ETV Bharat / bharat

Horoscope: ଫେବୃୟାରୀ 20 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 20, 2023, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

କେମିତି କଟିବ ଆପଣଙ୍କ ଦିନ
Horoscope of 20th february

ମେଷ: ଆଜି ଆପଣଙ୍କ ଦିନଟି ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସରେ କଟିବ । ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରି ପାରନ୍ତି, ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ । କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ ।

ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀଙ୍କ ସହଯୋଗ ପାଇବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳିବ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଗୃହସ୍ତ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ।

ମିଥୁନ: ଆଜି ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣଙ୍କୁ ଅଳସୁଆ ଲାଗିବ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଓ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ତେଣୁ କିଛି ଅଘଟଣ ଘଟିବା ଆଗରୁ ସେଠାରୁ ଦୂରରେ ରହିବା ଭଲ । ସମୟକୁ ସମ୍ମାନ ଦିଅନ୍ତୁ ଓ ଶାନ୍ତ ରୁହନ୍ତୁ । ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ଅଜଥା କଚେରୀ ଯାଏଁ କଥା ଯାଇପାରେ । ଆଜି ଦୁଃଶ୍ଚିନ୍ତା ଆପଣଙ୍କୁ ବ୍ୟସ୍ତ କରିବ ।

ସିଂହ: ସିଂହ ରାଶିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଲୋକଙ୍କ ସହ କଳହ ହୋଇପାରେ । ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ, ଏବଂ ମନମାଳୀନ୍ୟ ହୋଇପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୁରେଇ ରୁହନ୍ତୁ । ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ ।

କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଆଜିର ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ ସାଥିମାନେ ମିଶିବେ ଏବଂ ଆପଣଙ୍କୁ କାମ କରିବାରେ ସାହାଯ୍ୟ କରିବେ ।

ତୁଳା: ଆପଣଙ୍କ ଚିନ୍ତାଧାରା ଓ କାମକାର୍ଯ୍ୟ ସୁଚାରୁ ରୁପେ ହେବ । କିନ୍ତୁ ଚିନ୍ତାଧାରାର ମାନ ଠିକ ଥିବା ଦରକାର । ଏହାର ଗତିକୁ ପରଖି ନିଅନ୍ତୁ । ଆଜି ଅନେକ ବୁଦ୍ଧିମାନ ବ୍ୟକ୍ତି ଆପଣଙ୍କ ସହ ଯୁକ୍ତି କରିବେ । ପିଲାମାନେ ସୁସମ୍ବାଦ ଆଣିଦେବେ, ଯାହା ଦ୍ୱାରା ପରିବାର ମଧ୍ୟରେ ଖୁସି ରହିବ । ସବୁ ଦୃଷ୍ଟିରୁ ଆଜି ଦିନଟି ଭଲ ରହିବ ।

ବିଛା: ଆଜି ଯେତେ ଖରାପ ଅବସ୍ଥା ହୋଇଥିଲେ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ କରନ୍ତୁ। ଚିନ୍ତାରେ ରହିଥିବାରୁ, ପ୍ରିୟଜନଙ୍କ ସହ ଝଗଡାରେ ତାହା ଶେଷ ହେବ । ହଠାତ ପରିଣାମକୁ ଓହ୍ଲେଇ ଯିବାଟା ସଠିକ ନୁହେଁ । ସ୍ୱାସ୍ଥ୍ୟାବସ୍ଥା ଓ ସମ୍ପତ୍ତି ନଷ୍ଟ ଆଡକୁ ଗତି କରିପାରେ, ତେଣୁ ସଜାଗ ରୁହନ୍ତୁ। ଆଜି କୌଣସି ସ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରନ୍ତୁ ନାହିଁ ଏବଂ ଅପରିଚିତଙ୍କ ଠାରୁ ଦୂରରେ ରୁହନ୍ତୁ । ସମସ୍ୟା ଏପରି କଟୁ ହୋଇପାରେ ଯାହା ଆପଣଙ୍କ କ୍ଷତି କରିପାରେ । ଅତି ସତର୍କତାର ସହିତ କଚେରି କାଗଜରେ ଦସ୍ତଖତ କରନ୍ତୁ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ । ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ । ସାଙ୍ଗ ମାନଙ୍କ ସହ ମିଶିବେ। ସେହି ମୁହୁର୍ତ୍ତକୁ ମନେରଖିବେ । ଦିନଟି ଅଧିକ ସ୍ମରଣୀୟ କରିବା ପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବେ । ଏକ ଭଲ ଦିନ ନୂତନ କାମ କାର୍ଯ୍ୟ କରିବା ପାଇଁ। କର୍ମକ୍ଷେତ୍ରରେ ପରାଜୟ କରିବା ଆଜି କଷ୍ଟକର ଦିନ, କ୍ଷତି ହୋଇପାରେ ।

ମକର: ଆଜି ଦିନ ଏକ ସାଧାରଣ ଦିନ ହେବ । ପଇସା, ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରହିବା ଠିକ ହେବ । ଛାତ୍ରମାନେ ବହୁକଷ୍ଟ କରି ସଫଳ ହେବେ। ଘରେ ଜଟିଳ ପରିସ୍ଥିତି ଶତ୍ରୁତା ନଉପୁଯାଇବା ପାଇଁ ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଆଖି ଜନୀତ ରୋଗ ଯଥା, ଆଖି ଧରିବା ଓ ପୋଡିବା ଭୋଗିବେ । ଧ୍ୟାନ ଓ ଯୋଗ ବଳରେ ସେଥିରୁ ନୀବୃତ ରୁହନ୍ତୁ। ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ ।

କୁମ୍ଭ: ଆଜି ଗ୍ରହନକ୍ଷତ୍ରମାନେ ସହାୟ ହେବେ । ଜାତକରେ ଅର୍ଥ ଲାଭ ଅଛି । ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ଆପଣଙ୍କୁ ଖୁସି ରଖିବେ । ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ଆପଣଙ୍କ ଇଛା ଶକ୍ତି ବୃଦ୍ଧି କରନ୍ତୁ, ଅସୁବିଧା ଦୂର ହେବ। ବୈବାହିକ ଜୀବନରେ ଶାନ୍ତି ପାଇବେ । କାରଣ ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ବଢିବ ।

ମୀନ: ଆଜି ଦିନସାରା ସତର୍କ ରୁହନ୍ତୁ । ଧ୍ୟାନ ଓ ଯୋଗ କରନ୍ତୁ। ଖର୍ଚ୍ଚ ବଢିପାରେ ଏବଂ ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ। ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ଆପଣଙ୍କ ମଧ୍ୟରେ ପାଚେରି ଠିଆ କରିଦେବ । ଗର୍ବ ଓ ଦମ୍ଭକୁ କାବୁରେ ରଖି ଏହାଠୁ ଦୂରରେ ରୁହନ୍ତୁ । କଚେରି କାମକୁ ସାବଧାନତାର ସହ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.