ETV Bharat / bharat

ଡରାଉଛି ଡେଲ୍‌ଟା ପ୍ଲସ, 8 ରାଜ୍ୟକୁ କେନ୍ଦ୍ରର ଚିଠି

author img

By

Published : Jun 25, 2021, 10:12 PM IST

ଦେଶରେ ଦୃତଗତିରେ କାୟା ମେଲାଉଥିବା ଡେଲ୍‌ଟା ପ୍ଲସ 8 ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଡରାଉଛି ଡେଲ୍‌ଟା ପ୍ଲସ, 8 ରାଜ୍ୟକୁ କେନ୍ଦ୍ରର ଚିଠି
ଡରାଉଛି ଡେଲ୍‌ଟା ପ୍ଲସ, 8 ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଭୟ ବଢାଉଛି ଭାଇରସର ନୂଆ ରୂପ । କୋରୋନାକୁ କେନ୍ଦ୍ରର ହାଇଆଲର୍ଟ । ଦେଶରେ ଦୃତଗତିରେ କାୟା ମେଲାଉଥିବା ଡେଲ୍‌ଟା ପ୍ଲସ 8 ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଡେଲ୍‌ଟା ପ୍ଲସ ମାମଲାରେ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏନେଇ ରାଜ୍ୟଗୁଡିକୁ ଯାଞ୍ଚ ଓ ଜିନମର ନମୁନା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଯେଉଁ ରାଜ୍ୟରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟର ଅଧିକ ମାମଲା ରହିଛି ସେହି ରାଜ୍ୟଗୁଡିକୁ ଚିଠି ଲେଖିଛି କେନ୍ଦ୍ର । ରାଜ୍ୟଗୁଡିକୁ ଯାଞ୍ଚ ଓ ଜିନମ ସିକ୍ବେନ୍ସ ପାଇଁ ପର୍ଯ୍ୟାପ୍ତ ପଜିଟିଭ ନମୁନା ପଠାଇବାକୁ କୁହାଯାଇଛି ।

ପ୍ରଭାବିତ ରାଜ୍ୟଗୁଡିକୁ କୁହାଯାଇଛି ଯେ ଯେଉଁ ଜିଲ୍ଲାରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ମାମଲା ସାମ୍ନାକୁ ଆସିଛି, ସେଠାରେ ତୁରନ୍ତ କନଟେନମେଣ୍ଟ ଜୋନ କରାଯାଉ । ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଯେଉଁ 8 ରାଜ୍ୟକୁ ଚିଠି ଲେଖାଯାଇଛି, ସେମାନଙ୍କ ମଧ୍ୟରେ ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଝାଡଖଣ୍ଡ, ହରିଆଣା, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.