ETV Bharat / bharat

କୋଷ୍ଟଗାର୍ଡକୁ ମିଳିଲା ଶେଷ ALH ହେଲିକପ୍ଟର - ଧ୍ରୁବ ହେଲିକପ୍ଟର

କୋଷ୍ଟଗାର୍ଡକୁ ଶେଷ ଆଡଭାନ୍ସ ଲାଇଟ ହେଲିକପ୍ଟର ଏମ.କେ-III ହସ୍ତାନ୍ତର କଲା ହାଲ । ଅଧିକ ପଢନ୍ତୁ

କୋଷ୍ଟଗାର୍ଡକୁ ଶେଷ ALH ହେଲିକପ୍ଟର ହସ୍ତାନ୍ତର କଲା HAL

author img

By

Published : Nov 15, 2022, 7:59 PM IST

ବେଙ୍ଗାଲୁରୁ: ଭାରତୀୟ ତଟରକ୍ଷୀ ବାହିନୀ (Coast Guard) କୁ ଶେଷ ଆଡଭାନ୍ସ ଲାଇଟ ହେଲିକପ୍ଟର ଏମ.କେ-III ହସ୍ତାନ୍ତର କରିଛି ହିନ୍ଦୁସ୍ଥାନ ଏରୋନେଟିକ ଲିମିଡେଟ (HAL) । ଅତ୍ୟାଧୁନିକ ହାଲୁକା ଲଢୁଆ ବର୍ଗର 16ଟି ଏମ.କେ-III ହେଲିକପ୍ଟର ପ୍ରଦାନ କରିବା ପାଇଁ କୋଷ୍ଟଗାର୍ଡ ଓ HAL ମଧ୍ୟରେ ଚୁକ୍ତି ହୋଇଥିଲା । ପୂର୍ବରୁ 15ଟି ହେଲିକପ୍ଟରର ହସ୍ତାନ୍ତରଣ ହୋଇସାରିଥିବା ବେଳେ ଆଜି ଶେଷ ତଥା 16ତମ ହେଲିକପ୍ଟରକୁ ମଧ୍ୟ ହସ୍ତାନ୍ତରଣ କରାଯାଇଛି ।

  • Karnataka | HAL handed over the last of the 16 ALHs (Mk-III, Maritime role) contracted with the Indian Coast Guard at a program here today to DG Coast Guard V S Pathania in the presence of senior officials from CG, Defence and HAL in Bengaluru. pic.twitter.com/793Qcq7nP5

    — ANI (@ANI) November 15, 2022 " class="align-text-top noRightClick twitterSection" data=" ">

ଏହି କାର୍ଯ୍ୟକ୍ରମରେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ଭି.ଏସ ପଠାନିଆଙ୍କ ସମେତ ବହୁ ବରିଷ୍ଠ କୋଷ୍ଟଗାର୍ଡ ଅଧିକାରୀ ଓ ହାଲର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ବେଙ୍ଗାଲୁରୁରେ ଏହି ହସ୍ତାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । 2017ରେ ଏହି ଚୁକ୍ତି ହୋଇଥିଲା । ଏହି ହାଲୁକା ଲଢୁଆ ହେଲିକପ୍ଟର ସାମୁଦ୍ରିକ ପାଟ୍ରୋଲିଂ, ସର୍ଭିଲାନ୍ସ ଓ ଉଦ୍ଧାର ପ୍ରକ୍ରିୟାରେ ବେଶ ପ୍ରଭାବୀ ଭାବେ ନିୟୋଜିତ ହୋଇଥାଏ । ସେହିପରି ପୂର୍ବରୁ କୋଷ୍ଟଗାର୍ଡରେ ସାମିଲ ହୋଇଥିବା ଏହି ହେଲିକପ୍ଟର ଏବେ ଅପରେସନ ମୋଡରେ ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.