ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By

Published : Jan 16, 2023, 12:30 AM IST

Horoscope Today
Horoscope Today

ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି ।

ବୃଷ: ଆଶ୍ଚର୍ଯ୍ୟଜନକ ଭାବରେ ଆଜିର ଦିନ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ ।

ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ ।

କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ, ତେବେ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ ସଫଳତାରେ ୯୯ ପ୍ରତିଶତ କଠିନ ପ୍ରୟାସ ଓ ମାତ୍ର ୧ ପ୍ରତିଶତ ଭାଗ୍ୟର ହାତ ଥାଏ ।

ସିଂହ: ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡନ୍ତୁ । ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ ।

କନ୍ୟା: ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଆଜି ଅନ୍ତହିନ ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଚିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।

ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତି ସଫଳ ହେବ ।

ବିଛା: ସମ୍ପର୍କ ଜୀଵନର ସଂଯୋଗ ବିନ୍ଦୁ ଅଟେ । ନିକଟ ସମ୍ବନ୍ଧୀୟ ଆପଣଙ୍କ ଚାରିପାଖରେ ଥିବା ସମୟରେ ଆପଣଙ୍କ ତାଙ୍କ ପ୍ରତି ଥିବା ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଅତି ବିଶିଷ୍ଟ ଅଟନ୍ତି ଏପରି ଅନୁଭଵ କରାନ୍ତୁ ।

ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟରେ ଆଜି ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନିଏ ।

ମକର: କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି, ତେବେ ବଡ଼ କଥା ହେଉଛି ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରୀ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ; ଏହା ଉତ୍ତମ ସମୟ ନୁହେଁ ।

କୁମ୍ଭ: ଆଜି ଆପଣଙ୍କର ଦିନ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟକର କରିଦେବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାଵନା ଅଛି । ଦୁଷ୍ଟ ପୋଡ଼ଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ ।

ମୀନ: ଆପଣ ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ। ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.