ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Jan 23, 2023, 6:31 PM IST

Updated : Jan 24, 2023, 5:57 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଆଜି ଏକ ବଢିଆ ଦିନ ଅଟେ । ଜାତକରେ ଦେଖାଯାଉଛି ଆଜି ବନ୍ଧୁମାନଙ୍କ ସହ ଅନେକ ସାମଜିକ କାର୍ଯ୍ୟରେ ମନୋନିବେଶ କରିବେ । ତେଣୁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ । ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ । ସାଙ୍ଗସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଅତି ଭଲ ରହିବ ଏବଂ ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବା ପାଇଁ ଇଛା ସୃଷ୍ଟି କରିପାରିବ । ଯଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ । ଏକ ଆଶା ନଥିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି । ନକ୍ଷତ୍ରମାନଙ୍କର ଏହି ଚମତ୍କାର ସଂଯୋଗ ଆପଣଙ୍କ ଆନନ୍ଦର କାରଣ ହେବ । ଆପଣଙ୍କ ପିଲାମାନେ ମଧ୍ୟ ଅନେକ ସାହାଯ୍ୟ କରିବେ ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦିନ ଅଟେ । ଆପଣ ସମସ୍ତ କାର୍ଯ୍ୟ ସ୍ୱଳ୍ପ ଚେଷ୍ଟାରେ ସମାପନ କରିପାରିବେ । ତେଣୁ ଯଦି ଚାହୁଁଛନ୍ତି ତେବେ ନୂତନ କାମରେ ଲାଗିପଡନ୍ତୁ । ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ପାଇବାକୁ ଗ୍ରହମାନେ ସହାୟ ହେବେ । ବିବାହିତମାନେ ଜାଣିପାରିବେ ଏବଂ ବୁଝି ପାରିବେ ଯେ, ଏହିଭଳି ଦିନରେ ସେମାନଙ୍କ ସୁଖର ସ୍ୱପ୍ନ କେତେ ମିଠା ଓ ସୁନ୍ଦର ଅଟେ । ଶେଷରେ ତୁମେ ପ୍ରତିଷ୍ଠା ଅର୍ଜନ କରିବ ।

ମିଥୁନ: ଆଜିର ଦିନଟି ଆପଣ ଭୁଲି ଯିବାକୁ ଚାହିଁବେ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା କରି ଏପରି କିଛି କରନ୍ତୁ ଯାହା ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ। କାର୍ଯ୍ୟସ୍ଥଳରେ ମଧ୍ୟ ଚିଡ଼ିଚିଡ଼ା ସ୍ୱଭାବ ରହିବ କାରଣ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ଏପରିକି ଆପଣଙ୍କ ସାଙ୍ଗ ତଥା ଉଚ୍ଚ କର୍ତ୍ତୃର୍ପକ୍ଷ ଆପଣଙ୍କ ଉପରେ ଗାଳିବର୍ଷଣ କରିବେ । ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ ଅଟେ । ଆପଣଙ୍କ ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବେ ନାହିଁ ।

କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷା କରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଢିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।

ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ପ୍ରଶାନ୍ତି ଦୁଇଟି ଯାକ ଶବ୍ଦ ଆଜି ଆପଣଙ୍କ ପାଇଁ ଚାବିକାଠି ପରି କାମ ଦେଇପାରେ । ମୂଲ୍ୟହୀନ ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ। ବିଚାରାଳାୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନପାରେ ।

କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାରମାନଙ୍କ ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ । ଖର୍ଚ୍ଚର ପରିମାଣକୁ କମାଇବାକୁ ଇଚ୍ଛା କରିବ ଖର୍ଚ୍ଚ ବହୁଗୁଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେଇପାରେ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତାଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ । ସାମାଜିକ ଜୀବନ ଏବଂ ମେଧା ଧର୍ମୋପଦେଶ ଦେବା ଆପଣଙ୍କ ବିପକ୍ଷରେ ଯାଇପାରେ । ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି ।

ବିଛା: ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡ଼ିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରିବାର ମନ୍ତ୍ର ଜପିପାରନ୍ତି । ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି । ଏଇ ସମୟରେ ଆପଣଙ୍କର ବନ୍ଧୁବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ନିଜକୁ ଜଗନ୍ତୁ ମିତବ୍ୟୟୀ ହୁଅନ୍ତୁ । ଆଇନ ସମ୍ପର୍କିତ କୌଣସି କାଗଜପତ୍ରଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ । ଆଜି ଦିନଟି ସୁଖ ଦୁଃଖରେ ମିଶ୍ରିତ ଦିନ ଅଟେ ।

ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଦିନଟିର ପ୍ରାରମ୍ଭରୁ ଭାଗ୍ୟ ଆପଣଙ୍କ ପାଖେ ପାଖେ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ଆଧ୍ୟାତ୍ମିକ ଆଲୋଚନା ଏବଂ ଜୀବାତ୍ମା ଓ ପରତ୍ମାର ମିଳନ ସଂକ୍ରାନ୍ତ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହେବେ । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।

ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହୀନ ବ୍ୟବହାର ପ୍ରତି ସତର୍କ ନରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ। ମଧୁର କୋମଳ ବଚନ ସବୁ କିଛି ସମସ୍ୟାର ସମାଧାନ ସହଜରେ କୁଶଳତା ସହ ହୋଇପାରେ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ନ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ । ତେଣୁ ହଡବଡେଇ ଯାଆନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ସେମାନଙ୍କର ଅତ୍ୟଧିକ ମନୋପଯୋଗୀ ହେବା ବିଧେୟ ଅଟେ ।

କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି । ଆଜିର ଏହି ଅତୁଳନୀୟ ଦିନଟିକୁ ଯେତେ ସମ୍ଭବ ଉପଭୋଗ କରାଯାଇପାରେ । ଆଧ୍ୟାତ୍ମିକ ଭାବଧାରାରେ ପାଇଁ ଉଦଭୁଦ ହୋଇପାରନ୍ତି ଏବଂ ଭାବପ୍ରବଣ ହୋଇପାରନ୍ତି ।

ମୀନ: ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ । ଏହା ଆପଣଙ୍କର ସହଜାତ ପ୍ରକୃତି ନୁହେଁ ଯାହାକି ଜୀବନର ଅତ୍ୟାବଶ୍ୟକ ଉପାଦାନ ଅଟେ । ଏହି କଥା ଅନୁସାରେ ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ରୁହନ୍ତୁ । ନୂଆକରି ପୁଞ୍ଜି ଲଗାଣରୁ ନିବୃତ୍ତ ହୁଅନ୍ତୁ । ଆପଣଙ୍କ ହାତରୁ ଟଙ୍କା ଖସିଯାଇପାରେ, ତେଣୁ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖନ୍ତୁ ଏବଂ ଉନ୍ମାଦ ଲିପ୍‌ସାକୁ ପରିତ୍ୟାଗ କରନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନଥିବାରୁ କୌଣସି କାର୍ଯ୍ୟରେ ମନଧ୍ୟାନ ଦେଇପାରିବେ ନାହିଁ । ନିଜ ପ୍ରିୟଜନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଏହା ଆପଣଙ୍କ ମନକୁ ପ୍ରଶମିତ କରିବ ।

Last Updated : Jan 24, 2023, 5:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.