ETV Bharat / bharat

ସେପ୍ଟେମ୍ବର ୨୫ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର 25 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Sep 25, 2022, 12:03 AM IST

ମେଷ: ଆଜି ପାଇଁ ଆପଣଙ୍କ ଦିନ ଅନ୍ତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ। ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ ଭାଗ୍ୟ କଳ୍ପନା ଦୂନିଆଁରେ ଘୁରିବ ଏବଂ ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ । ଆଜି ଗ୍ରହ ମାନଙ୍କର ପ୍ରଭାବରୁ ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

ବୃଷ: ଆଜିର ଦିନ ଆପଣଙ୍କ ସାଧାରଣ ହୋଇପାରେ। ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି। ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ। ସ୍ଥାବର ସଂପତ୍ତି ସଂପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ। ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ। ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟକଳାପରେ ଆପଣ ସାମିଲ ହେବାର ସମ୍ଭାବନା ରହିଛି।

ମିଥୁନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ସକାଳଟି ବୃତ୍ତିଧାରୀଙ୍କ ପାଇଁ ଶୁଭଦାୟକ। ଆପଣଙ୍କ ଉଦ୍ୟମ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେସଙ୍ଗେ ପ୍ରତିଦ୍ୱନ୍ଦୀମାନେ ପରାଜିତ ହେବେ। ମଧ୍ୟାହ୍ନ ପର୍ଯ୍ୟନ୍ତ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ। ମଧ୍ୟାହ୍ନ ପରେ ସେମାନଙ୍କର କୁପ୍ରଭାବର ପରିକଳ୍ପନା କରାଯାଇ ନପାରେ। ନିଜର ଅପମାନତା ପରିବାରର ଜଣେ ସଦସ୍ୟଙ୍କୁ ଅପମାନିତ କରିପାରେ। ନିଜ ମାଆଙ୍କର ସ୍ୱାସ୍ଥ୍ୟଜନିତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ।

କର୍କଟ: ଏହି ଦିନ ଆପଣଙ୍କ ପାଇଁ ଅନେକ ଗଚ୍ଛିତ କରି ରଖିଛି। ବନ୍ଧୁମାନଙ୍କ ସହିତ ଆପଣ ଏକ ଆନନ୍ଦଦାୟକ ସମୟ ବିତାଇବେ । ଆପଣଙ୍କ ମିଠା ଭାଷା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରିଦେବ । ସନ୍ଧ୍ୟାରେ ଏକ ଅବକାଶ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ ।

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ମନଦେଇ କରନ୍ତୁ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱ ପୁର୍ଣ୍ଣ ରହିବ। ବିବାହିତ ଦମ୍ପତ୍ତିମାନେ ବିବାହିତ ଜୀବନର ଆନନ୍ଦ ନେବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି। ଜଗିରଖି ଖର୍ଚ୍ଚ କରନ୍ତୁ।

କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ରହିବେ। ଆପଣ ସହଜରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆ ହେଉଛି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ ନଚେତ୍‌ ଆପଣଙ୍କ ପ୍ରୀୟଜନମାନେ ଆପଣଙ୍କ ପ୍ରତି ନାରାଜ ହୋଇପାରନ୍ତି । ଆଜି ଆର୍ଥିକ ସମସ୍ୟା ଦେଖାଦେଇପାରେ। ସତର୍କ ରୁହନ୍ତୁ।

ତୁଳା: ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବା ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବା ଏକ ଭଲ ଚିନ୍ତାଧାରା ହେବ ନାହିଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଏକ ସମୟରେ ଆପନଙ୍କ ଉପରେ ଷ୍ଟ୍ରେସ୍‌ ବଢିଯିବ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ବାହାରକୁ ଭ୍ରମଣରେ ଯିବା ପାଇଁ ପରାମର୍ଶ ଦିଆଯାଉଛି।

ବିଛା: ଆଜି ନ ହେବା କାମ ମଧ୍ୟ ହୋଇଯିବ। ନୂଆ ପ୍ରକଳ୍ପ ଆସିବାର ଅଛି। ସମୟ ସୀମା ପୂରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ପ୍ରଶଂସାରେ ବୁଡି ରହିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୁପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ ।

ଧନୁ: ଆଜି ଦିନସାରା ଆପଣଙ୍କ ପାଇଁ କଷ୍ଟକର ରହିବ। ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ କରିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ। କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ। ତେ‌ଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇ ପାରନ୍ତି ।

ମକର: ଆକ୍ରମଣାତ୍ମକ ହେବା ଆପଣଙ୍କୁ କୌଣସି ମତେ ସାହାଯ୍ୟ କରିବ ନାହିଁ । ଲମ୍ୱା ଆଲୋଚନା କରନ୍ତୁ ନାହିଁ, ଶାନ୍ତ ରହନ୍ତୁ ଏବଂ ଯେତେବେଳେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ। ଆପଣଙ୍କର କୌଣସି ପ୍ରୀୟଜନ ଗୁରୁତର ରୋଗରେ ପିଡୀତ ହୋଇପାରନ୍ତି ।

କୁମ୍ଭ: ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ ଯାହାକୁ ଆପଣଙ୍କ ନିଯନ୍ତ୍ରଣ କରିବାରେ ଅସମର୍ଥ ହେବେ। ସମ୍ଭବତଃ ଲୋକମାନେ ପ୍ରତିବନ୍ଧକର ପାଚେରୀ ସ୍ୱରୁପ ଆପଣଙ୍କୁ କୁକର୍ମ କରିବାକୁ ପ୍ରବର୍ତ୍ତାଇ ପାରନ୍ତି। ଏହା ଆପଣଙ୍କ ପାରିବାରିକ ଜୀବନକୁ ବିପଦଗ୍ରସ୍ତ କରିପାରେ। ଆପଣ ନିଜେ ଅବିଚଳିତ ରହି ସେମାନଙ୍କ ଠାରୁ ୟଥାସମ୍ଭବ ଦୂରେଇ ରୁହନ୍ତୁ। ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ, ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ। ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ। ଧ୍ୟାନ ପ୍ରାର୍ଥନା କରିବାଦ୍ୱାରା ମାନସିକ ଅବସାଦ ହ୍ରାସ ପାଇବ।

ମୀନ: ସବୁଦିନ ପରି ଆଜି ଦିନଟିରେ ସେତେ ଶୁଭଫଳ ମିଳି ନପାରେ। ଆପଣ ସବୁବେଳେ ଉତ୍କଣ୍ଠିତ ରହିବା ସଙ୍ଗେସଙ୍ଗେ ଗଭୀର ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ହତୋତ୍ସାହିତ ହେବେ ଏବଂ କାରଣ ନଥାଇ କର୍ମ କରିବାରେ ବିଳମ୍ଵ ହେବ। ସହକର୍ମୀମାନେ ସେମାନଙ୍କର ସହୟୋଗର ହାତ ବଢାଇବେ ନାହିଁ, ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହୋୟୋଗ କରିବେ ନାହିଁ। ତେଣୁ ଧର୍ଯ୍ୟର ସହିତ ଏହାର ସମାଧାନ କରନ୍ତୁ। ଆଇନ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ପାଇଁ ଆଜି ଦିନଟି ଶୁଭ ନୁହେଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.