ETV Bharat / bharat

23 ଅକ୍ଟୋବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - 23 ଅକ୍ଟୋବର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

23  ଅକ୍ଟୋବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Oct 23, 2021, 12:00 AM IST

Updated : Oct 23, 2021, 6:01 AM IST

ମେଷ: ଦିନଟି ମଧ୍ୟମ ଧରଣର ଯିବାର ଆଶା ରହିଛି । ଆଜି ସାମାନ୍ୟ ମାନ୍ଦାଳିଆ ଅନୁଭବ କରିପାରନ୍ତି । ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ । ଆଜି ଦ୍ବନ୍ଦରେ ପଡିପାରନ୍ତି । ଏଥିପ୍ରତି ନଜର ରଖନ୍ତୁ । କିନ୍ତୁ ଗୋଟିଏ ସୀମା ପର୍ଯ୍ୟନ୍ତ ବ୍ୟଥିତ ହେବେ । ଆର୍ଥିକ ସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ରହିଛି । ପ୍ରତିକୂଳ ଭାବନା ଠାରୁ ଦୂରେଇ ରହିଲେ ଭଲ ।

ବୃଷ: ଆଜି ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ଏହା ସକାଳର ଯୋଗ କ୍ଲାସ୍‌ କିମ୍ବା ନୂଆ ଖାଦ୍ୟାଭ୍ୟାସ ଯୋଗୁଁ ହୋଇପାରେ । ଯଦିଓ ଏଥିପାଇଁ କୌଣସି କାରଣ ଖୋଜିବାର ଆବଶ୍ୟକ ନାହିଁ, କେବଳ ଫଳାଫଳର ମଜା ନିଅନ୍ତୁ । ସୁସ୍ଥ, ତତ୍ପର, ଖୁସି ଅନୁଭବ କରିବେ । ଏହି ପ୍ରକାର ଆନନ୍ଦ ସଠିକ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦେବ ।

ମିଥୁନ: ନିଜ ପ୍ରିୟଜନଙ୍କ ସହ କିମ୍ବା ପୁତ୍ର ସହ ଯୁକ୍ତିତର୍କ କରିପାରନ୍ତି । ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି । ଯାହାର କାରଣ କେବଳ ଆପଣଙ୍କୁ ହିଁ ଜଣାଥିବ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍‌ ଅପମାନିତ ହୋଇପାରନ୍ତି । ପ୍ରିୟଜନକୁ ଆଘାତ କରିପାରନ୍ତି ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।

କର୍କଟ: ଆୟ ମାର୍ଗରେ ବୃଦ୍ଧି ଆସିପାରେ । ଦିନଟି ଖୁସିରେ କଟିବ । ଏହି ଖୁସି ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲି ଆକାରରେ ହୋଇପାରେ କିମ୍ବା ଏହା ଯୁକ୍ତ ବ୍ୟବସାୟ ଏବଂ ଆନନ୍ଦ ଆକାରରେ ହୋଇପାରେ । ସମ୍ପର୍କୀୟଙ୍କ ସହ ସାକ୍ଷାତକାର ପାଇଁ ଏହା ଏକ ଭଲ ଦିନ ।

ସିଂହ: ଆପଣ ଜଣେ ଅତି ଉତ୍ତମ ବ୍ୟକ୍ତି । ଏହା ଉପରେ ବିଶ୍ବାସ କରନ୍ତୁ । ଆଜି ଅନ୍ୟମାନଙ୍କ ସହ କଥାବାର୍ତ୍ତା ଶୈଳୀ ଏହା ଦର୍ଶାଇ ଦେବ । ସବୁଠାରେ ସିଂହ ଭାବରେ ଛିଡା ହୁଅନ୍ତି । କେବେହେଲେ ଆତ୍ମବିଶ୍ବାସ ହରାନ୍ତୁ ନାହିଁ । କିନ୍ତୁ ଆଜି ଆତ୍ମବିଶ୍ବାସ ବାସ୍ତବରେ ଆଶାତୀତ ହେବ । ମୋଟ ଉପରେ କହିବାକୁ ହେଲେ ସମ୍ପୂର୍ଣ୍ଣ ଇଚ୍ଛା ଶକ୍ତି ଜ୍ଞାନ ଭଣ୍ଡାର ସହ ଯୋଡି ହେବ ।

କନ୍ୟା: ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା ପାଇଁ ଦିନଟି ଭଲ ସମୟ । ଏହାକୁ ଅନେକ ଦିନ ହେଲାଣି ଖୋଜୁଥିଲେ । ନିଜ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଏହା ମଜାଦାୟକ ହେବ । ମହିଳା ବନ୍ଧୁ ଏବଂ ସଂପର୍କୀୟମାନଙ୍କ ଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।

