ETV Bharat / bharat

1 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - HOROSCOP 1st august 2021

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

1 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
1 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Aug 1, 2021, 12:16 AM IST

ମେଷ:- ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିନ୍ତୁ ବିଚାରରେ ଦ୍ୱନ୍ଦ ହେତୁ ଚିନ୍ତା ଲାଗି ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ବନ୍ଦୀଙ୍କ ଠାରୁ ପଛରେ ରହିଯିବେ । ଲାଭଦାୟକ ଯାତ୍ରା କରିବେ । ବନ୍ଧୁଙ୍କଠାରୁ ଲାଭପାଇବେ । ନିଜର ବାକ୍ ସଞ୍ଜମତା ରକ୍ଷା କରନ୍ତି । ନଚେତ୍ ଏଥିପାଇଁ ଆପଣଙ୍କୁ ମନସ୍ତାପ କରିବାକୁ ପଡିପାରେ ।

ବୃଷ:- ଚିନ୍ତା ଯୋଗୁଁ ମହତ୍ବପୂର୍ଣ୍ଣ ଅବସର ହରାଇ ବସିବେ । ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହିତ ମତଭେଦ ହୋଇପାରେ । ମାତ୍ର ନିଜର ମିଠା କଥାରେ ସାମ୍ନା ଲୋକକୁ ଆକର୍ଷିତ କରିପାରନ୍ତି । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ବିତ୍ତୀୟ ଲାଭ ପ୍ରାପ୍ତ କରିବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

ମିଥୁନ:- ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟକ ରହିବ । ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ଅଛି । ଅନୁକୂଳ ପରିବେଶ ଯୋଗୁଁ ମନ ଭଲ ରହିବ । ଉତ୍ସାହ ଓ ଉଦ୍ଦୀପନାର ଦିନଟିଏ, ଏହାକୁ ଆନନ୍ଦରେ ଉପଭୋଗ କରନ୍ତୁ ।

କର୍କଟ:- ତାରକା ଭାଗ୍ୟଶାଳୀ ହୋଇ ରହିବ, ଏଣୁ ସମୟ ଆପଣଙ୍କର ସାଥ୍ ଦେବ । ଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରକାର ଭାଗ୍ୟଶାଳୀ କାମର ମଜା ଆପଣ ନେବେ । ନମ୍ର ଭାବରେ ଆପଣ ବିଶେଷ ଉପହାରକୁ ହସି ହସି ଗ୍ରହଣ କରିବେ । କାର୍ଯ୍ୟସ୍ଥଳରେ ଏବଂ ଘରେ ଆପଣ ଅତି ଉତ୍ତମ ସମୟ ବିତାଇବେ । ବନ୍ଧୁଙ୍କ ସହ ସମୟ ବିତାଇବେ, ଆଜିର ଦିନଟି ଆପଣଙ୍କ ପାଇଁ ଖୁସିକର ଅଟେ ।

ସିଂହ:- ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ, କିଛି ବଡ ନାହିଁ । ସଂକ୍ଷିପ୍ତରେ କହିବାକୁ ଗଲେ ! ଆଶା କରୁଥିବା ଭଳି ଫଳ ପାଇବା ପାଇଁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସଂଘର୍ଷ କରିବାକୁ ପଡିପାରେ । କିମ୍ବା ଆପଣ ଆପଣଙ୍କ ମୁଣ୍ଡରେ ସେହି ସ୍କେଚ୍‌ ରଖିପାରିବେ ଯାହାକି କାଗଜ କଲମରେ ଦର୍ଶାଇବା ପାଇଁ ସାଧାରଣଠାରୁ ଅଧିକ ସମୟ ନେଇପାରନ୍ତି । ତଥାପି କର୍ମରେ ଧ୍ୟାନ ଦିଅନ୍ତୁ ।

କନ୍ୟା:- ଆପଣ କିଛି ସମାଧାନ କରିପାରୁନାହାନ୍ତି କି ? ଆପଣଙ୍କ ମନକୁ ଅପେକ୍ଷାକୃତ ଭାବରେ କିଛି ନୂଆ ନୂଆ ଭାବନା ଆସିପାରେ । ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଏକ ଉଦାହରଣ ଭାବେ ଦେଖିବେ, ଯାହାକି ଆପଣଙ୍କ କଳ୍ପନାକୁ ବାସ୍ତବତାର ରୂପଦେବ । ଆପଣ ଏହି ଛୋଟ ଛୋଟ ଜିନିଷଗୁଡିକୁ କରିବାକୁ ଚେଷ୍ଟା କରନ୍ତୁ । ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ! ସୁଫଳ ମିଳିପାରେ ।

