ETV Bharat / bharat

Horoscope: ମାର୍ଚ୍ଚ ୧୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Mar 12, 2023, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜି ଦିନଟି ପରିବାର ପାଇଁ ଅଟେ । ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତୁ । ନିଜର ଭାବପ୍ରବଣତା ଆପଣଙ୍କୁ ଫଳ ଦେବ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୁକୂଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବୋ । କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବେ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ପିତୃ ସ୍ଥାନୀୟଙ୍କ ଦ୍ୱାରା ଅର୍ଥ ଆଗମନ ହେବ । ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ହେବ ।

ମିଥୁନ: ଆଜି ଦିନଟି ସ୍ମରଣୀୟ ଅଟେ । ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ, କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନରହିବା ଆପଣଙ୍କୁ ବ୍ୟସ୍ତ କରିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଖୁସୀ କରିବ । ଛାତ୍ରଙ୍କ ପାଇଁ ଭଲ ଦିନ ନୁହେଁ ମାତ୍ର କଠିନ ପରିଶ୍ରମ ଫଳ ଆଣିବ ।

କର୍କଟ: ଆଜି ଦିନଟି ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ଏହା ଖରାପ ସମୟ ଅଟେ ତେଣୁ ସଜାଗ ରୁହନ୍ତୁ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ କଳି କରିବେ । ଅର୍ଥ ହାନି ହେବ । କିଛି ଅସୁବିଧାର ସମ୍ମୁଖିନ ହେବେ ।

ସିଂହ: ଆଜି ଦିନଟି ଭଲ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ । ଶରୀର, ମନ ଓ ଆତ୍ମା ପାଇଁ ଭଲ ଦିନ ଅଟେ ।

କନ୍ୟା: ଆପଣଙ୍କୁ ମିଛ ପ୍ରଶଂସା ଭଲ ଲାଗିବ । ଉପର ବର୍ଣ୍ଣିତ କଥା ପାଇଁ ପରିବାର ପ୍ରଶଂସା କରିବେ । ନିଶ୍ଚିନ୍ତ ଭାବରେ ସହଯୋଗ କରିବେ । ଆପଣଙ୍କ ଖୁସୀ ଅର୍ଥକୁ ଟାଣିବ । ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ସମୟଟି ଉପଭୋଗ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ ।

ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା: ଆଜି ସାବଧାନର ଦିନଟିଏ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବନି । ବ୍ୟସ୍ତ ଲାଗିବ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ ।

ଧନୁ: ଆଜି ପାଇବାର ଦିନ ଅଟେ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।

ମକର: ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନି । ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ବେପାର କାମରେ ଭ୍ରମଣରେ ଯିବେ । ଉପରିସ୍ଥ ଅଧିକାରୀ ଖୁସୀ ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସୀ ହେବେ । ଦିନଟି ଅତି ଭଲ ରହିବ ।

କୁମ୍ଭ: ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଭଗ୍ନ ସ୍ୱାସ୍ଥ୍ୟ କାର୍ଯ୍ୟ ଦକ୍ଷତାରେ ପ୍ରଭାବ ପକାଇବ । ଖର୍ଚ୍ଚକୁ ମାର୍ଜିତ କରନ୍ତୁ । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବ । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।

ମୀନ: ଆଜି, ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ କରି ଦିଆହେଉଛି । ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ, ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୂଲ ଅଟେ । ନିଜେ ଶାନ୍ତ ରହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.