ETV Bharat / bharat

ଡିସେମ୍ବର 31ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Dec 31, 2023, 12:01 AM IST

31st December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

Horoscope
Horoscope

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି। ଦୈନଦିନ ବ୍ୟାୟାମ ଅଧିକ କରନ୍ତୁ ନାହିଁ। ଭ୍ରମଣକୁ ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ। ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ତକର ହେବ ନାହିଁ ।ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ । ଲକ୍ଷ୍ୟ ହୀନ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ବାହାରକୁ ଯିବା ପୂର୍ବରୁ ଗୁରୁଜନଙ୍କର ଆର୍ଶୀବାଦ ନିଅନ୍ତୁ।

ମିଥୁନ: ମୋଟ୍‌ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ। ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସନ୍ଧ୍ୟାରେ କୌତୁହଳରେ ଦିନ କଟିବ।

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବା ଅପେକ୍ଷା, ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ରାଗି ଏବଂ ବ୍ୟସ୍ତ ରହିବେ ।

ସିଂହ: ଆଜି ନିଜ ଦକ୍ଷତା ଉପରେ ବିଶ୍ବାସ ରଖି କାର୍ଯ୍ୟ କରନ୍ତୁ। ଆଜି ଆତ୍ମବିଶ୍ବାସ ବୃଦ୍ଧି ହୋଇପାରେ। ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।

କନ୍ୟା: ଆଜି କୌଣସି କଥାକୁ ଧରି ରାଗନ୍ତୁ ନାହିଁ। ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ। ଗର୍ବ ନକରି ଅନ୍ୟକୁ ସହଯୋଗର ହାତ ବଢାନ୍ତୁ। କୋର୍ଟ କଚେରୀ କିମ୍ବା ପାରିବାରିକ ମାମଲା ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଏହି ଦିନ ଆପଣଙ୍କ ପାଇଁ ଫଲପ୍ରଦ ରହିବ । ବିଭିନ୍ନ କ୍ଷେତ୍ରରେ ସଫଳତା ଯୋଗୁଁ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ଆପଣ ଖୁସୀ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣ ବନ୍ଧୁମାନଙ୍କ ସହିତ ଆନନ୍ଦବିଳାସରେ ସମୟ କାଟିପାରନ୍ତି କିନ୍ତୁ ଆପଣଙ୍କୁ ଉପକାର ମିଳିବ । ଏକ ପିକ୍‌ନିକରେ ପରିବାର ଲୋକଙ୍କ ସହ ଯାଇପାରନ୍ତି।

ବିଛା: ଏହି ଦିନ ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ଏବଂ ଭଲ ଭାଗ୍ୟ ଆଣିବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ! ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ, ଯେହେତୁ ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।

ଧନୁ: ଆଜି ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ। ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ। କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ମକର: ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ସାମାଜିକ କାରଣରୁ ବାହାରକୁ ଯାଇ ପାରନ୍ତି। ରାସ୍ତା କଡରେ ଥିବା ଢାବାରେ ଖାଇଲାବେଳେ ସତର୍କ ରହନ୍ତୁ । ଏହି ସବୁ ପ୍ରତିକୂଳ ଜିନିଷ ପାଇଁ ନିଜର ଅସମ୍ମତି ଦେଖାନ୍ତୁ ଯାହାକି ଆପଣଙ୍କ ଭାବନା ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ ।

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମ ବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ ଏବଂ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ଠିକ୍‌ ସମୟରେ ସମାପ୍ତ କରିବାରେ ସମ୍ଭବ କରାଇବ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଆପଣ ଆଜି ନୂଆ ଗାଡି କିଣି ପାରନ୍ତି।

ମୀନ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସନ୍ତୁଳିତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ଏହି ପରିସ୍ଥିତିରେ ଆକ୍ରମଣାତ୍ମକ ହୁଅନ୍ତୁ ନାହିଁ। ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଠିକ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.