ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 2, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ହେବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି, ନ ଭାବି ନ ଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଆପଣଙ୍କ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ; ମୌଳିକକୁ ହିଁ ଅନୁସରଣ କରନ୍ତୁ ଏବଂ ସହଜ ରଖନ୍ତୁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି ।

ବୃଷ : ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ଥିବା ଜଣା ପଡୁନାହାନ୍ତି । ଆପଣ ସିଦ୍ଧାନ୍ତ ହୁଏତ ଭଲ ନ ହୋଇପାରେ । ଫଳରେ ଉପଯୋଗୀ ସୁଯୋଗରୁ ଆପଣ ଦୁରେଇ ଯିବାର ସମ୍ଭାବନା ରହିଛି । ଅବଶ୍ୟ, ନିଶ୍ଚିତ କରିବା ଯେ ଆପଣ ଏହି ସୁଯୋଗ ହରାଇବେ ନାହିଁ, ଆପଣ ନିଜର ପ୍ରକ୍ରିୟାରେ ଅପରିବର୍ତ୍ତିତ ଭାବରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୁର୍ଣ୍ନ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

ମିଥୁନ: ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ, ଆପଣ ବହୁତ ଲାଭ ପାଇବେ । ଅବଶ୍ୟ ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ; ଆପଣଙ୍କ ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

କର୍କଟ: ନକ୍ଷତ୍ର ପ୍ରଭାବରୁ ଆପଣଙ୍କ ମନ ବ୍ୟାକୁଳ ଏବଂ ଅସ୍ଥିର ହୋଇପାରେ । ଆପଣ ଶାନ୍ତ ରହିବା ଆବଶ୍ୟକ ନ ହେଲେ, ଆପଣଙ୍କ ମାନସିକ ଅସ୍ଥିରତା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟକର ହୋଇପଡିବ । ଅବଶ୍ୟ, ଆପଣ ଏହିପାଇଁ ନିରାଶ ଅନୁଭବ କରିପାରନ୍ତି । ଛୋଟ କଥାକୁ ବଡ କରି କୌଣସି ଲାଭ ହେବ ନାହିଁ ।

ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଆପଣ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି । ଯଦି ଆପଣ ମନର-ସତର୍କତା କରାଇ ବସନ୍ତି କିମ୍ବା ଭୁଲ୍‌ ବ୍ୟକ୍ତିଙ୍କୁ ଗାଳି ଦିଅନ୍ତି; ଧ୍ୟାନ କେନ୍ଦ୍ରିଭୂତ କରିବା ଆପଣଙ୍କ ମୂଳଲକ୍ଷ୍ୟ ହେବା ଉଚିତ । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ; ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ ।

କନ୍ୟା: ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନ କରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍‌ରେ ପ୍ରଶଂସାର ପାତ୍ର ହେବେ ।

ତୁଳା: ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଙ୍ଗ୍‌ ଭଳି ସୁକ୍ଷ୍ମ କଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଠ ମାନଙ୍କଠାରୁ ପ୍ରୋତ୍ସାହନ ଏବଂ ସାହାଯ୍ୟ ପ୍ରାପ୍ତ କରି ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ ।

ବିଛା: ଏହି ଦିନ ଭଲ ହେବା ପାଇଁ ଆଶା କରନ୍ତୁ ନାହିଁ । ଅନୈତିକ କିମ୍ବା ଆଇନ୍‌ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ପାଇଁ, ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନ ପାରେ । ବୈକଳ୍ପିକ ଭାବରେ ଆପଣ ବନ୍ଦ କରନ୍ତୁ, ଅଟକନ୍ତୁ, ଭାବନ୍ତୁ ଏବଂ ତାପରେ ଲୋକଙ୍କ ସହିତ ବନ୍ଧୁତ୍ୱ କରନ୍ତୁ । ଆଜି ପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜା ହେବାର ଅଛି । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ସାଂସ୍କୃତିକ ଲୋକଙ୍କ ସହିତ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।

ମକର: ବ୍ୟବସାୟରେ ବିସ୍ଥାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍‌ନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବେ ।

ମୀନ: ଆଜି ଆପଣଙ୍କ ଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.