ETV Bharat / bharat

Horoscope: ଡିସେମ୍ବର 25 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
ଡିସେମ୍ବର 25 ରାଶିଫଳ
author img

By

Published : Dec 25, 2022, 6:34 AM IST

ମେଷ: ଆପଣଙ୍କ ଆଜି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିବେ । ଯେପରି ଘର ସଜେଇବାରେ ଅଧିକ ସମୟ ଅତିବାହିତ କରିବେ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ, ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି ମଧ୍ୟ କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂରେଇ ରୁହ । ଯଦି ଏହା ନକର ତେବେ ଦୁଃଖ କଷ୍ଟ ପାଇବ । ଏକ ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହି ଦିନଟି ତୁମ ସପକ୍ଷରେ ନୁହଁ । ଅଧିକ ରାଗିଯିବା ଭଲ ନୁହେଁ, ଏହା ତୁମ ଚାରିପାଖେ ଥିବା ଲୋକମାନଙ୍କ ସହ ବାଧା ଉପୁଜାଇ ପାରେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖ । ପୁରାପୁରି ଭାବରେ ଏକ ଭଲ ଦିନ ନୁହେଁ, ତଥାପି ଧ୍ୟାନ ବା ଯୋଗ ତୁମର ଚିନ୍ତା ଦୂର କରିବ ।

କର୍କଟ: ଏକ ସୁନ୍ଦର ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି । ହସ ଖୁସିରେ ଦିନଟି ଭରି ରହିଛି ବୋଲି ଜାତକରୁ ଜଣାପଡୁଛି । ଶାରୀରିକ ସ୍ଥରରେ ସୁସ୍ଥ ରହିବ । ଏବଂ ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଅ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଅ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଏହାଠୁ ଭଲଦିନ ଆଉ ନାହିଁ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରଶଂସା ଭାଜନ ହେବ ।

ସିଂହ: ବ୍ୟସ୍ତତା ଆପଣଙ୍କୁ ଆଜି ଅସୁବିଧାରେ ପକାଇପାରେ । ଦ୍ୱନ୍ଦ ଏବଂ ଦୁଃଖ ଆପଣଙ୍କୁ ଗୋଡେଇ ଧରିବ, ଯାହାଦ୍ୱାରା ଆପଣ ଅସ୍ଥିର ରହିବେ । କିଛି କାରଣବଶତଃ, ଆପଣ କାର୍ଯ୍ୟ କରିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ ପେଶାରେ ଆପଣ ସହକର୍ମୀଙ୍କଠାରୁ କମ୍‌ ସାହାଯ୍ୟ ସହଯୋଗ ପାଇବେ। ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ସନ୍ତାନ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍‌ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୂରେଇ ରହିବାକୁ ପରାମର୍ଶ ।

ତୁଳା: ଆଜି ଦିନଟିରେ ଆପଣ ଦାୟିତ୍ୱହୀନତା ଏବଂ ବ୍ୟସ୍ତତା ଅନୁଭବ କରିବେ । ଆପଣ ଆପଣଙ୍କ ମାଆଙ୍କ ବିଷୟରେ ବ୍ୟସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ କାଗଜ ପତ୍ରରେ କଥାବାର୍ତ୍ତା କରିବାବେଳେ ସତର୍କ ରୁହନ୍ତୁ । ଯଦି ସମ୍ଭବ କେଉଁଆଡେ ଯାତ୍ରା କରନ୍ତୁ ନାହିଁ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ ।

ବିଛା: ଆଜି ଦିନଟି ଖୁସିରେ କଟିବ । ଆପଣଙ୍କ ବନ୍ଧୁଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ଆନ୍ତରିକ ଭାବରେ ଚେଷ୍ଟା କରିବେ ମାତ୍ର ଅସଫଳ ରହିବେ । ଆପଣ ଅନୁଷ୍ଠାନ ଭିତରକୁ ପ୍ରବେଶ କରିବା କ୍ଷଣି ଏହା ଆପଣଙ୍କୁ ଲାଭ ଉପକରଣ ଯୋଗାଇବ କିମ୍ବା ସେମାନଙ୍କ ସହ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ।

ଧନୁ: ଆଜି ଦିନରେ ଆଜି ଆପଣ ଦ୍ୱନ୍ଦପୂର୍ଣ୍ଣ ରହିବେ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ନିୟମିତ କାର୍ଯ୍ୟ କରିବାରେ ଆପଣ ସଂପୂର୍ଣ୍ଣ ଭାବରେ ଅକ୍ଷମ ରହିବେ । ଆପଣ ଚିନ୍ତିତ ଅନୁଭବ କରିପାରନ୍ତି । ଆଜି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ବିରତି ନିଅନ୍ତୁ । ଆପଣ କେବଳ ପେଶା ଏବଂ ଘରୋଇ କାମରେ ମଜ୍ଜି ରହିବେ ।

ମକର: ଆପଣ ପ୍ରାର୍ଥନା ସହ ଦିନଟିକୁ ଆରମ୍ଭ କରନ୍ତୁ ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜି ଆପଣ ଧର୍ମାର୍ଥ କାର୍ଯ୍ୟକଳାପରେ ସମୟ ବିତାଇବେ । ଆପଣଙ୍କ ପରିବାରର ପରିବେଶ ଅନୁକୂଳ ରହିବ । ଆପଣଙ୍କ ସାଙ୍ଗ ଏବଂ ପ୍ରିୟଜନମାନଙ୍କଠାରୁ କିଛି ଉପହାର ପାଇବାର ଆଶା ଅଛି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବହୁଳ ଭାବରେ ଚହଳ ପକାଇବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି ।

କୁମ୍ଭ: ଆଜି ଆପଣ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅର୍ଥଲଗାଣ କ୍ଷେତ୍ରରେ ସର୍ତକତା ଅବଲମ୍ୱନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ଘଟିପାରେ । ବ୍ୟକ୍ତିଗତ କ୍ଷତିକୁ ଭରଣ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ଉତ୍ତେଜିତ ମନକୁ ଆୟତ୍ତରେ ରଖନ୍ତୁ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ।

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲାଙ୍କ ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସାଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ବ୍ୟବସାୟ ଦୃଷ୍ଟିରୁ, ଆର୍ଥିକ ଲାଭ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.