ETV Bharat / bharat

14 ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

14 ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 14, 2021, 12:16 AM IST

ମେଷ : ଛୋଟ ଛୋଟ କଥାରେ ବିବ୍ରତ ହେବେ । ନିଜର ବ୍ୟାୟାମ ଅବ୍ୟାହତ ନ କଲେ ଚଳିବ । ଏହା ବ୍ୟତୀତ ବିଶ୍ରାମ ଅତ୍ୟାବଶ୍ୟକ । ଦୂର ଯାତ୍ରା କରନ୍ତୁ ନାହିଁ ଓ ଦୌଡା ଦୌଡି ବନ୍ଦ କରନ୍ତୁ । ଆବଶ୍ୟକ ସମୟରେ ବିଶ୍ରାମ ନିଅନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ଦ୍ବାରା ବ୍ୟସ୍ତ ହେବେ, କିନ୍ତୁ ଆଗକୁ ପ୍ରଶଂସା ପାଇବେ । ନିଜର ଏବଂ ପିଲାମାନଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ବୃଷ : ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତି ଆଶା କରାଯାଏ । ପିତା ମାତାଙ୍କ ସହ ଆନ୍ତରିକତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ ।

ମିଥୁନ : ଦିନଟି ଆପଣଙ୍କ ପାଇଁ ଭଲ, ଆପଣଙ୍କୁ କେବଳ ଗୋଟିଏ ଉପଦେଶ, ଚତୁରତାର ସହ ପଇସା ଲଗାନ୍ତୁ । ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥାରୁ ଦୂରେଇ ରୁହନ୍ତୁ । ପରିବାର ସହ ହସ, ମଜାକରେ ବୁଡି ରହିବେ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ । ଆଗକୁ ମାଡିଚାଲନ୍ତୁ , ନିଜେ ନିଜର ଭାଗ୍ୟ ନିର୍ଣ୍ଣୟ କରନ୍ତୁ । ଶତ୍ରୁ ପରାଜୟ ହେବେ ।

କର୍କଟ : ଦିନଟି ମଧ୍ୟମ ସ୍ତରର ଅଟେ । ଚତୁଃପାର୍ଶ୍ବରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ ସତ୍ବେ ଫଳ ଆଶାନୁତୀତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍‍ ପରିବାରରେ କଳହ ଉପୁଜି ପାରେ । ଛାତ୍ରମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁଷିକ କାର୍ଯ୍ୟ କରନ୍ତୁ ନାହିଁ, ଅଯଥା ଚିନ୍ତାରେ ରହିବେ । ବିଶ୍ରାମ ନିଅନ୍ତୁ ।

ସିଂହ : ନିଜ ଉପରେ ବିଶ୍ବାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ବାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତଙ୍କ ମନ କିଣନ୍ତୁ । ତୁମର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା : ଯଦି ଦିନଟି ଆପଣଙ୍କର ନ ହୁଏ ତେବେ ଆପଣଙ୍କର ରାଗର ସୀମା ରହିବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା : ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବା ଦ୍ବାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି । ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତୀମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜା ନେବେ ଏବଂ ସୁଖନିଦ୍ରା ପାଇବେ ।

ବିଛା : ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ବୀକୃତି ଲାଭ କରି ଆତ୍ମସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି ।

ଧନୁ : ଆଜି ଆପଣଙ୍କ ସ୍ବାସ୍ଥ୍ୟ ଠିକ ରହିନପାରେ । ତେଣୁ ନିଜକୁ ଦୁର୍ବଳ ଅନୁଭବ କରିବେ । ଏବଂ ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତି ମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୂର୍ବରୁ ସାବଧାନ ରୁହନ୍ତୁ । ଚାଲିଚାଲି ସାନ୍ଧ୍ୟ ଭ୍ରମଣରେ ବାହାରିଲେ ମନ ପରିବର୍ତ୍ତନ ହୋଇପାରେ ।

ମକର : ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ବା ସାମାଜିକ କାର୍ଯ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନୋମାଳିନ୍ୟକୁ ଧୀରସ୍ଥିର ଚିତ୍ତରେ ସମାଧାନ କରିଦିଅନ୍ତୁ । ନିଜ ମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ : ଆପଣ ଆଜି ପରମ ଆନନ୍ଦ ଲାଭ କରିବେ! ସରଳତା ଆପଣଙ୍କ ଏକ ନୂଆ ଅସ୍ତ୍ର ହେବ । ଆପଣ ଉଚ୍ଚ ପ୍ରାଣରେ ବାର୍ତ୍ତାଳାପ କରିବାକୁ ଇଚ୍ଛା କରିପାରନ୍ତି । ଏବଂ ଏକୁଟିଆ ସମୟ ବିତାଇବା ପାଇଁ ଏକ ଶାନ୍ତ ପରିବେଶ ଖୋଜିବେ ।

ମୀନ : ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ । ଆଜି ଆପଣ ଜିନିଷ ଗୁଡିକ କିପରି ଦେଖାଯାଉଛି ତାହା ନ ଦେଖି ସେଗୁଡିକ ବାସ୍ତବରେ କଣ ତାହା ଦେଖିବାକୁ ସକ୍ଷମ ହେବେ । ଆପଣ ଗୋଟିଏ ପରେ ଗୋଟିଏ କାମକୁ ହାତକୁ ନେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.