ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By

Published : Jan 29, 2023, 12:01 AM IST

Horoscope Today
Horoscope Today

ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।

ବୃଷ: କିଣାକିଣି ପାଇଁ ଦିନଟି ସ୍ଥିରିକୃତ ହୋଇଅଛି । ମଲ ମାର୍କେଟ, ଡଲାର ଷ୍ଟୋର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।

ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିଵେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ ।

କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ ନ ଉପୁଜିବା ପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୁରେଇ ରଖନ୍ତୁ ।

ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ ।ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟା ରହିପାରେ ।

କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ଏହା ହିଁ ଉପଯୁକ୍ତ ସମୟ ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇବେ । ନୂଆ ବସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେବେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇବେ।

ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସିବାସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତୃମାନେ ପରାସ୍ତ ସ୍ୱୀକାର କରିବେ ।

ଧନୁ: କଷ୍ଟ ନାହିଁ ତ କୃଷ୍ଣ ନାହିଁ । ଯେତେଵେଳେ ଆପଣ କଠିନ ପରିସ୍ଥିତି ଦେଇ ନିଜ କାମ କରୁଥାନ୍ତି, ସେଥିରୁ ମିଳିଵାକୁ ଥିଵା ଫଳ ନିହାତି ମିଠା ହେଵ । ବନ୍ଧୁ ଓ ପରିଵାର ସହ ହସଖୁସି ଓ ଖାଦ୍ୟପେୟର ସମୟ । ଆଜି ଦିନଟି କୌତୁକରେ ଭରା ।

ମକର: ପ୍ରଥମରୁ ଯଦି ସଫଳତା ପାଉନାହାନ୍ତି, ଚେଷ୍ଟା କରନ୍ତୁ । ଅନେକ ଲୋକ ଧୈର୍ଯ୍ୟ ଓ ଅଧ୍ୟବସାୟାର ଶକ୍ତିକୁ ଗୌଣ ମନେ କରନ୍ତି । କିନ୍ତୁ ଏହି ସବୁ ଗୁଣ ଆପଣଙ୍କୁ ସଫଳତା ଆଡ଼କୁ ନେଇଯିଵ । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ, ଵିଶେଷ କରି ସେତେବେଳେ ଯେତେବେଳେ ନିଜ ଯୋଜନା ମୁତାବକ ଫଳ ମିଳୁନାହିଁ ।

କୁମ୍ଭ: ଧୈର୍ଯ୍ୟ ଭଳି ବଡ଼ ଆଶୀର୍ଵାଦ ଆପଣଙ୍କ ଉପରେ ଅଛି । ଆପଣ ଯେକୌଣସି ସମସ୍ୟାକୁ ସମାଧନ କରିପାରିଵେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛିନା କିଛି କହିବେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିବ ।

ମୀନ: ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି। ଯେହେତୁ ଏହା ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଛି, ଯଦି ଆପଣ ସମୁଚିତ ପଦକ୍ଷେପ ନ ନେବେ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ; ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ବିଶେଷ ଭାବରେ ଭାଷା ଏବଂ ରାଗ ଏହା ମଧ୍ୟ ଆପଣଙ୍କ ଜୀବନରେ ଅନ୍ୟ କ୍ଷେତ୍ର ପାଇଁ ମଧ୍ୟ ଲାଗୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.