ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Feb 1, 2023, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

ମେଷ: ଆପଣ ଯେତେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ଆପଣଙ୍କ ଦିନ ସେପରି ଯିବ ନାହିଁ ଯେପରି ଆପଣ ଚାହୁଁଛନ୍ତି । କେବଳ ନିଜ କଥା ଭାବିବା ସମୟ ଶେଷ ହୋଇ ଯାଇଛି । ଆହୁରିମଧ୍ୟ ଆପଣଙ୍କ ନିକଟକୁ ଚାହୁଁନଥିବା କିଛି ସମସ୍ୟା ଆସିପାରେ। ଆପଣ ଆପଣଙ୍କ କ୍ରିୟାକଳାପର ସ୍ଥାନ ବଦଳାଇଲେ କିଛି ସୁଫଳ ମିଳିପାରେ ।

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆପଣ ସଜବାଜ ହେବାର ଏହା ଏକ ଶୁଭ ଦିନ । ଆପଣ କିଛି ବିଉଟି ଟ୍ରିଟମେଣ୍ଟ ଆରମ୍ଭ କରି ଅପରାହ୍‍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ । ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ ।

ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ ଓ ଆଜି ଆପଣ ମସାଜ ନେଇ କିମ୍ଵା ନିଜର ଷ୍ଟାଇଲ ବଦଳାଇ ନିଜକୁ ଭଲ ପାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ। ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।

କର୍କଟ: ଆଜି ଆପଣ ପବିତ୍ର ଓ କର୍ତ୍ତବ୍ୟନିଷ୍ଠ ରହିବାର ଉଚ୍ଚ ସମ୍ଭାବନା ଅଛି । ଅପରାହ୍‍ଣରେ ଆପଣ ଅଳ୍ପ ଖର୍ଚ୍ଚ କରିବେ । ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବହୁତ ଭଲ ରହିବ । ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍‍ ଡିନର୍‍ ହୋଇପାରେ ।

ସିଂହ: ଭଲ ଅବସ୍ଥାର ଲାଭ ଉଠାଇବା ଭଲ କଥା କିନ୍ତୁ ଖରାପ ପରିସ୍ଥିତିର ସାମ୍‍ନା କରିବା ମଧ୍ୟ ଦରକାର । ଆଜି ସେହିପରି ଏକ ଦିନ ଯେତେବେଳେ କି ଆପଣ ଆପଣଙ୍କ ପରିବାରର ଭବିଷ୍ୟତ ପାଇଁ କିଛି ଟଙ୍କା ଅଲଗା ରଖି ବହୁତ ଭଲ କାମ କରିବେ । କାର୍ଯ୍ୟସ୍ଥଳରେ, ବାକିଆ କାମ ବଢି ଚାଲିଛି କିନ୍ତୁ ଆଜି ଆପଣ ବାକିଆ କାମଗୁଡିକୁ ସାରିବା ପାଇଁ ଚେଷ୍ଟା କରିବେ ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଉପରେ ପ୍ରଭାବ ପଡିପାରେ । କିଛି ଅନିଚ୍ଛାକୃତ ସମସ୍ୟା ଆପଣଙ୍କ ନିକଟକୁ ଆସିବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଯଦି ଆପଣ ସବୁଦିନିଆ କଥା ଛାଡି କିଛି ନୂଆ କରନ୍ତି ତେବେ ଆପଣଙ୍କ ସହ ଭଲ ହୋଇପାରେ ।

ତୁଳା: ଆପଣ ଆଜି କାଲି ମିଳି ମିଶି କିଛି କରିବାକୁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ପାଇଁ ଆଜି ବହୁତ ଭଲ ଦିନ । ଆଜିର ଅନୁକୂଳ ଦିନର ଯେତେ ସମ୍ଭବ ଲାଭ ଉଠାନ୍ତୁ ଓ ଆପଣଙ୍କ ଭବିଷ୍ୟତର କ୍ୟାରିୟର ବିକାଶ ବିଷୟରେ ଏକ ଉତ୍ତମ ଯୋଜନା କରନ୍ତୁ ।

ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ । ଦିନ ସାରା ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ । ଅବଶ୍ୟ, ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ ।

ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ ଯିବ । ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି । ଯଦିଓ ଦିନଟି ବ୍ୟସ୍ତତାରେ ଯିବ ଆପଣଙ୍କ ବସ୍‍ ଦୟାଶୀଳ ରହିବେ ସେଥିପାଇଁ ଦିନଟି ଆପଣଙ୍କ ସହଜ ରହିବ। ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ ।

ମକର: ଆପଣ ଆଜି ଯାହା କରିବେ ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବେ । ଆପଣଙ୍କ ଉପରେ କିଛି କାର୍ଯ୍ୟଚାପ ଓ ଚିନ୍ତା ରହିପାରେ, କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରି ଆପଣ ସବୁ କଷ୍ଟକୁ ସହି ଚାଲିବେ ।

କୁମ୍ଭ: ଆଜି, ବହୁତ ଭଲ ପାଇବା ଓ ଯତ୍ନର ଆନନ୍ଦ ଆପଣ ନେବେ । ଆପଣଙ୍କ ମାନସିକ ଶାନ୍ତିକୁ ପ୍ରଭାବିତ କରୁଥିବା କିଛି ବିଶେଷ ପରିସ୍ଥିତିଗୁଡିକର ସମାଧାନ ମଧ୍ୟ ଆପଣ କରିପାରନ୍ତି । ଏହା ଦ୍ଵାରା ଆପଣ ଲୋକମାନଙ୍କ ସହ ମିଶିବାକୁ ସୁବିଧା ହେବ ଓ ଆଜି ଆପଣ ଯେଉଁ ସଙ୍ଗତି କରିବେ ତାହା ଆଗକୁ ଆପଣଙ୍କୁ ଲାଭ ଦେବ ।

ମୀନ: ଆପଣ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇପାରନ୍ତି ଓ ସେମାନଙ୍କ ଠାରୁ ଲାଭ ମଧ୍ୟ ପାଇପାରନ୍ତି । ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଅପରାହ୍‍ଣ ପରେ ଆପଣ ଏକ କଷ୍ଟକର ନିଷ୍ପତ୍ତି ନେବାରେ ସମସ୍ୟାରେ ପଡିବେ । ମୋଟ ଉପରେ ଆପଣଙ୍କ ଦିନଟି ସାଧାରଣ ରହିବ ଓ କୌଣସି ଆଶ୍ଚାର୍ଯ୍ୟ ବିଷୟ ଆପଣଙ୍କ ସହ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.