ETV Bharat / bharat

ହରିୟାଣାରେ ବଢିଲା ଲକଡାଉନ ଅବଧି; ରାତି 10 ଯାଏଁ ଖୋଲା ରହିବ BAR, RESTAURANT

author img

By

Published : Jun 21, 2021, 12:11 PM IST

ସଂକ୍ରମଣ କାରଣରୁ ଲକଡାଉନ ଅବଧି ବୃଦ୍ଧି କଲେ ହରିୟାଣା ସରକାର । କଟକଣାକୁ ଜୁନ 28 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଅଧିକ ପଢନ୍ତୁ...

Haryana extends lockdown, allows bars to operate till 10 pm
ବଢିଲା ହରିୟାଣା ଲକଡାଉନ ଅବଧି; ରାତି 10 ଯାଏଁ ଖୋଲା ରହିବ BAR,RESTAURANT

ଚଣ୍ତିଗଡ: ସଂକ୍ରମଣ କାରଣରୁ ଲକଡାଉନ ଅବଧିକୁ ବୃଦ୍ଧି କଲେ ହରିୟାଣା ସରକାର । କଟକଣାକୁ ଜୁନ28 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । କଟକଣା ମଧ୍ୟରେ ବାର ଓ ରେସ୍ତୋରାଁ ଗୁଡିକ ରାତି 10 ଟା ପର୍ଯ୍ୟନ୍ତ ଖୋଲାରହିବ । କର୍ପୋରେଟ ଅଫିସରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ ।

ବାହାଘର, ଅନ୍ତେଷ୍ଟ୍ରି କ୍ରିୟାଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ 50 ପ୍ରତିଶତ ଲୋକଙ୍କୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ହେବ । କିନ୍ତୁ ବାହାଘରରେ ପ୍ରୋସେସନ କରିହେବିନି । ସେଠାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । ସେପଟେ ସ୍ବିମିଂ ପୁଲ ,ସେଲୁନ ଓ ସ୍ପା ସେଣ୍ଟରକୁ ବନ୍ଦ ରହିବ । ପୂର୍ବପରି ସମସ୍ତ ଦୋକାନ ସକାଳ 9ଟାରୁ ରାତି 8ଟା ପର୍ଯ୍ୟନ୍ତ ଖୋଲାରହିବ । ହେଲେ ହୋଟେଲ ଓ ମଲ ଗୁଡିକ ସକାଳ 10ରୁ ରାତି 10 ପର୍ଯ୍ୟନ୍ତ ଖୋଲା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.