ତୁଳା:- ଆପଣଙ୍କର ପ୍ରେମମୟ ଜୀବନରେ ଅତି ସୁନ୍ଦର ସମୟର ଆଶା ଦେଖାଯାଉଛି । ବିବାହିତ ବ୍ୟକ୍ତିମାନେ ସେମାନେ ତାଙ୍କ ସ୍ତ୍ରୀ /ସ୍ୱାମୀ ସହ ଅତି ଖୁସିରେ ରହିବେ । ପ୍ରେମ ଆପଣଙ୍କ ଦ୍ୱାର ମୁହଁରେ ଛିଡା ହେବ, କିମ୍ବା କିଛି ଦିନ ପରେ ସୁଖ ଦେଖାଦେବ, ବର୍ତ୍ତମାନ ଆପଣ ଆପଣଙ୍କ ପ୍ରିୟଜନମାନଙ୍କ ସହ ଆନନ୍ଦ ସମୟ ବିତାଇ ପାରନ୍ତି ।

ବିଛା:- ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସିବାସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିବେ । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାରୁ ମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତ୍ରୁମାନେ ପରାସ୍ତ ସ୍ୱୀକାର କରିବେ ।

ଧନୁ:- ଆଜି, ଆପଣଙ୍କ ଆକାଶରୁ ବାଦଲ ପରିଷ୍କାର ନ ହୋଇଥିବାର ଜଣା ପଡୁଛି, ଯଦିଓ ଗତକାଲି ପରି ଏତେ ଅନିଷ୍ଟକାରୀ ନୁହେଁ ଆଜିର ଦିନ । ସନ୍ଧ୍ୟା ପରେ ପରେ, ନକ୍ଷତ୍ରଗଣ ନିଶ୍ଚିତ ଭାବରେ ଆପଣଙ୍କ ସପକ୍ଷ ଆଡକୁ ଗତି କରିବେ । ସେ ପର୍ଯ୍ୟନ୍ତ, ଧୈର୍ଯ୍ୟ ରଖନ୍ତୁ, କୌଣସି ଭ୍ରମଣ ଯୋଜନା, ଯଦି ସମ୍ଭବ ହୁଏ, ଘୁଞ୍ଚାନ୍ତୁ । ପିଲାଛୁଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ ।

ମକର:- ଗତକାଲିର ବିପୁଳ ଶକ୍ତି ଏବଂ ଉତ୍ସାହତ୍ମକ ବାର୍ତ୍ତା ବିନିମୟ ହୁଏତ ଆପଣଙ୍କୁ ଆଜି ଶକ୍ତିହୀନ ଏବଂ କ୍ଳାନ୍ତ କରି ଦେଇଛି । ଶାରୀରିକ ଭାବରେ ଆପଣ ଶକ୍ତିଶାଳୀ ଅନୁଭବ କରୁନାହାନ୍ତି ଏବଂ ଆପଣଙ୍କ ହୃଦୟ ମଧ୍ୟ ଏହା ଅନୁସରଣ କରିପାରେ । ଗତକାଲି ଘଟିଥିବା କୌଣସି ଘଟଣା ହୁଏତ ଆପଣଙ୍କୁ ଆଜି ବି ବ୍ୟସ୍ତ କରୁଛି, ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି କରୁଛି ।

କୁମ୍ଭ:- ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଥରେ ଆପଣ ବ୍ୟସ୍ତତା ଭିତରୁ ବାହାର ହୋଇଗଲା ପରେ, ପ୍ରତ୍ୟେକ କାମରେ ଆଗ୍ରହ ଆପଣଙ୍କର ବଢିଯିବ । ଆପଣ ଆଜି ଭାଇଭଉଣୀମାନଙ୍କ ସହ ଯାତ୍ରା କରିପାରନ୍ତି । ଫଳରେ ଆପଣ ହସଖୁସିରେ ସେମାନଙ୍କ ସହ ସମୟ ବିତାଇବେ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଏକାଠି ହେବାର ସମ୍ଭାବନା ଅଧିକ ।

ମୀନ:- ଆଜି ଅଧିକ ଖର୍ଚ୍ଚରୁ ଆପଣ ବଞ୍ଚିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଯେପରି କାହାକୁ କିଛି କଷ୍ଟ ନହୁଏ, ସେଥିପାଇଁ ଆପଣଙ୍କ ରାଗ ଏବଂ କଥା ଉପରେ ନିୟନ୍ତ୍ରଣ ରଖିନ୍ତୁ । ଟଙ୍କା ପଇସା ସମ୍ବନ୍ଧୀୟ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ । ସାରାଦିନ ଆପଣଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ମଧ୍ୟମ ଧରଣର ରହିବ । ଆପଣଙ୍କୁ ନୀଚ କରିଦେବା ଭଳି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.