ତୁଳା: ଅନ୍ୟମାନଙ୍କ ସହ କାଥାବାର୍ତ୍ତା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କଥାଗୁଡିକ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତାଯୁକ୍ତ ହୋଇପାରନ୍ତି, ଯାହାକି ବିରକ୍ତି ପ୍ରକାଶ କରାଇବ । ସେହି ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ । ଏଥିସହ ବିପ୍ଲବାତ୍ମକ ଭାବନା ଠାରୁ ଦୂରରେ ରୁହନ୍ତୁ , ଯାହାକୁ ଲୁଚାଇ ରଖିଛନ୍ତି ।

ବିଛା: ନିଜର ଦୁର୍ବଳତାକୁ ଦୂରକୁ ଫିଙ୍ଗି ଦିଅନ୍ତୁ । ଦିନେ କିମ୍ବା ଦୁଇ ଦିନ ପାଇଁ ନିୟମିତ କାମକୁ ଛାଡି ଦେବାକୁ ପରାମର୍ଶ ଅଛି । ଖୁସି ଆନନ୍ଦରେ ବିହ୍ବଳ ହୋଇଯାଆନ୍ତୁ । ଦିନଟି ଅତ୍ୟନ୍ତ ଭଲ । ଆଗକୁ ବଢନ୍ତୁ ଏବଂ ମଜା ନିଅନ୍ତୁ । ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରନ୍ତୁ କିମ୍ବା ମ୍ୟୁଜିଅମ୍‌ ବୁଲି ଯାଆନ୍ତୁ । ନଚେତ୍ କଫି ପିଇ ପିଇ ବନ୍ଧୁଙ୍କ ସହ ଚାଟ୍‌ରେ କଥାବାର୍ତ୍ତା ହୁଅନ୍ତୁ ।

ଧନୁ: ଦିନଟି ଆନନ୍ଦମୟ ହେବ । ନିଜ ସହ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ଅନୁଭବ କରିପାରନ୍ତି । ସାଧାରଣ ଭାବେ ରହି ମିଳୁଥିବା ସମସ୍ତ ପ୍ରକାର ଖୁସିକୁ ଏକାଠି କରନ୍ତୁ । ପାରିବାରିକ ବିଷୟ ପାଇଁ ଏହା ଗୋଟିଏ ଉତ୍ତମ ଦିନ । ଘରର ବାତାବରଣ ଆନନ୍ଦମୟ ରହିବ । ଯାହାକି ଅଧିକ ଖୁସି ଦେବ ।

ମକର: ତାରକାମାନେ ଠିକ୍‌ ସ୍ଥାନରେ ନଥିବା ହେତୁ ବ୍ୟଥିତ ରହୁଛନ୍ତି । ଏହା ବିଭିନ୍ନ କାରଣରୁ ହୋଇପାରେ । ବ୍ୟଥିତ କରୁଥିବା କାରଣ ପ୍ରତି ଅସଚେତନ ହୋଇପାରନ୍ତି । ମାନସିକ ସ୍ତରରେ ଅସ୍ଥିରତା ଦେଖାଦେଇପାରେ । ଏହା ସିଦ୍ଧାନ୍ତ ନେବା କ୍ଷମତାକୁ ଦୁର୍ବଳ କରିଦେବ । ଘର କିମ୍ବା ଅଫିସ୍‌ରେ କିଛି ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।

କୁମ୍ଭ: ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଅଶାନ୍ତି ଏବଂ ମନର ସ୍ବଚ୍ଛତାର ଅଭାବ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍‌ ସମୟରେ ଶେଷ ହୋଇଯାଇପାରେ । ଫଳରେ ସାଙ୍ଗମାନଙ୍କ ଠାରୁ ସମ୍ନାନ ପାଇବେ ।

ମୀନ: କୌଣସି ପ୍ରକାର ସାମୂହିକ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ଅତି ଉତ୍ତମ । କଳ୍ପନା ଶକ୍ତି ସବୁଠାରୁ ଉପରେ ଏବଂ ଆଲୋଚନା ପ୍ରତି ଆପଣଙ୍କର ପ୍ରଭାବଶୀଳ ଅବଦାନ ଅଛି । ବର୍ତ୍ତମାନ ପାଖରେ ଥିବା ଆକର୍ଷଣୀୟ ଭାବନା ଭିତରୁ ସୃଜନଶୀଳ ଭାବନା ଅଧିକ ଲାଭପ୍ରଦ ହେବ । କାମରେ ଚମକତା, ସ୍ଥିରତା ଏବଂ ଆତ୍ମବିଶ୍ବାସ ଆଗକୁ ବାଟ କଢାଇବ ।

Last Updated : Oct 23, 2021, 6:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.