ETV Bharat / bharat

ସୃଜନଶୀଳ ଗୁଣ ଏକ ପରୀକ୍ଷା ହେବ, ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope
author img

By ETV Bharat Odisha Team

Published : Nov 22, 2023, 12:05 AM IST

ମେଷ: ଆଶା କରିନଥିବା କିଛି ଘଟଣା ଘଟିପାରେ। ଯାହା ବି ସବୁ ହେଉଛି ଯଦିଓ ଆପଣ ବୁଝି ପାରୁନାହାନ୍ତି ତେବେ ଚାପଯୁକ୍ତ କାମଗୁଡିକରୁ ଦୂରରେ ରୁହନ୍ତୁ। କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ। ଚାକଚକ୍ୟକୁ ଗ୍ରହଣ କରନ୍ତୁ କାରଣ ଆଜି କିଛି ଗୀତ ନାଚ ଆପଣଙ୍କର ହୋଇପାରେ ।

ବୃଷ: ଆଜି ସମସ୍ତ ଭଲ ଜିନିଷରେ ଭରା ରହିବ। ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସମସ୍ତ ବ୍ୟସ୍ତତା ପଛରେ ଛାଡି ଦିଅନ୍ତୁ। ଆରାମରେ ନିଃଶ୍ୱାସ ନିଅନ୍ତୁ । ଆଜି ପ୍ରଫୁଲ୍ଲ ହୁଅନ୍ତୁ । ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ । କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

ମିଥୁନ: ଆଜି ଆପଣଙ୍କ ପାଇଁ ମିଶା ମିଶିର ଦିନ ରହିବ । ଆପଣଙ୍କ ପାଇଁ ଭଲ ଖବର ଏବଂ ଖରାପ ଖବର ମଧ୍ୟ ଆଣିବ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ। ପିଲାମାନେ ବ୍ୟସ୍ତତାର ମୁଖ୍ୟ କାରଣ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ନ ରହିପାରେ ଏବଂ ଟଙ୍କା ଖର୍ଚ୍ଚ ହେବ । ଅବଶ୍ୟ ସନ୍ଧ୍ୟାବେଳେ ପରିସ୍ଥିତିରେ ଉନ୍ନତି ହେବ ଯେହେତୁ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି ।

କର୍କଟ: ଦିନର ପ୍ରଥମ ଭାଗ ଆପଣଙ୍କ ଉପରେ ପ୍ରଭାବ ସଂପୁର୍ଣ୍ଣ ପ୍ରତିକୂଳ ରହିବ । ଭଗବାନଙ୍କ ନାମ ଉଚ୍ଚାରଣ କରିବା ଏବଂ ଧ୍ୟାନ କରିବା ଦ୍ୱାରା ହିଁ ଆପଣ ସେହି ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ । ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି ।

ସିଂହ: ଆଜି ଆପଣ ଅନେକ ଆମୋଦପ୍ରମୋଦର ସାଧନ ଖୋଜୁଛନ୍ତି । ସାଙ୍ଗମାନେ ଆପଣଙ୍କ ସହିତ ମୁଭି କିମ୍ୱା ଡ୍ରାଇଭିଙ୍ଗଂରେ ଯିବାରେ ଖୁସିରୁ ବି ଅଧିକ ଅନୁଭବ କରିବେ । ଏହି ବିଷୟରେ ଦ୍ୱିତୀୟ ଥର ଚିନ୍ତା କରନ୍ତୁ । ଆପଣ ଯୋଜନା ହୁଏତ ରଦ୍ଦ କରିପାରନ୍ତି । ଯାତ୍ରାରୁ ଫେରିବା ପାଇଁ ଆୟୋଜନ କରିପାରନ୍ତି । ଅବଶ୍ୟ ଲଗାତାର ଭାବନାର ପ୍ରବାହ ଏବଂ ମନରେ ବିରକ୍ତିଭାବ ସନ୍ଧ୍ୟା ସୁଦ୍ଧା କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରାଇପାରେ ।

କନ୍ୟା: ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନିଅନ୍ତୁ । ଆପଣଙ୍କ ବ୍ୟବସାୟୀକ ସହଯୋଗୀଙ୍କ ଠାରୁ ଆପଣ ଲାଭ ପାଇପାରନ୍ତି । ଆଉ ମଧ୍ୟ ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି । ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି । କାଚ ଝଣଝଣ କରନ୍ତୁ, ମ୍ୟୁଜିକ ବଜାନ୍ତୁ ଏବଂ ଆନନ୍ଦଉଲ୍ଲାସରେ ଉତ୍ସବ ପାଳନ କରନ୍ତୁ ।

