଭ: ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ଏଡାନ୍ତୁ । ଯେହେତୁ ଆପଣ ଦିନସାରା ହତାସ ଏବଂ ବ୍ୟାକୁଳ ରହିପାରନ୍ତି । ସବୁଠାରୁ ଉତ୍ତମ ହେଉଛି ଆପଣଙ୍କୁ ଉଷୁକାଉଥିବା ବ୍ୟକ୍ତିଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଜି, ଆପଣଙ୍କ ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ ।

ମୀନ: ପ୍ରକୃତରେ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ସମ୍ମୁଖୀନ ହେଉଥିବା ଅସୁବିଧା କମ୍‌ ହେବାର ଦେଖାଯାଉନାହିଁ । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍‌ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉନ୍ମୟ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିବା ଉଚିତ, ବିଶେଷ ଭାବରେ ଯେତେବେଳେ ମହିଳା ମାନଙ୍କ ସହିତ ମିଳାମିଶା କରୁଛନ୍ତି; ସେମାନଙ୍କ ପ୍ରତି ବିରକ୍ତିଭାବ କିମ୍ବା ପ୍ରତିଶୋଧ ପରାୟଣ ହେଲେ ଆପଣ ଅସୁବିଧାରେ ପଡିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.