ETV Bharat / bharat

୨୫ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jan 25, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୨୫ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ୨୫ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୨୫ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିବ । ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । କୌଣସି କାରଣରୁ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁଙ୍କ ସହ କଥା ହୋଇପାରନ୍ତି । ମାଟିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

ବୃଷ: ଆଜି କୌଣସି ଅସୁବିଧାରେ ପଡିପାରନ୍ତି । କଠିନ ପରିଶ୍ରମ ପରେବି ଫଳ ମିଳିବ ନାହିଁ । ଧୈର୍ଯ୍ୟହରା ନ ହୋଇ ଶାନ୍ତ ରୁହନ୍ତୁ । ଗାଇକୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ । ମୁଣ୍ଡରେ ତିଲକ ଲଗାଇଲେ ଶୁଭଫଳ ପ୍ରାପ୍ତି ହେବ ।

ମିଥୁନ: ମହିଳାଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ନିଜ ଉପରେ ଧ୍ୟାନ ନଦେଇ ପରିବାର ଉପରେ ଧ୍ୟାନ ଦିଅନ୍ତୁ । ସନ୍ତାନର ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଆଜି ପେଟ ରୋଗ ସମସ୍ୟା ଦେଖାଦେଇପାରେ । କିଛି ମିଠା ଖାଦ୍ୟ ଖାଆନ୍ତୁ । ଭ୍ରମଣକୁ ବାରଣ କରନ୍ତୁ । କମଳା ରଙ୍କର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

କର୍କଟ : ଆଜିର ଦିନରେ ଚିନ୍ତିତ ରହିବେ । ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ । ଏହିଭଳି ଭାବନା ଯୋଗୁଁ ମନରେ ନିରାଶ ଜାତ ହେବ । କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରିବେ । ପରିସ୍ଥିତିକୁ ଭଲଭାବେ ମୁକବିଲା କରିବାକୁ ଧୈର୍ଯ୍ୟ ରଖନ୍ତୁ । ଛୋଟ ପିଲାଙ୍କୁ ମିଷ୍ଠାନ ବଣ୍ଟନ କରନ୍ତୁ । ଏହା ଦ୍ବାରା ସମସ୍ୟା ଦୂର ହୋଇପାରେ ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ, ପାରିବାରିକ ସମସ୍ୟା ଦୂର ହୋଇପାରେ । ସାହାଯ୍ୟ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଭ୍ରମଣ ସମୟରେ ଧ୍ୟାନ ରଖନ୍ତୁ କେହି ଯେମିତି ଆପଣଙ୍କ ଠାରୁ ଦୂରେଇ ନଯାଆନ୍ତି । ସମସ୍ତଙ୍କ ସହ ସମ୍ପର୍କ ମଜବୁତ ହେବ । ବିବାହ ନେଇ ଖବର ଆସିପାରେ । ମହିଳା ମାନେ ଆଜି ପରିଶ୍ରମୀ ହେବେ । ନାଲି ରଙ୍ଗର ଫୁଲ ଭଗବାନଙ୍କ ନିକଟରେ ଅର୍ପଣ କରନ୍ତୁ ।

କନ୍ୟା : ଆଜିର ସାରାଂଶ ହେଉଛି ''ମିଠା ଏବଂ ମିଠାଭରା'' । ତେଣୁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଆପଣ ଅନ୍ୟଲୋକଙ୍କ ଅପେକ୍ଷା ଅଧିକ ମିଠା । ଯାହା ସବୁ ମିଠା, ଆପଣଙ୍କ ଆଜିର କାର୍ଯ୍ୟସାରଣୀରେ ଅଛି । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ ଯେତେବେଳେ ଆପଣ ଲୋକମାନଙ୍କ ପ୍ରଶଂସା ପାଇବେ । ନ୍ୟସ୍ତ କରାଯାଇଥିବା କାମ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ।

