ETV Bharat / bharat

‘ବିହାରୀଙ୍କୁ ଦିଅ କାଶ୍ମୀର, 15 ଦିନରେ ନିପାତ ହେବେ ଆତଙ୍କୀ’

author img

By

Published : Oct 18, 2021, 9:35 PM IST

କାଶ୍ମୀରରୁ ଆତଙ୍କୀଙ୍କ ନିପାତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଭିନ୍ନ ପ୍ରକାରର ଦାବି କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ । ଅଧିକ ପଢନ୍ତୁ...

ମୋଦିଙ୍କୁ ମାଞ୍ଝୀଙ୍କ ଅପିଲ; ବିହାରୀଙ୍କୁ ଦିଅ କାଶ୍ମୀର, 15 ଦିନରେ ନିପାତ ହେବେ ଆତଙ୍କୀ

ପାଟନା: ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବିହାର ଶ୍ରମିକଙ୍କ ମୃତ୍ୟୁକୁ ନେଇ ସରଗରମ ହୋଇଉଠିଛି ରାଜନୀତି । ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ସରକାରଙ୍କୁ ଦାୟୀ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଅନ୍ୟପକ୍ଷେ କାଶ୍ମୀରରୁ ଆତଙ୍କୀଙ୍କ ନିପାତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଭିନ୍ନ ପ୍ରକାରର ଦାବି କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ।

  • #WATCH | "There's no doubt on the Govt. Still incidents are taking place. So I said that if situation is getting out of control, we Biharis will settle the Kashmir issue if it's left to us. We'll form strategy: Ex-Bihar CM Jitan Ram Manjhi on his tweet on civilian killings in J&K pic.twitter.com/gtsw7Q94qu

    — ANI (@ANI) October 18, 2021 " class="align-text-top noRightClick twitterSection" data=" ">

ଜିତନ ରାମ ମାଞ୍ଝୀ ଟ୍ବିଟ କରି କହିଛନ୍ତି, କାଶ୍ମୀରରେ କ୍ରମାଗତ ଆମ ନିରୀହ ବିହାରୀ ଭାଇଙ୍କୁ ହତ୍ୟା କରାଯାଉଛି । ଯଦି ପରିସ୍ଥିତି ବଦଳୁନି ତେବେ କାଶ୍ମୀରକୁ ସମ୍ଭାଳିବାର ଦାୟିତ୍ବ ବିହାରବାସୀଙ୍କ ଉପରେ ଛାଡି ଦିଆଯାଉ । 15 ଦିନ ମଧ୍ୟରେ କାଶ୍ମୀରରୁ ଆତଙ୍କୀଙ୍କୁ ନିପାତ କରିଦିଆଯିବ ବୋଲି ଜୋର ଦେଇ କହିଛନ୍ତି ଜିତନ ରାମ ।

ରବିବାର କୁଲଗାମରେ ଆତଙ୍କୀ ଆକ୍ରମଣରେ ୨ ବିହାର ବାସିନ୍ଦାଙ୍କ ମୃତ୍ୟୁ ହୋଇଥିଲା । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.