ETV Bharat / bharat

ଡିସେମ୍ବର 14 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 14, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଡିସେମ୍ବର 14 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଡିସେମ୍ବର 14 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ଆପଣଙ୍କର ଦୈନଦିନ ବ୍ୟାୟାମ ଅଧିକ କରିବା ଆବଶ୍ୟକ ନାହିଁ, ଏହା ଆଗରୁ ହିଁ ଉଚ୍ଚ ସ୍ତରରେ ରହିଥାଏପାରେ । ତା ପରିବର୍ତ୍ତେ, ଆପଣ ଅନୁଭବ କରନ୍ତୁ ଯେ ବିଶ୍ରାମ ଏବଂ ଅବକାଶ ହେଇଛି ମୁଖ୍ୟ । ଭ୍ରମଣ କରିବା ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । ଅବଶ୍ୟ, ସବୁଠାରୁ ଉତ୍ତମ ଯେ ଆପଣ ଯେପରି କରିପାରିବେ, ତାହା ସେଭଳି ଭଲ ହେବ । କିନ୍ତୁ, ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ତକର ହେବ ନାହିଁ ।ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ । ଲକ୍ଷ୍ୟ ହୀନ ଭାବରେ ଘୁରି ବୁଲିବା ଅପେକ୍ଷା ଏହା ଅତିକମ୍‌ରେ ଭଲ ।

ମିଥୁନ: ମୋଟ୍‌ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କେବଳ ଗୋଟିଏ ପରାମର୍ଶ - ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ପାଣ୍ଠି ଆପଣଙ୍କ ପାଖରେ ଯେଥେଷ୍ଟ ଭାବରେ ଅଛି, ତେବେ ବି ନ ଭାବି ନ ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅନ୍ୟଥା, ଆଜି ଦିନ ହେଉଛି ଶାନ୍ତ ଏବଂ ଆକସ୍ମିକର ଦିନ । କୌଣସି ତୀବ୍ରତା ନାହିଁ, କୌଣସି ଭାଗଦୌଡ ନାହିଁ, କେବଳ ସାଧାରଣ, ଭଲ, ପରିବାର, ବନ୍ଧୁବର୍ଗ କିମ୍ୱା ପ୍ରୀୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବା ଅପେକ୍ଷା, ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ରାଗି ଏବଂ ବ୍ୟସ୍ତ ରହିବେ ।

ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ, ତେବେ ସବୁ ଠିକ୍‌ ହୋଇଯିବ । ଏହା ହିଁ ଆଜି ଘଟିବ, ଆପଣ ଯେତେବେଳେ ଅଧିକ ଆତ୍ମବିଶ୍ୱାସ ନିଜର ସମସ୍ତ କାରବାରରେ ପ୍ରଦର୍ଶନ କରିବେ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।

କନ୍ୟା: ଔଦ୍ଧତ୍ୟ ଏବଂ ଅଳ୍ପକେ-ରାଗିବା ଗୁଣ କାହା ପାଇଁ ବି ଭଲ ନୁହେଁ ଏବଂ ଏହା ଆପଣଙ୍କ ପାଇଁ ମଧ୍ୟ ଲାଗୁ । ତେବେ ଏହି ଉପଦେଶ କାହିଁକି ? କାରଣ, ଦିନସାରା ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଏକ ବିସ୍ଫୋରଣ ହେଲା ଭଳି ପରିସ୍ଥିତିକୁ ଆଣି ଦେଇପାରେ । ଏହା ଅତି ଉତ୍ତମ ଯେ ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି, ଗର୍ବ ଅନୁଭବ କରିବା ଆପଣଙ୍କ ପାଇଁ କ୍ଷତିକାରକ ହେବ ଏବଂ ଏହା ଅତି ପ୍ରୀୟ ସାଙ୍ଗକୁ ମଧ୍ୟ ଆପଣଙ୍କଠାରୁ ଦୁରେଇ ଦେଇପାରେ ।