ତୁଳା : କର୍ମକ୍ଷେତ୍ରରେ ସହନଶୀଳ ହେବେ । କ୍ଷମତାରେ ଥିବା କେହି ଜଣେ ଥଟ୍ଟାମଜା କରିବେ । ମନୋବଳ ଦୃଢ ହେତୁ ଅସୁବିଧାରୁ ମୁକୁଳିବେ । ସହଜରେ ସମସ୍ତ ସମସ୍ୟାର ସମାଧାନ କରିବେ, ଭ୍ରମଣର ସୁଯୋଗ ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଯାନବାହନ କିଣିପାରନ୍ତି ।

ବିଛା : କାହାସହ କଥାବାର୍ତ୍ତା ସମୟରେ ସତର୍କ ରୁହନ୍ତୁ । ଦେଖି ଚାହିଁ ମତ ଦିଅନ୍ତୁ । ସାଧାରଣ ଅସୁସ୍ଥତା ହେତୁ ଦିନଟି ଭଲରେ କଟିବ ନାହିଁ । ଡ୍ରାଇଭିଂ ସମୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି ତେବେ ଆଜି କରନ୍ତୁ ନାହିଁ । ପାରାକୁ ରୁଟି ଖାଇବାକୁ ଦିଅନ୍ତୁ ।

ଧନୁ : ଯେଉଁମାନେ ଘର ଛାଡି ବାହାରେ ରହୁଛନ୍ତି ଗାଁ କଥା ମନେ ପକାଇବେ । ଅତୀତକୁ ମନେ ପକାଇ ଯନ୍ତ୍ରଣା ପାଇବେ । ସାଙ୍ଗସାଥୀଙ୍କ ସହ ସମୟ ବିତାଇବେ । ଜୀବନସାଥୀଙ୍କୁ ମନ କଥା କହିବେ । ମନ୍ଦିର ଯାଆନ୍ତୁ ଶୁଭଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ।

ମକର : ଆଜି କାର୍ଯ୍ୟରେ ପ୍ରଶଂସା ମିଳିବ ଓ ଅନ୍ୟ ଦିନମାନଙ୍କ ପରି ସହକର୍ମୀମାନେ ଈର୍ଷା କରିବେ ନାହିଁ । ସାଙ୍ଗଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିବ । ଚାକିରୀ ପରିଵର୍ତ୍ତନ ପାଇଁ ଇଚ୍ଛୁକ ଵ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ । କେହି ଉପହାର ଦେଇପାରନ୍ତି ।

କୁମ୍ଭ : ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହେବେ । ରାଗରେ ରହିଲେ ମଧ୍ୟ ନିଜେ ନିଜକୁ ଶାନ୍ତ କରିବେ । ଖର୍ଚ୍ଚାନ୍ତ ହେବେ, ଉପହାର ମଧ୍ୟ ପ୍ରାପ୍ତ ହେବ । ଜୀବନସାଥୀଙ୍କ ସହ ଭାବପୂର୍ଣ୍ଣ ସମୟ ବିତାଇବେ । ଚୋରି ଏବଂ ଅନ୍ୟ ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ । ନିରାଶ ମନୋଭାବକୁ ଦୁରରେ ରଖନ୍ତୁ ଏବଂ ଭାଷା ଉପରେ ଧ୍ୟାନ ରଖନ୍ତୁ ।

ମୀନ : କର୍ମକ୍ଷେତ୍ରରେ ଅଧିକ ସକ୍ରିୟ ମନୋଭାବ ରହିବ । ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ । କର୍ମସ୍ଥଳରେ କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସଠିକତା ଆଣିବାରେ ସାହାଯ୍ୟ କରନ୍ତୁ । ବ୍ୟକ୍ତିତ୍ବକୁ ନେଇ ପ୍ରଶଂସିତ ହେବେ । ଧନପ୍ରାପ୍ତି ହେବ । ଶୁଭରଙ୍ଗ ସବୁଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.