ETV Bharat / bharat

11 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

11 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
11 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Aug 11, 2021, 6:23 AM IST

ମେଷ: ଆପଣଙ୍କ ନକ୍ଷତ୍ର ସୃଜନଶୀଳତାର ସଂକେତ ଦେଉଛି, ଆପଣ ବହୁ ଦିନରୁ ଚାହୁଁଥିବା କବିତା ଲେଖିବା ପାଇଁ ଆଜି ଭଲ ଦିନ ଅଟେ କିମ୍ବା ଆପଣ କୌଣସି କଳାକୃତି ତିଆରି ମଧ୍ୟ କରିପାରିବେ । ଘରର ପରିବେଶ ଉର୍ଜା ଭରା ହେବାର ସମ୍ଭାବନା ରହିଛି; ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ, ସ୍କୁଲ ଦିନର ସୁଖଦ ସ୍ମୃତିର ମନେ ପକାଇପାରେ, ଏହାକୁ ଉପଭୋଗ କରନ୍ତୁ । କର୍ମସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ, ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆପଣଙ୍କ ସମାଲୋଚକ ସହ ମତଭେଦ ବଡ଼ ଗଣ୍ଡଗୋଳର ରୂପ ନେଇ ପାରେ, ଏଭଳି ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

ବୃଷ: ଆଜି, ଆପଣଙ୍କ କଥାବାର୍ତ୍ତା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଉଛି । ଆଜି ଦିନଟି ଆପଣଙ୍କ ମନ ଉତ୍ତେଜିତ ରହିବ । ଆପଣଙ୍କ ଚାରିପଟେ ଥିବା ଲୋକମାନେ ସାଧାରଣ ଅପେକ୍ଷା ଅଧିକ ବିରକ୍ତି ମନୋଭାବରେ ରହିବେ । ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟ ଗୁଡିକରୁ ଦୂରରେ ରହନ୍ତୁ, ସତର୍କ ରୁହନ୍ତୁ ।

ମିଥୁନ: ଆଜିର ନିରବତାର ଆନନ୍ଦ ନିଅନ୍ତୁ ଏବଂ ଶାନ୍ତ ଭାବରେ ବିତିଯିବାକୁ ଦିଅନ୍ତୁ । ଆପଣଙ୍କ ଭାଇଙ୍କ ସହିତ ଭଲ ସଂପର୍କ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସୀରେ କଟିବ । ଅବଶ୍ୟ ଦିନର ଦ୍ୱିତୀୟାର୍ଦ୍ଧରେ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ଫଳରେ ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବେ, ବିରକ୍ତିଭାବ ଏବଂ ବିରୋଧୀ ମନୋଭାବ ଆପଣଙ୍କୁ ଘେରି ରହିବ ।

କର୍କଟ: ଏହି ଦିନ ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ । ଆପଣଙ୍କ ମିଠା କଥା ଜଟିଳ ସମସ୍ୟାକୁ ମଧ୍ୟ ସିଧା ଏବଂ ସରଳ କରିଦେବ । ସନ୍ଧ୍ୟାରେ ଏକ ଅବକାଶ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ଏକ ସହକର୍ମୀଙ୍କ ସହିତ ଆପଣ ଅତ୍ୟନ୍ତ ନିକଟତର ହେବାର ଆନନ୍ଦ ନେବେ ।

ସିଂହ: ଆଜିର ଦିନ ହେଉଛି ଧ୍ୟାନ କେନ୍ଦ୍ରିଭୂତ କରିବା ଏବଂ ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଦିନ । ଘରର ପରିବେଶ ଶାନ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଦମ୍ପତ୍ତିମାନେ ଖୁସି ସମୟ ଅତିବାହିତ କରିବେ । ପରିବାରରେ ଥିବା ବରିଷ୍ଠ ବ୍ୟକ୍ତି ଆପଣଙ୍କ ପାଇଁ ଉପକାରୀ ହେବେ । ବିଳାସ ଏବଂ ଆରାମ ପାଇଁ ଆପଣ ନିଜ ଆୟର କିଛି ଅଂଶ ଖର୍ଚ୍ଚ କରିପାରନ୍ତି । କିନ୍ତୁ ଅତ୍ୟଧିକ ଖର୍ଚ୍ଚ ନ କରିବାକୁ ପରାମର୍ଶ ।

