ETV Bharat / bharat

୨୪ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ପ୍ରତିକାର

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

୨୪ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 24, 2021, 12:00 AM IST

ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କ ଠାରୁ କିଛି ଅର୍ଥ ମିଳିପାରେ । କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରିପାରନ୍ତି । ଘରର ପରିବେଶ ମଧ୍ୟମ ଧରଣର ରହିବ । ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ। ଆପଣ କାର୍ଯ୍ୟବ୍ୟସ୍ତତାର ଚାପ ନେଇ ଅସନ୍ତୁଷ୍ଟ ରହିପାରନ୍ତି । ମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ବାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।

ମିଥୁନ: ଆଜି କିଛି ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ବନ କରିବାକୁ ପଡିବ । ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ଏଥିରୁ ମୁକ୍ତି ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ। ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରନ୍ତୁ ।

କର୍କଟ : ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କାଟିପାରନ୍ତି । ମନୋରଞନ କାର୍ଯ୍ୟରେ ମନୋନିବେଶ କଲେ ଭଲ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ ।

ସିଂହ: ଦିନଟି ଅଶାନ୍ତିରେ କଟିବ । ଦୁଃଖ ଦୁର୍ଦ୍ଦଶା ଭୋଗିବାଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ। କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।

କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜିରେ ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ନେଇ ହତୋତ୍ସାହିତ ହୋଇପାରନ୍ତି। ମାନସିକ ଅଶାନ୍ତିରେ ଦିନଟି ଅତିବାହିତ ହେବ । କୌଣସି ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।

ତୁଳା: ଆଜି ଦିନଟିରେ ଶାନ୍ତି ଅନୁଭବ କରିବେ। ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ଗୃହ ପରିବେଶ ଦୋଳାୟମାନ ସ୍ଥିତିରେ ରହିବ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦ ଉଲ୍ଲାସର ଦିନ ରହିବ । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ । ନିଜର ଚେଷ୍ଟା ବଳରେ ନିଜର ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଏହା ଦ୍ବାରା ଆପଣଙ୍କର ଲାଭ ହେବ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଦୂର ଯାତ୍ରା କରିପାରନ୍ତି ।

ଧନୁ: ଆଜି ଦିନଟିରେ ଆପଣ ବ୍ୟସ୍ତ ରହିପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ସ୍ମୃତିଯୁକ୍ତ ହୋଇପାରେ। ଆପଣ ନିଜର କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିବାରେ ଅସମର୍ଥ ହୋଇପାରନ୍ତି । ତେଣୁ ଅସନ୍ତୁଷ୍ଟ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ବପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଘରକାର୍ଯ୍ୟରେ ନିଜକୁ ଦିନ ସାରା ଲିପ୍ତ ରଖିବେ ।

ମକର: ଦିନଟି ଶୁଭରେ କଟିବ । ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ। ପାରିବାରିକ ଜୀବନ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ । ସମୟ ଅନୁକୂଳ ଥିବାରୁ ଆପଣ ନିଜର କର୍ମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

କୁମ୍ଭ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଏବଂ କ୍ଲାନ୍ତ ଅନୁଭବ କରିବେ । ଏହା ପରିବାର ଭିତରେ ଦ୍ବନ୍ଦ କଳହ ସୃଷ୍ଟି କରିପାରେ ଯାହାକି ବାକ୍‌ଯୁଦ୍ଧର ରୂପ ନେଇପାରେ । ଯାହା ଫଳରେ ଆପଣ ହଇରାଣ ଏବଂ ବିରକ୍ତି ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ, ଏବଂ କଥା ଉପରେ ନଜର ରଖନ୍ତୁ ।

ମୀନ: ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ହେବାର ସୂଚନା ମିଳୁଛି । ଆପଣଙ୍କ ସନ୍ତାନଙ୍କ ସମ୍ପର୍କିତ ଖୁସି ଖବର ପାଇବେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ । ବୃତ୍ତିଗତ ଜୀବନରେ ଅର୍ଥଲାଭର ଶୁଭ ସୂଚନା ଅଛି । ଆପଣ ପରିଭ୍ରମଣରେ ଯାଇ ଆନନ୍ଦ ଲାଭ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.