ETV Bharat / bharat

ନଭେମ୍ବର 22 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ରାଶିଫଳ
ରାଶିଫଳ
author img

By

Published : Nov 22, 2022, 12:00 AM IST

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ। ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଂଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି ।

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୁଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ଆପଣଙ୍କର ସମସ୍ତ ଖୁସି ପୁରା ହେବ ।

ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ। ଆପଣ ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିବ। ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ ଆଡକୁ ଟାଣିନେଇପାରେ। ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡା ପାଇବେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ମାତ୍ର ବିଦ୍ୟାର୍ଥିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଟେ। ଜନସାଧାରଣଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।

କର୍କଟ: ଆଜି ଆପଣ ଦେଖିଚାହିଁ ପାଦପକାନ୍ତୁ। ଆପଣଙ୍କ ଶାରିରୀକ ଶକ୍ତିର ସୁରକ୍ଷା ରଖିନପାରନ୍ତି। ମାନସିକ ଶାନ୍ତି ମଧ୍ୟ ବ୍ୟାହତ ହୋଇପାରେ। ରାତିରେ ଯନ୍ତ୍ରଣା ତଥା ଅନ୍ୟାନ୍ୟ ଶାରିରୀକ ପିଡା ଆପଣଙ୍କୁ କଷ୍ଟ ଦେଇପାରେ। ପରିବାରର ସଦସ୍ୟମାନଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରିପାରେ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ। ଆପଣଙ୍କୁ ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ। ନିଦ୍ରାହୀନତା ଆପଣଙ୍କୁ କଷ୍ଟ ଦେଇପାରେ।

ସିଂହ: ନିଜ କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ। ଭାଇଭଊଣୀଙ୍କ ସହ ସମ୍ପର୍କ ଅତି ମଧୁମୟ ହୋଇପାରେ। ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କୌଣସି ଏକ ସୌନ୍ଦର୍ଯ୍ୟମୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି। ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ। ଅର୍ଥଲାଭର ଶୁଭ ସୂଚନା ଅଛି।

କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ। ଆପଣଙ୍କର ମେଳାପୀ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ। ପାରିବାରିକ ଶାନ୍ତି ଅତୁଟ ରହିବ। ତଥାପି ଆପଣ ନିଜର ଭାଷାକୁ ସଞ୍ଜତ ନକଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି। ଅର୍ଥ ଦେଣ ନେଣ କାରବାରରେ ସନ୍ତୁଷ୍ଟ ହେବେ।

ତୁଳା: ଆପଣ ନିଜର ଆତ୍ମବିସ୍ୱାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ। ସେଥିରେ ସୁଫଳତା ଅର୍ଜନ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ। ମଊଜ ମଜଲିସ୍ ଏବଂ ଜିନିଷପତ୍ର କିଣାବିକାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ। ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି।

ବିଛା: ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ। ଅବଶ୍ୟ ଏହି ଖର୍ଚ୍ଚ ଆପଣଙ୍କୁ ଅତ୍ୟାଧିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହେବ। ଆପଣ ପର୍ଯ୍ୟାଟନରେ, ମୌଜ ମଜଲିସରେ, ବିଳାସ ବ୍ୟସନରେ ଆତ୍ମ ତୃପ୍ତି ଲାଭ କରିବା ପାଇଁ ଖର୍ଚ୍ଚ କରିବାକୁ ଆଦୌ ଦ୍ୱୀଧା ପ୍ରକାଶ କରିବେ ନାହିଁ। ମାତ୍ର ଆପଣଙ୍କ ଶରୀର ଆଜି ଅସୁସ୍ଥ ରହିପାରେ।

ଧନୁ: ଅତ୍ୟଧିକ ମାନସିକ ଚାପ ଯୋଗୁଁ ଚିଡଚିଡ ହୋଇପାରନ୍ତି। ଆଜି ଏପରି ଗୋଟିଏ ଦିନ ଯେ ଆପଣଙ୍କ ଉପରେ ବହୁ କାର୍ଯ୍ୟର ଭାର ବ୍ୟସ୍ତ ଥାଇ ମଧ୍ୟ ଅବିଚଳିତ ଭାବରେ କାର୍ଯ୍ୟକୁ ବିଶ୍ରାମହୀନ ଭାବେ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ ଏବଂ ଆତ୍ମସନ୍ତୋଷ ଲାଭ କରିବେ। ଭଗବାନଙ୍କ ଆଶିର୍ବାଦରୁ ଆପଣଙ୍କର ଦମ୍ପତ୍ୟ ଜୀବନର ସ୍ୱାଦ ଅତ୍ୟନ୍ତ ମଧୁର ହୋଇପାରେ। ବନ୍ଧୁମାନଙ୍କ ଗହଣରେ କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇ ଆନନ୍ଦ ଉଲ୍ଳାସରେ ସମୟ କାଟିପାରନ୍ତି।

ମକର: ଆଜି ଆପଣଙ୍କର ପାରିବାରିକ ଜୀବନ ମଧୁମୟ ହେବ। ବନ୍ଧୁ ଓ ପ୍ରିୟଜନଙ୍କ ସହ ସାକ୍ଷାତ ଲାଭ କରି ସନ୍ତୋଷ ପ୍ରକାଶ କରିବେ। ନିଜର ବ୍ୟବସାୟରେ ଆର୍ଥିକ ଉପାର୍ଜନକୁ ବ଼ଢାଇବା ପାଇଁ ବିଭିନ୍ନ ସ୍ଥାନ ବୁଲିପାରନ୍ତି। ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରିବେ।

କୁମ୍ଭ: ଆପଣ ନିଜର ପ୍ରତିଯୋଗୀଙ୍କ ସହ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଶୈଥିଳା ଭାବ ଆପଣଙ୍କୁ ହଇରାଣ କରିବ। ତଥାପି ଆପଣଙ୍କ ମାନସିକ ଶାନ୍ତି ଅବ୍ୟାହତ ରହିବ। ନିଜର ଉପରିସ୍ଥ ହାକିମଙ୍କ ସହ ମାର୍ଜିତ ବ୍ୟବହାର କରନ୍ତୁ। ମନୋରଞନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ। ସନ୍ତାନମାନଙ୍କ ଚିନ୍ତା ଯୋଗୁଁ ମାନସିକ ଚାପ ପଡିପାରେ। ବିଦେଶରୁ ଶୁଭଖବର ମିଳିପାରେ।

ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପରେ ଆପଣଙ୍କୁ ଅସୁବିଧାରେ ପକାଇପାରେ। ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତରେ ରଖନ୍ତୁ। ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ। ବେଆଇନ କାର୍ଯ୍ୟକଳାପରେ ନିଜକୁ ଜ଼ଡିତ କରନ୍ତୁ ନାହିଁ। ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ। ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.