ETV Bharat / bharat

Horoscope: ମେ’ 15 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
ମେ’ 15 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
author img

By

Published : May 15, 2023, 6:31 AM IST

ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ । ଶାରୀରିକ ଅସୁସ୍ଥତା, ମାନସିକ ସନ୍ତୁଳନର ଭାରସାମ୍ୟ ରକ୍ଷା କରି ନପାରେ । ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି । ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ । ଦେବା ନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ବନ କରିବା ଉଚିତ୍ । ଆପଣ ଆଜି ଆଧ୍ୟାତ୍ମିକ ଦିଗରେ ସମୟ ଅତିବାହିତ କରିବେ । ଆଜି ଆପଣଙ୍କୁ ଠିକ୍ ସିଦ୍ଧାନ୍ତ ନେବାପାଇଁ କଷ୍ଟ ହେବ ଯାହା ଦ୍ବାରା ଆପଣ ଦିନସାରା ଛନ୍ଦି ହୋଇ ରହିବେ ।

ବୃଷ: ଆଜି ଏକ ଶୁଭଦିନ । ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ । ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି । ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟି ଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ ।

ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । ଏପରିକି ଆପଣ ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ । ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପଦୋନ୍ନତି ହେବାର ଶୁଭ ସୂଚନା ଅଛି । ସରକାର କିମ୍ବା ସରକାରୀ କର୍ମଚାରୀ ସହ ସମ୍ପର୍କ ରଖି କୃତକାର୍ଯ୍ୟ ହେବେ ।

କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ। ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ । ଘରେ ଆନନ୍ଦର ବାତାବରଣ ରହିବ । ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ।

ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥି ପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ । ଏହା ବ୍ୟକ୍ତିଗତ ହେଉ ବା କର୍ମକ୍ଷେତ୍ର ସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍ । ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ । ସନ୍ତୁଳିତ ତଥା ଶାନ୍ତ ରୁହନ୍ତୁ । ଗୋଟିଏ କଥା ନିଶ୍ଚିତ ଯେ ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ଉନ୍ନତି ଆସିବ ।

କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ । ଆପଣ ନିଜର ନାମ ଓ ସମ୍ମାନ ବଜାୟ ରଖିବେ । ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ନିଜ ପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି ।

ତୁଳା: ଶରୀର ସୁସ୍ଥ ରହିବ । ବୃତ୍ତିରେ ଲାଭବାନ ହେବେ । ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ପରିବାରର ସଦସ୍ୟଙ୍କ ଅଧିନରେ ଦିନଟିକୁ ହସଖୁସିରେ କାଟିବେ । ଅତ୍ୟଧିକ ଖର୍ଚ୍ଚପ୍ରତି ସଜାଗ ରୁହନ୍ତୁ । ଆପଣ ସବୁକାର୍ଯ୍ୟରେ ସଫଳତା ଲାଭ କରି ନିଜର ନାମ ଓ ସମ୍ମାନକୁ ବଢାଇବେ ।

ବିଛା: ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବା ପରସ୍ଥିତିରୁ ନିଜକୁ ଦୂରରେ ରଖନ୍ତୁ, ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ବା ପରିବାର ସଂପର୍କରେ ହେଉ । ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି । ଏହା ଆପଣଙ୍କ ପାଇଁ ମଧ୍ୟ ଭଲ ଦିନ ଯେହେତୁ ଆପଣ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଚିନ୍ତା କରୁଛନ୍ତି ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ଶୁଭ ଦିନ ନୁହେଁ । ଆଜି ହେଉଛି ଏଭଳି ଏକ ଦିନ, ସବୁ ଜିନିଷ ଉପଯୁକ୍ତ ସ୍ଥାନରେ ଥିଲେ ମଧ୍ୟ କିମ୍ବା ଉପଯୁକ୍ତ ଦିଗରେ ଯାଉଥିଲେ ମଧ୍ୟ ଆପଣ କିଛି ନା କିଛିର ଅଭାବ ଅନୁଭବ କରିବେ । ନିୟନ୍ତ୍ରଣ ବାହାରେ ଅନୁଭବ କରିବା ହେଉଛି ନିରାଶମୂଳକ ମନ୍ତବ୍ୟ । ଆପଣଙ୍କ ହାତରେ ଯାହା ଅଛି, ସେଥିରେ ହିଁ ପରିଚାଳନା କରନ୍ତୁ । ସମ୍ପତ୍ତି କିମ୍ବା ପୈତୃକ ସମ୍ପତ୍ତି ସମ୍ପର୍କିତ ଆଇନଗତ କାଗଜ ପତ୍ର ପ୍ରତି ଯତ୍ନଶୀଳ ହୁଅନ୍ତୁ ।

ମକର: ଆଜି ଦିନକୁ ଭଲ ଭାବରେ ଉପଭୋଗ କରିବା ପାଇଁ ଆପଣ ଏକ ପର୍ଯ୍ୟଟନ ସ୍ଥାନଙ୍କୁ ଭ୍ରମଣ କରିଯାଇ ପାରନ୍ତି କିମ୍ବା ଆପଣଙ୍କ ନିଜ ଲୋକଙ୍କ ସହ ସମୟ ବିତାଇ ପାରନ୍ତି । ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣ ଏକ ଯେ କୌଣସି ସମୟରେ ଅଫିସ୍‌ ସ୍ପେସ୍‌ କ୍ରୟ କରିବାକୁ ଯୋଜନା କରିପାରନ୍ତି ।

କୁମ୍ଭ: ଏହା ଭଲ ଯଦି ଆପଣଙ୍କର କିଛି ପସନ୍ଦ ଅଛି । ଯେତେବେଳେ ଆମ ପାଖରେ ଅସୀମ ବିକଳ୍ପ ଥିଲା, ସେତେବେଳେ ଜୀବନ ଅଧିକ ସରଳ, ଅତି ଉତ୍ତମ ଥିଲା । କଥା କହିଲା ବେଳେ ନିଜକୁ ନିୟନ୍ତ୍ରଣ କରିପାରିବେ ଭଲ ହେବ । ଆପଣଙ୍କୁ ଆଜି କିଛି ଦ୍ବନ୍ଦ ଚିନ୍ତାରେ ପକାଇପାରେ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆଜି ଆପଣ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । ଆପଣଙ୍କର ଉତ୍କଣ୍ଠିତ ଚିତ୍ତ ନୂଆ କାମ କରିବାକୁ ପ୍ରେରଣା ଯୋଗାଇବ । ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ପରିଭ୍ରମଣରେ ଯାଇପାରନ୍ତି । ଅର୍ଥାଗମର ଶୁଭ ସୂଚନା ମିଳୁଛି । ଆପଣ ତୀର୍ଥଯାତ୍ରା କରିପାରନ୍ତି କିମ୍ବା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.