ETV Bharat / bharat

୨୭ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - କେମିତି କଟିବ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

୨୭ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 27, 2021, 12:00 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ବାରା ପ୍ରଶଂସିତ ହେବେ । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ଭଲ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି ।

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭ । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ବାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ହୋଇପାରେ । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଚିନ୍ତିତ ରହିପାରନ୍ତି । କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ଅଜଥା ଖର୍ଚ୍ଚ ହେବ । ସାଙ୍ଗ ସାଥିମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ଅଜଥା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସ କାମରେ ସମସ୍ୟା ଆସିପାରେ ।

କର୍କଟ: ଆଜି ଦିନଟି ଦୁଃଖ ପୂର୍ଣ୍ଣ ହେବ । କିଛି ଅସ୍ତ୍ରୋପ୍ରଚାର ହୋଇପାରେ । ନିଜର ଦକ୍ଷତା ଉପରେ ଭରଷା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଖରାପ କାମ ଦୁଃଖର କାରଣ ହୋଇପାରେ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ । ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ ।

ସିଂହ: ଆଜି ଆଶା ଅନୁଯାୟୀ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହୋଇପାରେ । ବନ୍ଧୁତ୍ବକୁ ସୁଚାରୁ ରୁପେ ପରିଚାଳନା କରନ୍ତୁ । ବ୍ୟବସାୟୀଙ୍କ ଚୁକ୍ତି କରିବା ମନା । ସ୍ବାସ୍ଥ୍ୟ ଭଲ ରହିବ ନାହିଁ । ପତ୍ନୀଙ୍କ ସ୍ବାସ୍ଥ୍ୟ ଚିନ୍ତାର କାରଣ ହେବ । ସାମାଜିକ ସ୍ଥିତି ସୁଦୃଢ ହେବ । ବିଦେଶୀ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ।

କନ୍ୟା: ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖ ଦୂର ହେବ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାର ଲୋକଙ୍କ ସହ ଖୁସିରେ ଦିନ କଟିବ ।

ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ । ପିଲାମାନେ ତୁମ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ଆପଣଙ୍କ ମନ ପ୍ରଫୁଲିତ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟିକୁ ଉପଭୋଗ କରନ୍ତୁ ।

ବିଛା: ଆଜି ଚୁପଚାପ ରୁହନ୍ତୁ । ଚିନ୍ତିତ ରହିବେ। ବନ୍ଧୁମାନେ ଦୂରେଇ ଯିବେ । ଶରୀର ସୁସ୍ଥ ରହିବ ନାହିଁ । ଧନହାନୀ ଓ ମର୍ଯ୍ୟାଦା ହାନୀ ହୋଇ ପାରେ । ନିଜର ପଦବୀକୁ ରକ୍ଷା କରନ୍ତୁ । କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରିବା ପୂର୍ବରୁ ଭଲ କରି ଭାବନ୍ତୁ ।

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ସମୟ ଦେଇପାରନ୍ତି । ଭାଇ ଭଊଣୀଙ୍କ ସୁସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ଗହଣରେ ଦିନଟି କଟିବ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ । ଭ୍ରମଣର ଆନନ୍ଦ ଉପଭୋଗ କରି ଧନ୍ୟ ମନେ କରିବେ ।

ମକର: ଅର୍ଥ ଲଗାଣ କାରୀ ସଂସ୍ଥା ଦ୍ବୂାରା ପ୍ରଚୁର ଅର୍ଥ ମିଳିବ । କାହାର ଦେହ ଖରାପ ହେବା ନେଇ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ହୋଇ ପାରନ୍ତି । ପିଲାମାନଙ୍କୁ ପାଠପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । ସ୍ବାସ୍ଥ୍ୟ ଏକ ପ୍ରକାର ରହିବ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ବାରା ଏ ସବୁ ଠିକ କରିପାରିବେ । ଦୃଢତାର ସହ ଆଗକୁ ମାଡି ଯିବା ପାଇଁ ଦିନଟି ଭଲ ଅଟେ ।

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ବାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଉପହାର ମିଳିପାରେ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।

ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ଚିନ୍ତାରେ ପଡି ପାରନ୍ତି । ଧାର୍ମିକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜକୁ ଅଲଗା ରଖିବା ନିଷ୍ପତି କଷ୍ଟ ଦାୟକ ହେବ । ଛୋଟ ଫାଇଦାରେ ଅଧିକ ବ୍ୟୟ ହେବ । କଚେରୀ କାମ ଗୁଡିକ ସତର୍କତାର ସହ କରନ୍ତୁ । ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.