ETV Bharat / bharat

Horoscope: ଏପ୍ରିଲ 28 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Apr 28, 2023, 7:00 AM IST

Updated : Apr 28, 2023, 7:51 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୁପ ହେବ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ନିର୍ଣ୍ଣାୟକ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ନିଜକୁ ଦଳର ଉତ୍ସଠାରୁ ଦୂରେଇ ରଖିବା ଉଚିତ । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସି ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ। କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ଆପଣ ପ୍ରେମରେ ବୁଡି ରହିଛନ୍ତି କି ? ଆଜି ସମସ୍ତ ସ୍ବପ୍ନ ପୂରଣ ହେବ । ଆଜିର ଦିନ ଆପଣଙ୍କ ପାଇଁ ପ୍ରେମଭରା ରହିବ ।

ମିଥୁନ: ଆଜି ଦିନ ଏତେ ଭଲ ରହିବ ନାହିଁ । ତେଣୁ ବ୍ୟସ୍ତ ନହୋଇ ଆପଣ ଧୈର୍ଯ୍ୟ ରଖନ୍ତୁ । ହାତକୁ ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ । ପରିବାର ସହ ସମୟ ଅତିବାହିତ କରନ୍ତୁ ।

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି ଏବଂ ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରିୟଜନଙ୍କ ଗହଣରେ ବିତାଇବାକୁ ଚାହୁଁଛନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ପ୍ରଦର୍ଶନ କରିବେ ଯେ ଆପଣଙ୍କର ବିଶେଷ ଏକ ସମ୍ବେଦନଶୀଳ ଏବଂ କବିତ୍ୱ ଗୁଣ ରହିଛି ।

ସିଂହ: ଅନ୍ୟଜଣଙ୍କ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ, ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାନ୍ତୁ ନାହିଁ । ଅତ୍ୟଧିକ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ, ନ ହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ୱପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତୀତ, ଆପଣଙ୍କ ପ୍ରେମକୁ ଆଜି ପରିପ୍ରକାଶ କରିବେ । କୌଣସି କାର୍ଯ୍ୟ କରିବା ଆଗରୁ ଭଗବାନଙ୍କ ଆର୍ଶିବାଦ ନିଅନ୍ତୁ ।

ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜି ଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସନ୍ତୁଳନ ପ୍ରାପ୍ତ କରିଥାଇ ପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ । କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସିଭରା ରହିବ ।

ବିଛା: ଆଜି ସକାଳେ ସମସ୍ତ ଘଣ୍ଟାକୁ ଆପଣ ଅତିକ୍ରମ କରିବା ପାଇଁ ଚାହିଁବେ ଏବଂ ଆପଣ ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ, ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ ।

ଧନୁ: ଭାବପ୍ରବଣତା ଏବଂ ଆବେଗତା ଦୁର୍ଭାଗ୍ୟବସତଃ ଆଜି ଆପଣଙ୍କୁ ଘେରି ରହିବ । ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ । ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଖୁସିରେ ରହିବା ପାଇଁ ମନରୁ କୁଭାବନାକୁ ଦୂର କରନ୍ତୁ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମୌଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ, ପରିବାର ସହିତ ପ୍ରେମଭାବ ଏବଂ ହସଖୁସୀରେ ସମୟ ବିତିବ।

ମୀନ: ଆପଣଙ୍କର ସୃଜନଶୀଳ ପ୍ରତିଭା ଯୋଗୁଁ ଆପଣ ଆଜି ସାହିତ୍ୟ ସମ୍ୱନ୍ଧୀୟ କୌଣସି ନୂତନ ତଥ୍ୟ ଲୋକଲୋଚନାକୁ ଆଣିପାରନ୍ତି । ଏହା ଆପଣଙ୍କ ଦକ୍ଷତାର ପ୍ରମାଣ ଦେଇପାରେ । ଲେଖା ଲେଖିରେ ମଧ୍ୟ ଆପଣ ସମୟ ବିନିଯୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ପ୍ରେମାଳାପ ତଥା ମୌଜ ମଜଲିସରେ ସମୟ ଅତିବାହିତ ହେବ । ଆଜିର ପ୍ରେମଗାଥା ଜୀବନରେ ଅଲିଭା ସ୍ମୃତି ହୋଇ ରହିପାରେ । ବିଦ୍ୟାର୍ଥିମାନେ ସଫଳତା ଅର୍ଜନ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଅଜଣା ଜଳର ଉତ୍ସଠାରୁ ନିଜକୁ ଦୂରେଇ ରଖିବା ବିଧେୟ ଅଟେ। ନିଜର କ୍ରୋଧ ସମ୍ୱରଣ କରନ୍ତୁ , ନ ହେଲେ ଦିନଟି ବ୍ୟର୍ଥ ହୋଇ ଯାଇପାରେ ।

Last Updated : Apr 28, 2023, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.