ତୁଳା: ଏହି ଦିନ ଆପଣଙ୍କ ପାଇଁ ଫଲପ୍ରଦ ରହିବ । ବିଭିନ୍ନ କ୍ଷେତ୍ରରେ ସଫଳତା ଯୋଗୁଁ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ଆପଣ ଖୁସୀ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣ ବନ୍ଧୁମାନଙ୍କ ସହିତ ଆନନ୍ଦବିଳାସରେ ସମୟ କାଟିପାରନ୍ତି କିନ୍ତୁ ଆପଣଙ୍କୁ ଉପକାର ମିଳିବ । ଏକ ପିକ୍‌ନିକ୍‌ ସ୍ଥାନକୁ ଗାଡି ଚଳାଇ ଯିବା କିମ୍ୱା ମହିଳା ସାଙ୍ଗଙ୍କ ନିର୍ଦ୍ଦିଷ୍ଟ ତାରିଖରେ ମିଶିବା ପାଇଁ ଆପଣ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ବିଛା: ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ । ସେଗୁଡିକୁ ଆପଣଙ୍କ ଖୁସିରେ ବାଧା ଦେବା ଓ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ କରିବାକୁ ଦିଅନ୍ତୁ ନାହିଁ । ଅବଶ୍ୟ, ଦିନ ଶେଷ ବେଳକୁ ସମୟ ଭଲରେ ଯିବ ।

ଧନୁ: ଆପଣଙ୍କ ଦେହ ଆଜି ଆପଣଙ୍କ ସହିତ ଲୁଚକାଳି ଖେଳିପାରେ । ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ । ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ମକର: ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଏହା ଦୁଇଟି କାରଣରୁ ହୋଇପାରେ: ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ସାମାଜିକ କାରଣରୁ ବାହାରକୁ ଯିବା । ରାସ୍ତା କଡରେ ଥିବା ଢାବାରେ ଖାଇଲାବେଳେ ସତର୍କ ରହନ୍ତୁ । ଏହି ସବୁ ପ୍ରତିକୂଳ ଜିନିଷ ପାଇଁ ନିଜର ଅସମ୍ମତି ଦେଖାନ୍ତୁ ଯାହାକି ଆପଣଙ୍କ ଭାବନା ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ ।

କୁମ୍ଭ: ତୁମର ଗ୍ରହ ତୁମ କାର୍ଯ୍ୟ ଦକ୍ଷତା ପାଇଁ ଉତ୍ସାହିତ କରେ । ଆଜି ତୁମେ ଉଭୟ ପରିସ୍ଥିତି ଅନୁସାରେ ସଜାଗ ହୁଅ । ଆପଣଙ୍କ ପ୍ରିୟ ଜନ ସହ, ଅନ୍ତରଙ୍ଗତା ହେବାର ଆଶା କରାଯାଏ । ବସ୍ତ୍ର , ଖାଦ୍ୟ , ଭ୍ରମଣ ଓ ଅନ୍ୟମାନଙ୍କ ଉପସ୍ଥିତି ରେ ଆପଣ ଖୁସି ରହିବେ । ବିବାହ ଜୀବନ ସୁଖମୟ ହେବ । ଅନ୍ୟମାନେ ଆପଣଙ୍କର ସାଂସ୍କୃତିକ କାର୍ଯ୍ୟ ଓ ବନ୍ଧୁତ୍ୱରୁ ଉପକୃତ ହେବେ । ଏହା ଖୁସିର କଥା । କାର୍ଯ୍ୟ ପାଇଁ ଦିନଟି ଭଲ ।

ମୀନ: ଆପଣଙ୍କୁ ଗ୍ରହମାନଙ୍କ ଉପସ୍ଥିତି ଉତ୍ସାହିତ କରିବ । ଯଦି ନିର୍ବିଘ୍ନରେ ଆଗକୁ ବଢିବେ ସବୁ କୁଶଳ ହେବ । ନିଜେ ଆଶ୍ଚର୍ଯ୍ୟ ହେବେ ଯଦି ଅବବ୍ୟସ୍ଥ ଚିତ୍ତରେ କିଛି ଗ୍ରହଣ କର । ଅନ୍ୟକୁ ବଞ୍ଚାଇବା ପାଇଁ ନିଜର ବଳ ପ୍ରୟୋଗ କରନ୍ତୁ ନାହିଁ । ସମସ୍ତେ ସୁଖି ନୁହେଁ ଯଥା ଆପଣଙ୍କର ଶତୃମାନେ । କିନ୍ତୁ ଗ୍ରହ ଆପଣଙ୍କୁ ଅନ୍ୟ ମାନଙ୍କ ସାହାଯ୍ୟ ସହଯୋଗରେ ଜୟ କରାଇବେ । ଘରେ ସବୁ ସ୍ଥିର । ସ୍ୱାସ୍ଥ୍ୟ ଭଲ ରହିବ । ମା ଙ୍କ ଠାରୁ ସୁଖବର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.