ETV Bharat / bharat

ମେ ୧୦ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ମେ ମାସର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୦ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : May 10, 2022, 12:16 AM IST

ମେଷ: ଆପଣଙ୍କ କଠିନ ପରିଶ୍ରମର ଫଳ ଆଶାତୀତ ଭାବେ ସ୍ୱାଦିଷ୍ଟ ହୋଇପାରେ । ମାତ୍ର ଆପଣ ନିଜ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ । ନିଜର ପାକସ୍ଥଳୀ ଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ସରକାରୀ କାର୍ଯ୍ୟଟିକୁ ଆପଣ ସୁଚାରୁ ରୂପେ ତୁଲାଇବାରେ ସକ୍ଷମ ହେବେ ।

ବୃଷ: ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ଆପଣଙ୍କୁ ସବୁ କାର୍ଯ୍ୟ୍ୟରେ ସାଫଲ୍ୟମଣ୍ଡିତ କରିପାରେ । ତେଣୁ ଆପଣଙ୍କ ହୃଦୟରେ ଖୁସିର ଲହରୀ ସୃଷ୍ଟି ହେବ । ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ ।

ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରିବେ । ଆପଣଙ୍କର କାର୍ଯ୍ୟ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ । ପଡୋଶୀ ଓ ବନ୍ଧୁ ମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ ।

କର୍କଟ: ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ ।

ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଛମନ ନେଇ ଆପଣ ଯେ କୌଣସି ଯୋଜନାର ସଫଳ ରୁପାୟନ କରିପାରିବେ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷେପରେ ସାହାଯ୍ୟ କରିବେ ।

କନ୍ୟା: ନିଜ ଉପରେ ଏତେ ଚାପ ପଡିବ ଯେ ଆପଣ ଶାନ୍ତି ପାଇବେ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ କୁପ୍ରଭାବ ପକାଇପାରେ । ଧର୍ମକାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନକଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି ।

ତୁଳା: ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂର ଜନିତ ଦୂରଯାତ୍ରା ପାଇଁ ଯନ୍ତ୍ରଣା ହୋଇପାରେ । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନ ବାଞ୍ଛା ପୂର୍ଣ୍ଣ ହେବ । ସୁଖାଦ୍ୟ ପ୍ରାପ୍ତି ହୋଇପାରେ ।

ବିଛା: ନିଜ କାର୍ଯ୍ୟ୍ୟାଳୟର ପରିବେଶ ତୁମକୁ ସହଜ ଓ ଲାଭଦାୟକ ହେବ । ସହକର୍ମୀମାନେ ଖୁସି ହେବେ, ସହଜରେ କାର୍ଯ୍ୟ୍ ସାଧନ କରିବେ, ସାମାଜିକ ପ୍ରତିଷ୍ଠା ମିଳିବ, ପଦୋନ୍ନତି ହେବ, ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାତ୍ରା କରିପାରନ୍ତି ।

ଧନୁ: ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବିଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

ମକର: ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଃଚିନ୍ତାକୁ ଦୂର କରନ୍ତୁ । ସରକାରୀ କାମ ନିଜର ସୁଦକ୍ଷତା ଓ କୁସଳତା ଶୈଳୀରେ ସମାପନ କରିବେ ।

କୁମ୍ଭ: ଆଜି ଆପଣ ଆଶା କରିବେ ଆପଣଙ୍କ ଭଳି ଦୁଇ ଜଣ ଥିଲେ ବହୁତ ଭଲ ହେଇଥାଆନ୍ତା! ଆପଣଙ୍କ ଉପରେ ବାକି ଥିବା କାମର ଏତେ ଚାପ ରହିବ ଯେ ଆପଣ ଚେଷ୍ଟା ଦୁଇ ଗୁଣ କରିଲେ ମଧ୍ୟ କାମ ଶେଷ ହେଉନଥିବ । ଆପଣ ଏଥିପାଇଁ ନିଜ ପ୍ରିୟତମାଙ୍କ ସହ ଫିଲ୍ମ ଯିବାକୁ ଥିବା ଯୋଜନା ବାତିଲ କରି ପାରନ୍ତି ଯାହା ଦ୍ଵାରା ପରେ ତାଙ୍କ କ୍ରୋଧର ଶିକାର ହେବେ ।

ମୀନ: ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ସାମଧାନ ହେବ । ପରିବାର ସହ ଶାନ୍ତିରେ ଦିନ ଅତିବାହିତ ହେବ । ସନ୍ଧ୍ୟାରେ ସାଙ୍ଗ ସହ ଭ୍ରମଣରେ ଯାଇପାରନ୍ତି । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.