ତୁଳା: ଆଜି ଦିନ ଆପଣ ସକ୍ରିୟ ଆଲୋଚନା ଏବଂ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଆପଣଙ୍କ ବିଶ୍ଳେଷଣାତ୍ମକ ଏବଂ ସୃଜନଶୀଳ ଗୁଣ ପାଇଁ ଏକ ପରୀକ୍ଷା ହେବ । ସୃଜନଶୀଳ ଲେଖା ପାଇଁ ଆପଣ ଚିନ୍ତା କରିବେ । ଏହା ଆପଣ ଦକ୍ଷତାର ସହିତ କରିପାରିବେ । ଯେହେତୁ ଏଭଳି କାର୍ଯ୍ୟ ପାଇଁ ଆଜି ହେଉଛି ଉତ୍କୃଷ୍ଟ ସମୟ । ଏଭଳି କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ ।

ବିଛା: ଯଦି ନିଜ ଜିଦିରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ । ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶିକାର ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ଆପଣଙ୍କ ଭାବନାରେ ଅସ୍ଥିରତା ଦେଖା ଦେଇପାରେ ଏବଂ ତେଣୁ ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କୌଣସି ନୂଆ କାର୍ଯ୍ୟ କିମ୍ୱା ପ୍ରକଳ୍ପ ଆଜି ହାତକୁ ନେବେ ନାହିଁ । ତା ପରିବର୍ତ୍ତେ ଏଭଳି କିଛି କରନ୍ତୁ ଯେପରି ଶରୀର ଏବଂ ମନକୁ କ୍ଳାନ୍ତ ଏବଂ ଶକ୍ତିହୀନ କରିବ ନାହିଁ ।

ଧନୁ: ଆଜିର ଦିନ ଭଲରେ ଆରମ୍ଭ ହେବ । ଦିନର ଶେଷ ବେଳକୁ ଖରାପ ଆଡକୁ ଗତି କରିବ । ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ । ଅବଶ୍ୟ ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିଦେଇପାରେ । ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ ।

ମକର: ଜିଭ ଯଦି ଶାନ୍ତ ଥାଏ, ମୁଣ୍ଡ ନିଜର ବିଜ୍ଞତାର ପରିଚୟ ଦେଇଥାଏ । ଆଉ ମଧ୍ୟ ଆପଣ ଏହି ଭାବନାକୁ ଜୀବନରେ ପ୍ରୟୋଗ କରିବାରେ ସଫଳ ହେବେ । ଆପଣ ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ମଧ୍ୟରେ ହେଉଥିବା ସମସ୍ତ କଳହ ଏବଂ ବାଦ ବିବାଦ ସମାଧାନ କରିବାରେ ସହଜରେ ସଫଳ ହେବେ । ସନ୍ଧ୍ୟାବେଳକୁ ପରିସ୍ଥିତିରେ ଉନ୍ନତି ହେବ ଏବଂ ଆପଣଙ୍କର ମନ ବ୍ୟାକୁଳତା ଓ ବ୍ୟସ୍ତତାରୁ ନିଜକୁ ମୁକ୍ତି କରିପାରିବ।

କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ। ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନର ଜୀବନ୍ତ ପାର୍ଶ୍ଵକୁ ଆଗକୁ ଆଣନ୍ତୁ । ଦେଖନ୍ତୁ ଆପଣ ଅନ୍ୟମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିପାରୁଛନ୍ତି |

ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ। କାରଣ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣା ପଡିବ । ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ପ୍ରତି ସମ୍ପର୍କରେ ଆପୋଷ ସମାଧାନ ଓ ସମାଯୋଜନ ବାଧ୍ୟତାମୂଳକ । ସେଥିପାଇଁ ଆପଣଙ୍କ କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେବ। କିନ୍ତୁ ଦିନ ଶେଷ ବେଳକୁ ଆପଣଙ୍କ ନିକଟରେ କଣ ଅଛି ତାହାର ଗୁରୁତ୍ଵ ଥାଏ ନା କି ଆପଣ କଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.