କନ୍ୟା: ଆଜି ଆପଣ ଅଧିକ ଭାବ ପ୍ରବଣ ଏବଂ ସମ୍ବେଦନଶୀଳ ରହିବେ । ତେଣୁ ସହଜରେ ପ୍ରଭାବିତ ନ ହେବାକୁ ପରାମର୍ଶ ଦିଆ ହେଉଛି । କଳହ କିମ୍ୱା ବିବାଦକୁ ଏଡାଇବା ଆପଣଙ୍କ ପାଇଁ ଭଲ ହେବ । କୌଣସି କଟୁ କଥା କହିବା ପୁର୍ବରୁ ଦୁଇଥର ଚିନ୍ତା କରନ୍ତୁ ନଚେତ୍‌ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କ ପ୍ରତି ରାଗି ପାରନ୍ତି । ଆପଣଙ୍କ ଆର୍ଥିକ ସମସ୍ୟା ବିପଦରେ ପଡିପାରେ ।

ତୁଳା: ନକ୍ଷତ୍ର ଆଜି ଆପଣଙ୍କ ପାଇଁ ଅନୁକୂଳ ନୁହନ୍ତି, ତେଣୁ ଦିନଟି ବଡ କଷ୍ଟରେ କଟିବ । ନିଜକୁ ଶାନ୍ତ ରଖନ୍ତୁ ଏବଂ ସାମାଜିକ ମିଳାମିଶା କରିବାକୁ ଏଡାନ୍ତୁ । ଏକ ନୂଆ କାର୍ଯ୍ୟ ଆଜି ଆରମ୍ଭ କରିବାକୁ ଆଜି ଦିନଟି ଭଲ ନୁହେଁ । ଆପଣଙ୍କ ମନ ବ୍ୟସ୍ତତାରେ ଘୁରି ବୁଲିବ ଏବଂ ଆପଣଙ୍କ ଏକାଗ୍ରତା ରହିବ ନାହିଁ । ଆଜି ଆପଣଙ୍କ ଉପରେ ଷ୍ଟ୍ରେସ୍‌ ବଢିଯିବ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

ବିଛା: ନ ହେବା କାମ ମଧ୍ୟ ହୋଇଯିବ ! ନୂଆ ପ୍ରକଳ୍ପ ଆସିବାର ଅଛି, ସମୟ ସୀମା ପୂରଣ କରିବା ଏବଂ କାର୍ଯ୍ୟରେ ସଫଳତା ଆଜି ଅତି ସହଜ ହେବ । ଆଜି ଆପଣ ପ୍ରଶଂସାରେ ବୁଡି ରହିବେ । ଜମି ଏବଂ ଘର ଭଳି ଅଚଳ ସମ୍ପତ୍ତି କାରବାରକୁ ଅନ୍ତିମ ରୂପ ଦେବା ପାଇଁ ଆଜି ହେଉଛି ଏକ ଶୁଭ ଦିନ ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ କଷ୍ଟକର ରହିବ । ଅବଶ୍ୟ ଧାର୍ମିକ ଯାତ୍ରା କିମ୍ୱା ଧାର୍ମିକ କାର୍ଯ୍ୟ କିଛି ପରିମାଣରେ ସେହି କଷ୍ଟ ଉପଶମ କରିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ, କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ, ତେ‌ଣୁ ସହକର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ, ଦିନର ଦ୍ୱିତୀୟାର୍ଦ୍ଧରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇ ପାରନ୍ତି ।

ମକର: ଆଜି ଆପଣ ଶାନ୍ତ ରହନ୍ତୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ । ଆକସ୍ମିକ ଖର୍ଚ୍ଚ ହୋଇପାରେ, କାରଣ ଆପଣଙ୍କର କୌଣସି ପ୍ରିୟଜନ ଗୁରୁତର ରୋଗରେ ପୀଡିତ ହୋଇପାରନ୍ତି ।

କୁମ୍ଭ: ଆପଣଙ୍କ ବ୍ୟବସାୟ ପାଟର୍ନର ଏବଂ କଷ୍ଟମରଙ୍କ ସହିତ ସନ୍ତୋଷଜନକ ଏବଂ ରାଜିନାମା ଆଧାରରେ କାରବାର କରନ୍ତୁ, ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ, ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ନିରବ ଏବଂ ଶାନ୍ତ ରହିବ ।

ମୀନ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ, କିନ୍ତୁ ଆପଣଙ୍କ ପାଟର୍ନରଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ହୋଇପାରେ, ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ହତାସ ରହିପାରନ୍ତି । କେତେକ ନିଜ ପାଟର୍ନରଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.